ଅରବିନ୍ଦ ନଗର ଅଙ୍ଗନୱାଡି କେନ୍ଦ୍ର ଫୁଲବାଣୀ ଠାରେ ଶିଶୁ ଦିବସ ପାଳିତ

ଫୁଲବାଣୀ : ଅରବିନ୍ଦ ନଗର ଅଙ୍ଗନୱାଡି କେନ୍ଦ୍ର ଫୁଲବାଣୀ ଠାରେ ଶିଶୁ ଦିବସ ଅନୁଷ୍ଟିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆଇନଜିବୀ ତଥା ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ସତ୍ୟ ନାରାୟଣ ବେହେରା ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଙ୍ଗନୱାଡି ସୁପରଭାଇଜର ମୌସୁମୀ

ASO ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ, ୨୦୧୬ ପଲିସି ଅନୁଯାୟୀ ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ

କଟକ:ASO ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ । ୨୦୧୬ ପଲିସି ଅନୁଯାୟୀ ରେଜଲ୍ଟ ପ୍ରକାଶ କରିବାକୁ ଓପିଏସ୍‌ସିକୁ ନିର୍ଦ୍ଦେଶ ଦେଇଛନ୍ତି । ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ହୋଇଥିବା ନେଇ ରୁଜୁ ହୋଇଥିଲା ମାମଲା । ଚୟନ ପ୍ରକ୍ରିୟାରୁ ବଞ୍ଚିତ ଆଶାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ରୁଜୁ

ପାଓ କନ୍ଧମାଳର ସମସ୍ତ ସଦସ୍ୟଙ୍କୁ କ୍ୟାମେରା ତାଲିମ ଦିଆଯିବାକୁ ନିଷ୍ପତି

ଫୁଲବାଣୀ : ଫୋଟ ଏକ୍ସପୋ ୨୦୨୨ ଫଟୋଗ୍ରାଫି ଓଡିଶା ଆସୋସିଏସନ (ପାଓ) ଦ୍ୱାରା ଭୁବନେଶ୍ୱର ସୋଆ ୟୁନିଭେରସିଟି ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପାଓ ଦ୍ୱାରା ବରିଷ୍ଠ ଫୋଟ ଗ୍ରାଫର ଶ୍ରୀଯୁକ୍ତ ଶଶିଭୂଷଣ ଜେନା ଙ୍କୁ ଉଦଯାପନୀରେ ଲାଇଫ ଟାଇମ ଆଚିଭମେଣ୍ଟରେ ସମ୍ମାନିତ କରା ଯାଇଥିଲା

ଶ୍ରୀମାଧବଙ୍କ ପୀଠରୁ ଶ୍ରୀକ୍ଷେତ୍ର ଯିବ ପୋଢୁଆଁ ଭାର

ଭୁବନେଶ୍ୱର ୧୪।୧୦ : ନଭେମ୍ବର ୧୬ ତାରିଖ ୨୦୨୨ ମାନେ ଆସନ୍ତା ବୁଧବାର ମାର୍ଗଶୀର ଅଷ୍ଟମୀ ତିଥିରେ କାଳିଆର ପୋଢୁଆଁ । ଏନେଇ ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ଶ୍ରୀମାଧବଙ୍କ ପୀଠରୁ ପୋଢୁଆଁ ଭାର ଶ୍ରୀକ୍ଷେତ୍ର ପଠାଯିବ । ରତ୍ନସିଂହାସନସ୍ଥ ମହାପ୍ରଭୁ

ଚୂମନଙ୍କ ପରିବାରକୁ ସାହା ହେଲା ପ୍ରଶାସନ

ବଲାଙ୍ଗୀର ୧୪/୧୧: ପେପର ବୟ ଚୁମନ ରାଓଙ୍କ ପରିବାରକୁ ଫେରିବ ଖିୁସି । ସତରେ ବଡ ହୋଇ ଡାକ୍ତର ହେବ ଚୂମନ । ଏକଥା ଆମେ କହୁନି ବରଂ ଜିଲ୍ଲା ପ୍ରଶାସନର ସହଯୋଗରେ ଏପରି କିଛି ହେବାକୁ ଯାଉଛି ଚୂମନ କ୍ଷେତ୍ରରେ । ଅସହାୟ ପରିବାରକୁ ସାହା ହୋଇଛି ଜିଲ୍ଲା ପ୍ରଶାସନ । ଗଣମାଧ୍ୟମରେ ଚୂମନ ବିଷୟରେ

ରାଉରକେଲା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଗିରଫ, ଗୁଳି ଓ ବନ୍ଧୁକ ଜବତ

ରାଉରକେଲା:ରାଉରକେଲା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଗିରଫ । ଗୁଳି ଓ ବନ୍ଧୁକ ଜବତ । ଅଭିଯୁକ୍ତ ଅଜିତ୍‌ ଓରାମଙ୍କୁ ଗିରଫ କରିଛି ପୋଲିସ୍‌ । ଆଜି ସକାଳେ ଜଲଦା ଫାଣ୍ଡି ଏରିଆରେ ଅଜିତ୍‌ ଲୁଚିଥିବା ଖବର ପାଇବା ପରେ ଚଢାଉ କରିଥିଲା ପୋଲିସ୍‌ । ପୋଲିସ ସହ ଗୁଳି ବିନିମୟ ବେଳେ ଅଜିତ୍‌ର ଗୋଡରେ

ଶୌଚାଳୟରେ ନବ ବିବାହିତାଙ୍କୁ ଅସଦାଚରଣ ଅଭିଯୋଗ, ବଙ୍ଗାଳୀ ଯୁବକଙ୍କୁ ନିସ୍ତୁକ ମାଡ…

ବ୍ରହ୍ମପୁର ୧୪/୧୧: ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ସିଙ୍ଗି ବନ୍ଧ ନିକଟସ୍ଥ ଶୌଚାଳୟରେ ନବ ବିବାହିତାଙ୍କୁ ଅସଦାଚରଣ ଅଭିଯୋଗ । ଅସଦାଚରଣ ବେଳେ ଆକ୍ରମଣ କରିଥିବା ଜଣେ ବଙ୍ଗାଳୀ ଯୁବକଙ୍କୁ ନିସ୍ତୁକ ମାଡ ମାରିଛନ୍ତି ସ୍ଥାନୀୟ ଲୋକେ । ପରବର୍ତ୍ତୀ ସମୟରେ ସେହି ଯୁବକଙ୍କୁ ଲୋକମାନେ ପୋଲିସରେ

ପଦ୍ମପୁର ଉପନିର୍ବାଚନ ନେଇ ସୋମବାର ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର ୧୪।୧୧ : ସୋମବାର ବସିବ ସର୍ବଦଳୀୟ ବୈଠକ । ପଦ୍ମପୁର ଉପ-ନିର୍ବାଚନ ନେଇ ସୋମବାର ବସିବ ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ସୁରୁଖୁରୁରେ ଉପନିର୍ବାଚନ ନେଇ ବୈଠକରେ ହେବ ଆଲୋଚନା । ସୂଚନାଯୋଗ୍ୟ ଯେ, ଡିସେମ୍ବର ୫ରେ ହେବାକୁ

ମିଥ୍ୟା ଏନ୍‌କାଉଣ୍ଟର ଘଟଣା, ୨୪ ଆନ୍ଦୋଳନାକାରୀଙ୍କୁ ଗିରଫ କଲା ପୋଲିସ

ମାଲକାନଗିରି ୧୪।୧୧ : କୋରାପୁଟ ଜିଲ୍ଲା ମାଳିପଦର ମିଥ୍ୟା ଏନ୍‌କାଉଣ୍ଟର ଘଟଣା । ୨୪ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କଲା ମାଲକାନଗିରି ପୋଲିସ । ସହାୟତା ଦାବିରେ ଆନ୍ଦୋଳନ କରୁଥିବା ଗାଁବାସୀଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଖବର ଅନୁଯାୟୀ, ରବିବାର ୩୨୬ ନମ୍ବର ଜାତୀୟ ରାଜପଥ

କଟୁରୀ ଚୋଟରେ ଯୁବକ ଗୁରୁତର

ଭୁବନ ୧୪/୧୧: ରବିବାର ବିଳମ୍ବିତ ରାତିରେ ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା କୈବର୍ତ୍ତ ସାହିରେ ହୋଇଛି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । କଟୁରୀ ଚୋଟରେ କୈବର୍ତ୍ତ ସାହିର ମୋହନ ବେହେରାଙ୍କ ପୁଅ ଚତୁର୍ଭୁଜ ବେହେରା ଗୁରୁତର ହୋଇଛନ୍ତି । ତାଙ୍କର ଡାହାଣ ଜଙ୍ଘ ପାଖରୁ ଗୋଡ ପର୍ଯ୍ୟନ୍ତ