ବିଶ୍ଵ ମଧୁମେହ ଦିବସରେ ସଚେତନl ଓ ସ୍ଵାସ୍ଥ୍ୟ ଶିବିର…

ବ୍ରହ୍ମପୁର :.ପ୍ରାତଃ ହରିହର ନଗର ପ୍ରଥମ ସାରଣୀ ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ବିଶ୍ଵ ମଧୁମେହ ଦିବସ ଅବସରରେ ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ପ୍ରାକୃତିକ ଉପାୟରେ ମଧୁମେହ ନିରାକରଣ ପାଇଁ ଆଧୁନିକ ଜୀବନ ଶୈଳୀ ତ୍ୟାଗ,ମିଠା, ମୂଳରେ ଫଳୁଥିବା

ପୋଲିସ ଗୁଳି ରେ ପ୍ରାଣ ହରାଇଲେ ୨ ନିରୀହ ଆଦିବାସୀ : ରୂପ ଦିଆଗଲା ମାଓବାଦୀ ଦମନ..!

ଏସ୍.ଓ.ଜି. ଓ ବି.ଏସ୍.ଏଫ୍. ଙ୍କ ମାଓ ଅପରେସନ ନାଆଁରେ ଦମନ ଲୀଳାକୁ ବିରୋଧ କରି NH-୩୨୬ ରାସ୍ତା ରୋକ୍ ମାଲକାନଗିରି: କଥାରେ ଅଛି,"ପେଟ ପୋଷ ନାହିଁ ଦୋଷ" । ତା'ମାନେ ଆଦୌ ଏକଥା ଉପରେ ଜୋର୍ ଦିଆଯାଉନାହିଁ ଯେ କୌଣସି ଅସାମାଜିକ କାର୍ଯ୍ୟରେ ଲିପ୍ତ ରହି ଉପାର୍ଜନ କରିବା କିମ୍ବା ପରିବାର

ନୀଳଗିରି ଡାକ୍ତରଖାନାରେ ବ୍ଲଡ଼ ପ୍ରେସର ଓ ଅକ୍ସିଜେନ ମାପୁଛନ୍ତି ସୁରକ୍ଷାକର୍ମୀ

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ହସ୍ପିଟାଲକୁ ନେଇ ବିବାଦ ଥମୁନି।ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ନେଇ ବାରମ୍ବାର ଅଭିଯୋଗ ପରେ ବି ସ୍ଥିତି ସୁଧାରିବା ନା ଗନ୍ଧ ନାହିଁ। ପୂର୍ବରୁ ସୁରକ୍ଷାକର୍ମୀ ନିଜ କାମ କରିବା ପରିବର୍ତ୍ତେ ଶ୍ରମିକ ଭାବେ ରଙ୍ଗ ମାରୁଥିବାର ଦୃଶ୍ୟ

କୋଣାର୍କ ମନ୍ଦିର ପ୍ରବେଶ ଟିକେଟ୍‌ ନପାଇ ତାତିଲେ ପର୍ଯ୍ୟଟକ

କୋଣାର୍କ: ଆଗକୁ ପିକନିକ ଋତୁ ଆସୁଥିବା ହେତୁ ଏବେଠୁଁ କୋଣାର୍କରେ ହଜାର ହଜାର ପର୍ଯ୍ୟଟକ ଭିଡ଼ ଦେଖିବାକୁ ମିଳିଛି । ପ୍ରତିଦିନ ପରି ମାତ୍ର ୨ହଜାର ଟିକେଟ ରହୁ ଥିବାରୁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଟିକେଟ ମିଳୁନାହିଁ। ଫଳରେ ହଜାର ହଜାର ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ଦେଖିବାରୁ

ଅର୍ଚ୍ଚନା ନାଗ ମାମଲା: ଏସ୍‌ଆଇଟିର ବୈଠକ, ୨ ଦିନରେ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କଲା ଇଡି

କଟକ, ୧୩/୧୧: ମାତ୍ର ଦୁଇ ଦିନର ତଦନ୍ତରୁ ଧରାପଡ଼ିଲାଣି ୧୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତି । ଏହିଭଳି କଳା ସମ୍ରାଜ୍ୟର ମାଲିକାଣୀ ସାଜିଥିଲେ ଅର୍ଚ୍ଚନା ନାଗ । ଖୋଳତାଡ଼ ଜାରି ରହିଛି । ଆଗକୁ ଆହୁରି ଅଧିକ ବେଆଇନ ସମ୍ପତ୍ତି ମିଳିବାର ସମ୍ଭାବନା ଅଛି ବୋଲି ଆଜି ନୂଆଦିଲ୍ଲୀରେ ବସିଥିବା

ସ୍ୱାଭିମାନ ଅଞ୍ଚଳରେ ଶିଶୁ ମୃତୁହାର ନିରାକରଣ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ

ଚିତ୍ରକୋଣ୍ଡା : ସାମ୍ପ୍ରତିକ ସମାଜରେ ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡ଼ିଶାରେ ଶିଶୁ ମୃତୁହାରର ଏକ ପ୍ରମୁଖ କାରଣ ହେଉଛି ନିମୋନିଆ ଯାହାକି ମାଲକାନଗିରି ଜିଲାରେ ଅଧିକାଂଶ ଦେଖିବାକୁ ମିଳୁଛି l ଦିନଥିଲା ମାଲକାନଗିରି ଜିଲାରୁ ମେଲେରିଆ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ଲହୁ ଲୁହାଣ ହୋଇପଡିଥିଲା

ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଘଟଣା, ବିଜେପି ଆଦିବାସୀ ମୋର୍ଚ୍ଚା ପକ୍ଷରୁ ପାଟଣା…

ପାଟଣା, ୧୩/୧୧: ମହାମହିମ ରାଷ୍ଟ୍ରପତିଙ୍କ ବିରୋଧରେ ପଶ୍ଚିମବଙ୍ଗର ନନ୍ଦୀ ଗ୍ରାମରେ ଟିଏମ୍‌ସି ମନ୍ତ୍ରୀ ଅଖିଳ ଗିରିଙ୍କ ହୀନ ମନ୍ତବ୍ୟ ପ୍ରତିବାଦରେ କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ବିଜେପି ଆଦିବାସୀ ମୋର୍ଚ୍ଚା ପକ୍ଷରୁ ଏତଲା ଦିଆଯାଇଛି। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସିଥିବା

ରାଷ୍ଟ୍ରପତିଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ: ସଂପୃକ୍ତ ମନ୍ତ୍ରୀଙ୍କ ଗିରଫ ଦାବି କଲା ଜଗତ୍‌ସିଂହପୁର ବିଜେପି ମହିଳା…

ଜଗତସିଂହପୁର, ୧୩/୧୧: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ପଶ୍ଚିମବଙ୍ଗର ମନ୍ତ୍ରୀ ଅଖିଳ ଗିରୀ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ବିଜେପି ପକ୍ଷରୁ କଡା ସମାଲୋଚନା କରାଯାଇଛି । ଏହାକୁ ନେଇ ଆଜି ଜଗତସିଂହପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସମ୍ପୃକ୍ତ

ବ୍ରହ୍ମକୁମାରୀ ପକ୍ଷରୁ ଗୋଲ୍ଡେନ୍‌ ଜୁବ୍‌ଲି ପାଳନ, ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ, ୧୩/୧୧: ଅନୁଗୋଳ ସଭାଘର ଠାରେ ବ୍ରହ୍ମକୁମାରୀ ପକ୍ଷରୁ ଗୋଲ୍ଡେନ ଜୁବଲି ପାଳନ ହେଉଛି । ଏଥିରେ ୧୦ଟି ଜିଲ୍ଲାର ପାଖାପାଖି ୨ହଜାର ସଦସ୍ୟ ଯୋଗଦାନ ଦେଇଛନ୍ତି । ଶାନ୍ତି ଅନୁଭୂତି ଧାମ ବ୍ରହ୍ମ କୁମାରୀ ଅନୁଗୋଳ ପକ୍ଷରୁ ଆୟୋଜନ ହୋଇଛି। ଏହି ସଭାରେ ରାଜ ଯୋଗିନୀ ଭି.କେ କମଲେସ ଯୋଗ