ପ୍ରଥମାଷ୍ଟମୀ: ପୋଢ଼ୁଆଁ ହେବେ ବଡ଼ ଠାକୁର, ମହାପ୍ରଭୁଙ୍କ ପାଇଁ ମାମୁଁ ଘରୁ ଭାର

ନିଆଳି୧୫/୧୧: ବୁଧବାର ମାର୍ଗଶୀର ଅଷ୍ଟମୀ ତିଥିରେ । ଅର୍ଥାତ୍ ପ୍ରଥମାଷ୍ଟମୀ । ପୋଢ଼ୁଆଁ ହେବେ ବଡ଼ ଠାକୁର । ମହାପ୍ରଭୁଙ୍କ ପାଇଁ ମାମୁଁ ଘରୁ ଗଲା ଶ୍ରୀମନ୍ଦିର ଅଭିମୁଖେ ଯାଇଛି ପୋଢୁଆଁ ଭାର । ମାମୁଁଘର ନିଆଳି ମାଧବାନନ୍ଦ ଜିଉ ପୀଠରୁ ଏହି ପୋଢୁଆଁ ଭାର ଯାଇଛି । ରତ୍ନସିଂହାସନସ୍ଥ

୨କୋଟି ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ବାଲିଗୁଡା ପୋଲିସ

ବାଲିଗୁଡ଼ା ୧୫।୧୧ : ୨କୋଟି ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ବାଲିଗୁଡା ପୋଲିସ । କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ l ବାଲିଗୁଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଚାଷ ନଷ୍ଟ

ଆନ୍ଦୋଳନକାରୀଙ୍କୁ ବାର୍‌ ଆସୋସିଏସନର ନୋଟିସ୍, ଆନ୍ଦୋଳନରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗ ଦିଅନ୍ତୁ

କଟକ ୧୫।୧୧ : ଆନ୍ଦୋଳନ ଚଳାଇଥିବା ୫ ବାର୍ ଆସୋସିଏସନ ଆନ୍ଦୋଳନରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଷ୍ଟେଟ ବାର କାଉନସିଲ୍ ର ନିର୍ଦ୍ଦେଶ। ନଚେତ ଆନ୍ଦୋଳନରେ ସାମିଲ ଥିବା ଆଇନଜୀବୀଙ୍କ ଲାଇସେନ୍ସ ବାତିଲ ହେବ ବୋଲି ଚିଠିରେ କୁହାଯାଇଛି । ବାର କାଉନସିଲ ଅଫ ଇଣ୍ଡିଆର ନିଷ୍ପତ୍ତି କ୍ରମେ

ଓଡ଼ିଆ RAW ଅଫିସରଙ୍କ ସୁଇସାଇଡ୍, ୧୦ ମହଲା ଉପରୁ ଡେଇଁପଡିଲେ

ନୂଆଦିଲ୍ଲୀ ୧୫।୧୧: ଓଡ଼ିଆ RAW ଅଫିସରଙ୍କ ଆତ୍ମହତ୍ୟା ଅଭିଯୋଗ। ଦିଲ୍ଲୀ ଲୋଦି କଲୋନୀ ସ୍ଥିତ ମୁଖ୍ୟାଳୟର ୧୦ମହଲାରୁ ଡେଇଁ ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ଜଣେ ଓଡିଆ ଅଫିସର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏବେ ଯାଏଁ ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ରାଜ୍ୟର ୧୪ ସହରରେ ତାପମାତ୍ରା ୧୫ ଡିଗ୍ରୀ, ଜି ଉଦୟଗିରିରେ ୯. ୬ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର ୧୫।୧୧ : ଖସୁଛି ପାରଦ, ବଢୁଛି ଶୀତ । ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ରାଜ୍ୟର ୧୪ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି ଉଦୟଗିରିରେ ରେକର୍ଡ ହୋଇଛି । ଜି ଉଦୟଗିରିରେ ୯. ୬ ଡିଗ୍ରୀ ତାପମାତ୍ରା

ବନ୍ଧୁକ ଦେଖାଇ ୧୪ ଲକ୍ଷ ଟଙ୍କା ଲୁଟିନେଲେ ୨ ଦୁର୍ବୃତ୍ତ

ରାଉରକେଲା ୧୪/୧୧: ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଗଲାବେଳେ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ନାଲି ପଲସର୍‌ପରେ ଆସି ବନ୍ଧୁକ ମୁନରେ ନେଇଗଲେ ୧୪ ଲକ୍ଷ ୯୩ ହଜାର ୪୦୦ ଟଙ୍କା। ରାଉରକେଲା ମହାନଗର ନିଗମ ପାଖ ରିଂ ରୋଡରେ ଏପରି ଘଟଣା ହୋଇଛି। ଖବର ଅନୁସାରେ, ସେଠାକାର

ବ୍ୟବସାୟୀଙ୍କୁ ହଇରାଣ ଏବଂ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପରେ କ୍ଷମା ମାଗିଲେ ଉପଜିଲ୍ଲାପାଳ

ଯାଜପୁର: ଯାଜପୁର କିଆନାଳୀ ଆରଏମସି ପରିବା ମାର୍କେଟ ଉଚ୍ଛେଦକୁ ନେଇ ଉତ୍ତେଜନା। ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ଆସିଥିବା ବେଳେ ଏହାକୁ ପରିବା ବ୍ୟବସାୟୀ ବିରୋଧ କରିବାରୁ ଉତ୍ତେଜନା ଦେଖାଦେଇଥିଲା। ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ କରିବାକୁ ଦାବି କରିଥିଲେ ପରିବା

ଶ୍ରଦ୍ଧା ଓ୍ବାକର ମର୍ଡର ମାମଲା, ଦିଲ୍ଲୀ ପୋଲିସର କ୍ରାଇମ୍ ସିନ୍ ରିକ୍ରିଏଟ୍, ମେହରୁଲି ଜଙ୍ଗଲରେ ଛାନବିନ୍

ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ମର୍ଡର ମାମଲାରେ କ୍ରାଇମ୍ ସିନ୍ ରିକ୍ରିଏଟ୍ । ଅଭିଯୁକ୍ତ ଆଫତାବ୍ ଅମିନ ପୁନାଓ୍ବାଲାକୁ ମେହରୁଲି ଜଙ୍ଗଲକୁ ନେଇ ପୋଲିସ ଛାନବିନ୍ କରିବା ସହିତ ହତ୍ୟାର କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛି । ଅଭିଯୁକ୍ତ ପ୍ରେମିକ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ

ଗୁଜରାଟ ବିଧାନସଭା ନିର୍ବାଚନ; ଝଗଡ଼ିଆ ଆସନରୁ ପିତା-ପୁତ୍ର ଲଢେଇ

ଗାନ୍ଧିନଗର: ଗୁଜରାଟ ବିଧାନସଭା ନିର୍ବାଚନରେ ପିତା-ପୁତ୍ର ଲଢେଇ । ଝଗଡ଼ିଆ ବିଧାନସଭା ଆସନରେ ବାପା-ପୁଅ ମଧ୍ୟରେ ହେବ ଟକ୍କର । ଭାରତୀୟ ଟ୍ରାଇବାଲ୍ ପାର୍ଟି (ବିଟିବି)ର ସଂସ୍ଥାପକ ଛୋଟୁ ଭସାଭା ସୋମବାର ନିଜ ପୁଅ ମହେଶ ଭସାଭାଙ୍କ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ

୨୦୨୩ ଚୀନ୍‌କୁ ଟପିବ ଭାରତ, ୮୦୦ କୋଟି ଟପିବ ବିଶ୍ୱ ଜନସଂଖ୍ୟା

ନୂଆଦିଲ୍ଲୀ,୧୫/୧୧: ବିଶ୍ୱରେ ଲଗାତାର ଭାବେ ବଢ଼ି ଚାଲିଛି ଜନସଂଖ୍ୟା । ଜନସଂଖ୍ୟା ବିସ୍ଫୋରଣ ଏକ ବଡ଼ ସମସ୍ୟା ଭାବେ ଉଭା ହେବାରେ ଲାଗିଛି । ଏଭଳି ସ୍ଥିତିରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ବିଶ୍ୱ ଜନସଂଖ୍ୟା ୮୦୦ କୋଟିକୁ ଟପିଯିବ । ଜାତିସଂଘ ଏହି ସୂଚନା ଦେଇଛି । ଜାତିସଂଘ