Sign in
Sign in
Recover your password.
A password will be e-mailed to you.
ଆମ ଅସ୍ମିତା :ଆମ ଲୋକକଳା ଉଦଯାପିତ
ବ୍ରହ୍ମପୁର (୧୩/୧୧) : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ସ୍ଥାନୀୟ ପ୍ରକାଶମ୍ ହଲ୍ ପରିସରରେ ଆୟୋଜିତ ଆମ ଅସ୍ମିତା : ଆମ ଲୋକକଳା କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ଓଡ଼ିଶା ନାଟ୍ୟ ସଂଘ ଉପସଭାପତି ଇଂ. ମନୋଜ କୁମାର ଦଣ୍ଡପାଟଙ୍କ!-->…
୧୪ରୁ କଳାବ୍ୟାଜ୍ ପିନ୍ଧିବେ ଆଉଟସୋରସିଂ କର୍ମଚାରୀ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ଡିଆରଡିଏ ଡିପିଆରଶି ବୈଠକ ଗୃହରେ ଆଉଟସୋରସିଂ କର୍ମଚାରୀଙ୍କ ଜିଲ୍ଲା ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଉଟସୋରସିଂ କର୍ମଚାରୀମାନେ ସାମିଲ ହୋଇଥିଲେ। ଗତ ମାସ ୧୫ ତାରିଖରେ!-->!-->!-->…
୨ ହଜାର କୁଇଣ୍ଟାଲ ପରିବର୍ତ୍ତେ ୪ ହଜାର କୁଇଣ୍ଟାଲ କ୍ରୟ କରିବା ପାଇଁ ଚାରି ପଞ୍ଚାୟତର ଚାଷୀ ଓ ଜନ ପ୍ରତିନିଧି ପ୍ରଶାସନ…
ମାଲକାନଗିରି : ଆଜି ଚାଷୀମାନେ ସାରା ଦେଶରେ ଅବହେଳିତ ବର୍ଷା କି ଖରା, ଏସବୁକୁ ଖାତିର ନକରି ଚାଷୀମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ନିଜର ରକ୍ତକୁ ପାଣି କରି ସୁନାର ଫସଲ ଅମଳ କରୁଛି। କିନ୍ତୁ ଦେଖିବାକୁ ମିଳୁଛି ଚାଷୀମାନେ ଫସଲ ଅମଳ ପରେ ସେହି ଫସଲର ଉଚିତ ମୂଲ୍ୟ ପାଇପାରୁ ନାହିନ୍ତି ।!-->!-->!-->…
‘ପତଞ୍ଜଳି ଯୋଗ ଗ୍ରାମ’ ଭଳି ଦିଶୁଥିବା ୨୦ଟି ଜାଲ୍ ‘ୱେବ୍ସାଇଟ୍’ ଚିହ୍ନଟ କଲା ପୁଲିସ; ୩ ଗିରଫ
ଚେନ୍ନାଇ: ‘ପତଞ୍ଜଳି ଯୋଗ ଗ୍ରାମ’ ଭଳି ଦିଶୁଥିବା ୨୦ଟି ଜାଲ୍ ‘ୱେବ୍ସାଇଟ୍’ ଚିହ୍ନଟ କରିବା ସହିତ ଉତ୍ତରାଖଣ୍ଡସ୍ଥିତ ହରିଦ୍ବାରରେ ଥିବା ‘ପତଞ୍ଜଳି ଯୋଗ ଗ୍ରାମ’ର ପ୍ରତିନିଧି ବୋଲି ପରିଚୟ ଦେଇଥିବା ୩ଜଣ ବ୍ୟକ୍ତିଙ୍କୁ ପୁଲିସ ଶନିବାର ଦିନ ବିହାରରୁ ଗିରଫ କରିଛି।
ଗିରଫ ହୋଇଥିବା!-->!-->!-->…
ଖରାପ ପାଗ ପାଇଁ ଅଟକିଲା ଦେଶର ପ୍ରଥମ ଘରୋଇ ରକେଟର ଉତକ୍ଷେପଣ
ହାଇଦ୍ରାବାଦ: ପ୍ରତିକୂଳ ପାଗ ଯୋଗୁଁ ଅଟକିଲା ଦେଶର ପ୍ରଥମ ଘରୋଇ ରକେଟର ଉତକ୍ଷେପଣ | ରବିବାର ଦିନ ହାଇଦ୍ରାବାଦ ଭିତ୍ତିକ ସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଏରୋସ୍ପେସ୍ କହିଛି ଯେ ଖରାପ ପାଗ ଯୋଗୁଁ ଭାରତର ପ୍ରଥମ ଘରୋଇ ବିକଶିତ ରକେଟ୍ ବିକ୍ରମ-ଏସ୍ ର ଲଞ୍ଚକୁ ତିନି ଦିନ (ନଭେମ୍ବର ୧୮!-->…
କର୍ମଚାରୀଙ୍କୁ ଛଟେଇ କରିବାକୁ ଏଲନ୍ ମସ୍କ୍ କହିବା ପରେ ବାନ୍ତି କରିପକାଇଲେ ‘ଟୁଇଟର୍’ ମ୍ୟାନେଜର୍: ରିପୋର୍ଟ
ନୂଆଦିଲ୍ଲୀ: କର୍ମଚାରୀମାନଙ୍କୁ ଛଟେଇ କରିବା ଲାଗି ନୂଆ ମାଲିକ ଏଲନ୍ ମସ୍କ୍ କହିବାରୁ ‘ଟୁଇଟର୍’ର ଜଣେ ମ୍ୟାନେଜର୍ ବାନ୍ତି କରିପକାଇଥିବା କଥା ‘ନ୍ୟୁୟର୍କ ଟାଇମ୍ସ୍’ ରିପୋର୍ଟ କରିଛି।
‘ଦୁଇ ସପ୍ତାହର ଗୋଳମାଳ: ଏଲନ୍ ମସ୍କ୍ ଟୁଇଟର୍ ଗ୍ରହଣ କରିବା ଭିତରେ’ ଶୀର୍ଷକ!-->!-->!-->…
ପ୍ରଥମ ଚିଲଡ୍ରେନ୍ସ କପ୍ ହ୍ୟାଣ୍ଡବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…
ବ୍ରହ୍ମପୁର,୧୩/୧୧/୨୨: ଅନ୍ତଃଜିଲ୍ଲା ପ୍ରଥମ ଚିଲଡ୍ରେନ୍ସ କପ୍ ଆନ୍ତଃ ବିଦ୍ୟାଳୟ ହ୍ୟାଣ୍ଡବଲ୍ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ରବିବାର ଦିନ ସ୍ଥାନୀୟ ଖଲ୍ଲିକୋଟ ମହାବିଦ୍ୟାଳୟ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ହ୍ୟାଣ୍ଡବଲ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତାରେ ଗଂଜାମ ଜିଲ୍ଲାର!-->!-->!-->…
ରାହୁଲ ଗାନ୍ଧି ଏବଂ ଆଦିତ୍ୟ ଠାକରେ ଦେଶର ନେତୃତ୍ୱ ନେଇପାରିବେ: ସଞ୍ଜୟ ରାଉତ
ମୁମ୍ବାଇ : ରାହୁଲ ଗାନ୍ଧୀ ଏବଂ ଆଦିତ୍ୟ ଠାକରେ ଦେଶର ନେତୃତ୍ୱ ନେଇପାରିବେ। ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ ଏହା କହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡା ଯାତ୍ରା ବର୍ତ୍ତମାନ ମହାରାଷ୍ଟ୍ରରେ ଚାଲିଛି। ଏହି ସମୟରେ ମହାରାଷ୍ଟ୍ରର ପୂର୍ବତନ!-->…
ତାମିଲନାଡ଼ୁରେ ବର୍ଷା ବିତ୍ପାତ
ଚେନ୍ନାଇ : ତାମିଲନାଡ଼ୁରେ ବର୍ଷା ବିତ୍ପାତ । ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଅଧିକାଂଶ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଚେନ୍ନାଇ ଓ କୋଏମ୍ବାଟୁରରେ ପ୍ରବଳ ବର୍ଷା ଯୋଗୁ ସହର ଜଳାର୍ଣ୍ଣବ ହୋଇଛି । ତଳିଆ ଅଞ୍ଚଳରେ ବର୍ଷା ପାଣି ପଶିବାରୁ ଲୋକେ ନାହିଁନଥିବା ଅସୁବିଧାର!-->…
ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଟିକେଟ କଟିବାରୁ ଇସ୍ତଫା ଦେଲେ ୬ ଥରର ବିଧାୟକ
ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଏକ ଝଟକା ଲାଗିଛି | ଭଦୋଦରା ଜିଲ୍ଲାର ୱାଘୋଡିଆ ଆସନରୁ ବିଧାୟକ ଥିବା ମଧୁ ଶ୍ରୀବାସ୍ତବ ଦଳରୁ ଇସ୍ତଫା ଦେଇଛନ୍ତି। ମଧୁ ୬ଥର ବିଜେପି ବିଧାୟକ ଥିବାବେଳେ ଏଥର ବିଜେପି ମଧୁ ଶ୍ରୀବାସ୍ତବଙ୍କୁ ଟିକେଟ୍ ଦେଇନଥିଲା, ଯେଉଁ କାରଣରୁ!-->…