Sign in
Sign in
Recover your password.
A password will be e-mailed to you.
ଦାରିଙ୍ଗବାଡ଼ି ବି.ଆର୍.ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିଶୁଦିବସ ପାଳନ
ଦାରିଙ୍ଗବାଡ଼ି,୧୪/୧୧ : ଭାଷା ଓ ସଂସ୍କୃତି ସୁରକ୍ଷା ପ୍ରତିଷ୍ଠାନ ଆୟୋଜନରେ ଦାରିଙ୍ଗବାଡ଼ି ବି.ଆର୍.ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ଗଦାଧର ପାତ୍ର, ମୁଖ୍ୟ ବକ୍ତା ଭାବେ ଆର୍.ଆମ୍ବେଦକର ଜାତୀୟ!-->…
ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧର ଡ଼ଃ ଆମ୍ବେଦକାର ଛକରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ବର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ଙ୍କ ୧୩୪ ତମ ଜୟନ୍ତୀ ପାଳିତ ହୋଇଯାଇଛି l ପରମ୍ପରିକ ରୀତିରେ ପ୍ରାର୍ଥନା ଓ ପୂଜା ପାଠ ସାରିଲା ପରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ କୈଳାସ!-->!-->!-->…
ଦାରିଙ୍ଗବାଡ଼ି ଚାରିଛକରେ ବିଶ୍ରାମଗାର,ପରିଶ୍ରାଗାର ଓ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ଦାବୀ
ଦାରିଙ୍ଗବାଡ଼ି,୧୪/୧୧, ଦାରିଙ୍ଗବାଡ଼ି ଚାରିଛକରେ ବିଶ୍ରାମଗାର, ପରିଶ୍ରାଗାର ଓ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ କିଛି ବର୍ଷ ହେଲା ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ କରିଆସୁଛନ୍ତି । ହେଲେ ଆଯଯାଏ ପ୍ରଶାସନ କରାହେବ କହୁଥିଲେ ମଧ୍ୟ ବର୍ଷବର୍ଷ ଧରି ବିତିଯାଉଥିଲେ ମଧ୍ୟ ଅଞ୍ଚଳ ବାସୀଙ୍କ ଏହି!-->…
ଆର୍. କେ. ଡାଇବେଟିସ ରେ ବିଶ୍ଵ ମଧୁମେୟ ଦିବସ ପାଳିତ !
ବ୍ରହ୍ମପୁର : ଆଜି କୋର୍ଟପେଟା ସ୍ଥିତ ଆର୍. କେ. ଡାଇବେଟିସ ଆଣ୍ଡ ଏଣ୍ଡୋକ୍ରାଇନ ସେଣ୍ଟରରେ ବିଶ୍ଵ ମଧୁମେୟ ଦିବସ ପାଳିତ ହୋଇଯାଇଛି! ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ କଲେଜ ଏଣ୍ଡୋକ୍ରାଇନ ବିଭାଗର ସହଯୋଗୀ ଅଧ୍ୟାପକ ଡଃ ପି ରବି କୁମାର ମୁଖ୍ୟ ବକ୍ତା ଭାବେ ଉଦବୋଧନ!-->…
ଆସନ୍ତା ୫ ତାରିଖରେ ସକାଳ ୭ ଟାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ହେବ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ
ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଅବଧି ହ୍ରାସ ପାଇଛି। ଆସନ୍ତା ୫ ତାରିଖରେ ସକାଳ ୭ ଟାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଭୋଟଦାନ କରାଯିବ। ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଶୀତ ଦିନ ଏବଂ ମାଓବାଦୀ ଅଞ୍ଚଳ ହୋଇଥିବାରୁ ଭୋଟିଂ ସମୟ ହ୍ରାସ!-->…
ପାରା ବନ କର୍ମଚାରୀଙ୍କ କଳାବ୍ୟାଜ ପରିଧାନ
ବ୍ରହ୍ମପୁର : ସ୍ଥାୟୀ ନିଯୁକ୍ତି ଦାବିରେ ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ସମସ୍ତ ପାରା ବନ କର୍ମଚାରୀମାନେ କଳା ବ୍ୟାଜ ପରିଧାନ କରିଛନ୍ତି । ଦୀର୍ଘ ବର୍ଷ ହେଲା ରାଜ୍ୟ ସରକାରଙ୍କ ବନ ବିଭାଗ ଅଧିନରେ ପାରା କର୍ମଚାରୀ ଭାବେ ଦିନ ରାତି ସବୁ ସମୟରେ ଜଙ୍ଗଳ ଓ ଜୀବଜନ୍ତୁଙ୍କ ସୁରକ୍ଷାରେ ନିଜକୁ!-->…
ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ପାଳିତ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମହା ଆଡ଼ମ୍ବର ସହକାରେ ସୋମବାର ଶିଶୁ ଦିବସ ପାଳିତ ହୋଇଯାଇଅଛି । ପବିତ୍ର ଶିଶୁ ଦିବସ ଅବସରରେ ଶିକ୍ଷାର୍ଥୀ ମାନେ ପ୍ରାତଃହରୁ ସ୍ନାନ ସାରି ବିଦ୍ୟାଳୟରେ ପହଞ୍ଚି ଭାରତର ପ୍ରଥମ!-->…
ବୁଗୁଡା ଜଳସେଚନ କାର୍ଯ୍ୟାଳୟରେ ନୂତନ ସହକାରୀ ନିର୍ବାହୀ ଯନ୍ତ୍ରୀ
ବୁଗୁଡା : ବୁଗୁଡା ଜଳସେଚନ କାର୍ଯ୍ୟାଳୟରେ ନୂତନ ସହକାରୀ ନିର୍ବାହୀ ଯନ୍ତ୍ରୀ ରୂପେ କୃଷ୍ଣଚନ୍ଦ୍ର ପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଗଂଜାମ ଇନ୍ଭେଷ୍ଟିମେଣ୍ଟ ଡିଭିଜନ ବ୍ରହ୍ମପୁରରେ କାର୍ଯ୍ୟରତ ଥିଲେ । ତା'ପରେ ତାଙ୍କର ବାଘୁଆ ଜଳସେଚନ ପ୍ରକଳ୍ପ ତଥା ବୁଗୁଡା ଜଳସେଚନ!-->…
ଓମ୍ ନଗର ଅଞ୍ଚଳରେ ଯୁବତୀଙ୍କ ଆତ୍ମହତ୍ୟା
ବ୍ରହ୍ମପୁର, ୧୪/୧୧: ବଡ ବଜାର ଥାନା ଅନ୍ତର୍ଗତ ଓମ୍ ନଗର ଅଞ୍ଚଳରେ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଗତ ତିନି ଦିନ ପୂର୍ବେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ବେଳେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜରୁଛି ।
ମାଜିଷ୍ଟ୍ରେଟ୍ଙ୍କ!-->!-->!-->…
୫୩ତମ ଆନ୍ତଃ ମହାବିଦ୍ୟାଳୟ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବୁଗୁଡ଼ା : ତା ୧୪/୧୧/୨୨ : ସ୍ଥାନୀୟ ପିପୁଲ୍ସ କଲେଜର କ୍ରୀଡା ପ୍ରାଙ୍ଗଣରେ ଆୟୋଜିତ ୫୩ତମ ଆନ୍ତଃ ମହାବିଦ୍ୟାଳୟ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ରାମ ନାରାୟଣ ଡିଗ୍ରୀ କଲେଜ ଡୁରା ଦଳ ସିଟି କଲେଜ ବ୍ରହ୍ମପୁର ଦଳକୁ ୫୦-୧୫!-->…