ଜନସେବା କେନ୍ଦ୍ରରେ ଠକେଇ ଅଭିଯୋଗ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ବଡ଼ପଡା ପଞ୍ଚାୟତ ଜାନବାଇ ଠାରେ ତରୁଣ ସାହା ନାମକ ଵ୍ୟକ୍ତି ଏକ ଘରୋଇ ଭାବରେ ଜନ ସେବା କେନ୍ଦ୍ର ମାଧ୍ୟମରେ କିଛି ଦିନ ହେଲା ସେଠାକାର ଜନସାଧାରଣଙ୍କ ଠାରୁ ଟଙ୍କା ଜମା ଉଠାଣ କରିଆସୁଥିବା ଅଭିଯୋଗ ହୋଇଛି

ଯୌତୁକ ପାଇଁ ଶାଶୁ କାଟିଦେଲା ବୋହୁର ହାତ ଆଙ୍ଗୁଠି

ଫୁଲବାଣୀ : ଯୌତୁକ ପାଇଁ ଶାଶୁ ବୋହୁର ଆଙ୍ଗୁଠିକୁ ଧାରୁଆ ଅସ୍ତ୍ରରେ କାଟି ଶରୀରରୁ କରିଦେଲା ଅଲଗା । ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଲାବାଡ଼ି ଗ୍ରାମ ପଞ୍ଚାୟତର ଡଙ୍ଗା ଗ୍ରାମରେ । ପିଡୀତା ଝୁଲଣା ବେହେରା ଆଜିକୁ ଦଶ ବର୍ଷ ପୂର୍ବେ

ସମ୍ଭାବନା ତରଫରୁ ସାହିତ୍ୟିକ ସମ୍ବର୍ଦ୍ଧିତ

ଫୁଲବାଣୀ : ସମ୍ଭାବନା ସାହିତ୍ୟ ପରିଷଦ ତରଫରୁ କନ୍ଧମାଳର ସାହିତ୍ୟିକ ମାନଙ୍କୁ ଆଜି ଆସ୍କାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ଏକ ରାଜ୍ୟ ସ୍ତରୀୟ ସମାବେଶରେ ସମର୍ଦ୍ଧିତ କରାଯାଇଛି l ଆୟୋଜିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳର ବରିଷ୍ଠ ସାହିତ୍ୟିକ ଆଇନଜୀବୀ ତଥା ଜିଲ୍ଲା

ଲୋ ଭଲେଟେଜ୍ ଯୋଗୁଁ କ୍ଷତି ସହୁଛି  ଉପଭୋକ୍ତା ଅଭିଯୋଗ ଆଣିଲା   ଭାରତୀୟ ଜାଗରଣ ମଞ୍ଚ

ବ୍ରହ୍ମପୁର : ଲୋ ଭଲେଟେଜ୍ ମାଧ୍ୟମରେ ବିଦ୍ୟୁତ୍ ବିତରଣ କଂପାନୀ ମାନେ ଉପଭୋକ୍ତା ମାନେ ଲୁଟୁଥିବା ଅଭିଯୋଗ କରିଛି ଭାରତୀୟ ଜାଗରଣ ମଂଚ ।ଏନେଇ ଉତ୍କଳ ଆଶ୍ରମ ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ବିଦ୍ୟୁତ୍ ସେବା ନିତ୍ୟଆବଶ୍ୟକ ଭାବେ ସମାଜରେ ଆବଶ୍ୟକତା ରହିଛି ।

ସକାଳ ଖବର କାଗଜ ଓ ନନ୍ଦିଘୋଷ ଟିଭି ପକ୍ଷରୁ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜି ସକାଳ ଖବର କାଗଜର ଦ୍ଵିତ୍ତୀୟ ସ୍ଵର୍ଣକ୍ଷେତ୍ର ଅବସରରେ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ଏକ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଜିଲ୍ଲା ସଦର ମହକୁମା ସ୍ଥିତ ମାଲକାନଗିରି ମହା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା

ଶିଶୁ ଶ୍ରମିକ ଦେଶର ଭବିଷ୍ୟତ ପାଇଁ ବିପଦ – ଚାଇଲଡ଼ ଲାଇନ

ବ୍ରହ୍ମପୁର : ଶିଶୁଙ୍କ ଯତ୍ନ ଓ ସୁରକ୍ଷା ଏବଂ ଶିଶୁଙ୍କ ଅଧିକାରକୁ ସମ୍ମାନ ଦେବା ପାଇଁ ଆଜି ଏକ ମାନବ ଶୃଙ୍ଖଳ ଓ ସଚେତନତା ପଦଯାତ୍ରା ସ୍ୱେଚ୍ଛାସେବୀ ସଂଗଠନ ଚାଇଲ୍ଡ ଲାଇନ, ୱାନ୍ ଷ୍ଟପ୍ ସେଟଂର୍ ଏବଂ ଆଇଏସ୍ ଆଦି ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି । ଏହି ପଦଯାତ୍ରାକୁ ମୁଖ୍ୟ ଅତିଥି

ବିଦ୍ୟୁତ ଫାଶରେ ପଡି ହାତୀ ମୃତ୍ୟୁ ଅଭିଯୋଗ, ହରଡ ଘଣାରେ ବନ ବିଭାଗ

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳରେ ଏକ ହାତୀ ଛୁଆର ମୃତ୍ୟୁ ଘଟଣା ଅଞ୍ଚଳରେ ଚାଞ୍ଚଲ୍ଯ ଖେଳାଇ ଦେଇଛି l ବୁଗୁଡ଼ା ଥାନା ପାଙ୍ଗିଡ଼ି ପଞ୍ଚାୟତ ଅନ୍ତର୍ଗତ ବେଲପଡା ଗ୍ରାମ ନିକଟସ୍ଥ ଏକ ଧାନ କିଆରିରେ ଗୋଟିଏ ଛୁଆ ହାତୀ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା l ବନ୍ୟ ଜନ୍ତୁ ଶିକାର

ମହାମହିମ ରାଷ୍ଟ୍ରପତିଙ୍କୁ ଅଶାଳୀନ ମନ୍ତବ୍ୟ ବିଜେପିର ତୀବ୍ର ବିରୋଧ।

ବ୍ରହ୍ମପୁର : ମହାମହିମ ରାଷ୍ଟ୍ରପତିଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଥିବା ପଶ୍ଚିମବଙ୍ଗର ଟିଏମ୍‌ସି ମନ୍ତ୍ରୀ ଅଖିଳ ଗିରି ଓ ମମତା ବାନାର୍ଜୀଙ୍କୁ ବିରୋଧ କରି ଗୋଷାଣିନୂଆଗାଁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଦୁଇ ଜଣଙ୍କ କୁଶପୁତୋଳିକା ଦାହ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

୫୩ତମ ଆନ୍ତଃ ମହାବିଦ୍ୟାଳୟ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ବୁଗୁଡ଼ା : ତା ୧୩/୧୧/୨୨ : ସ୍ଥାନୀୟ ପିପୁଲ୍ସ କଲେଜ କ୍ରୀଡା ପ୍ରାଙ୍ଗଣରେ ୫୩ତମ ଆନ୍ତଃ ମହାବିଦ୍ୟାଳୟ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ ଦ୍ବିଦିବସୀୟ ଟୁର୍ଣ୍ଣାମେଣ୍ଟକୁ ପିପୁଲ୍ସ କଲେଜ

କଂଗ୍ରେସର ଭାରତ ଯୋଡ଼ ଯାତ୍ରା ନେଇ ସାମ୍ବାଦିକ ସମ୍ମିଳନୀ

ଦାରିଙ୍ଗବାଡ଼ି,୧୩/୧୧ : ଦାରିଙ୍ଗବାଡ଼ି ପଥପ୍ରାନ୍ତ ସେବାକେନ୍ଦ୍ର ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ ଯାତ୍ରା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଯାଇଛି । ଏହି ସମ୍ମିଳନୀରେ ବରିଷ୍ଠ କଂଗ୍ରେସ କର୍ମୀ ପ୍ରତାପ ପ୍ରଧାନ ଅଧକ୍ଷତା କରିଥିଲେ । ଆଗାମୀ ୨୦ ତାରିଖରୁ ଜିଲ୍ଲାର