ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କଲା ପଦ୍ମପୁର ଲ୍ୟାମ୍ପ୍‌ସ

ପଦ୍ମପୁର : ୬୯ତମ ସମବାୟ ମହୋତ୍ସବରେ ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କଲା ପଦ୍ମପୁର ଲ୍ୟାମ୍ପ୍‌ସ। ଓଡ଼ିଶା ସରକାରଙ୍କ ତରଫରୁ ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ୬୯ତମ ନିଖିଳ ଭାରତ ସମବୟ ସପ୍ତାହ ପାଳନ ଅବସରରେ ରାୟଗଡା ଜିଲ୍ଲାର ପଦ୍ମପୁର ଲ୍ୟାମ୍ପ୍‌ସ ରାଜ୍ୟ ସ୍ତରରେ ଦ୍ୱତୀୟ ସ୍ଥାନ

ଖୁବ୍‌ଶୀଘ୍ର ନିଷ୍ପତ୍ତି: ସ୍କୁଲରେ ମିଳିବ ଜେଇଇ, ନିଟ୍‌ କୋଚିଂ

ଭୁବନେଶ୍ୱର: ଡାକ୍ତର ଓ ଇଂଜିନିୟର ପାଠ ପଢିବାରେ ଆଉ ଅର୍ଥ ସାଜିବନି ବାଧକ । ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ହେବ ସାକାର । ଏକାଦଶ ଓ ଦ୍ୱାଦଶ ଶ୍ରେଣୀରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମାଗଣାରେ ଦିଆଯିବ ଜେଇଇ ଓ ନିଟ୍ ପାଇଁ କୋଚିଂ । ହାଇସ୍କୁଲ କ୍ୟାମ୍ପସକୁ ଜୁନିଅର

ମହଙ୍ଗା ପଡ଼ିଲା ଅଙ୍ଗନୱାଡି ଚାକିରି ଲୋଭ, ବନ୍ଧା ହେଲେ ଦମ୍ପତି

କାମାକ୍ଷାନଗର: ମହଙ୍ଗା ପଡ଼ିଲା ଅଙ୍ଗନୱାଡି ଚାକିରି ହାତେଇବା ଲୋଭ । ଜାଲ ସାର୍ଟିଫିକେଟ ଦେଇ ଚାକିରି ପାଇବା ପାଇଁ ଚଳାଇଥିବା ସବୁ କସରତ ପାଣି ଫୋଟକା ପରି ମିଳାଇଗଲା। ସତ ଧରା ପଡ଼ିବା ପରେ ଅଙ୍ଗନୱାଡି ଚାକିରି ପାଇଁ ଆବେଦନ କରିଥିବା ମହିଳାଙ୍କ ସମେତ ତାଙ୍କ ସ୍ୱାମୀ ବି

କୋଭିଡ ପରେ ନୂଆ ବିଶ୍ବ ଗଠନ ଦାୟିତ୍ବ ଆମର: ଜି୨୦ ବୈଠକରେ ମୋଦୀ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଗସ୍ତରେ ଯାଇ ବ‌ାଲିରେ ଅନୁଷ୍ଠିତ ହୋଇଥିବା ଜି୨୦ ଶିଖର ବୈଠକରେ ମଙ୍ଗଳବାର ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ସେଠାରେ ନିଜର ଉଦ୍‌ବୋଧନ ଦେଇ ଜି-୨୦ର ନେତୃତ୍ବ ନେଇଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ନିଜର କୃତଜ୍ଞତା ଜ୍ଞାପନ

୨୦ରୁ ଗୋଆରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ଗୋଆ : ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ଅନୁଷ୍ଠିତ ହେବାକୁ ଯାଉଛି। ଏହି ବାର୍ଷିକ ଚଳଚ୍ଚିତ୍ର ମହୋତ୍ସବରେ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ। ଏଥିରେ କଳା, ଚଳଚ୍ଚିତ୍ର ଏବଂ ସଂସ୍କୃତିର

ସିଂହ ଭାଗ ସମ୍ପତ୍ତି ଦାନ କରିବେ ଆମାଜନ୍‌ ମୁଖ୍ୟ

ନୂଆଦିଲ୍ଲୀ : ବିଶ୍ବର ସର୍ବବୃହତ ଇ-କମର୍ସ ସଂସ୍ଥା ଆମାଜନ୍‌ର ମୁଖ୍ୟ ତଥା ବିଶ୍ବର ଅନ୍ୟତମ ବଡ଼ ଧନୀ ଜେଫ୍ ବେଜୋସ୍ ନିଜ ପାଖରେ ଥିବା ୧୨,୪୦୦ କୋଟି ଡଲାର ସମ୍ପତ୍ତିର ସିଂହ ଭାଗ ବନାଦ୍ୟ କାର୍ଯ୍ୟ ଲାଗି ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସିଏନ୍‌ଏନ୍ ସହ ଏକ ସାକ୍ଷାତକାରରେ ସେ ଏହା

ପିଲାମାନଙ୍କୁ ବଡ଼ ସ୍ୱପ୍ନ ଦେଖିବା ପାଇଁ ରାଷ୍ଟ୍ରପତିଙ୍କ ପରାମର୍ଶ

ନୂଆଦିଲ୍ଲୀ : ସୋମବାର ସକାଳେ ଶିଶୁ ଦିବସ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ରାଷ୍ଟ୍ରପତି ଭବନ କଲ୍‌ଚରାଲ୍ ସେଣ୍ଟରରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ପିଲାଦିନ ହେଉଛି ଜୀବନର ସବୁଠାରୁ ସୁନ୍ଦର ପର୍ଯ୍ୟାୟ। ଏହା ସେମାନଙ୍କ

ଖେରସନ ମୁକ୍ତ ହେବା ସହ ଯୁଦ୍ଧ ବନ୍ଦ ପ୍ରକ୍ରିୟା ଆରମ୍ଭ ହେଲା: ‌ଜେଲେନ୍‌ସ୍କି

ମସ୍କୋ : ରୁଷ୍‌ ୟୁକ୍ରେନର ଖେରସନରୁ ସେନା ପ୍ରତ୍ୟାହାର କରିବାପରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ସୋମବାର ଦିନ ଖେରସନ ଗସ୍ତ କରିଛନ୍ତି। ଜେଲେନସ୍କି କହିଛନ୍ତି, ଖେରସନରୁ ରୁଷ୍‌ ସୈନ୍ୟ ପ୍ରତ୍ୟାହାର କରିବା ସହ ଯୁଦ୍ଧ ଶେଷ ହେବା ପ୍ରକ୍ରିୟା ଆରମ୍ଭ ହୋଇଛି। ରୁଷ୍‌ ଖେରସନରୁ

ସ୍ମାର୍ଟ ସ୍କୁଲ୍ ବିଷୟରେ ନିର୍ବାଚିତ ପ୍ରତିନିଧିଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ

ଗଜପତି: ସ୍କୁଲରେ ନବ ନିର୍ବାଚିତ ସରପଞ୍ଚ, ସମିତି ସଭ୍ଯ, ଜିଲ୍ଲାପରିଷଦ ସାଜିଛନ୍ତି ଛାତ୍ରଛାତ୍ରୀ ଆଉ ଶିକ୍ଷକ ଭାବେ ପାଠ ପଢାଉଛନ୍ତି ଜିଲ୍ଲାର ଜିଲ୍ଲାପାଳ । ଶୁଣିବାକୁ ଟିକେ ଅଲଗା ଲାଗୁଥିଲେ ମଧ୍ୟ ଏପରି ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମାରେ । ଗଜପତି ଜିଲ୍ଲା

ବାଲେଶ୍ୱରରେ ହେବ ଐତିହ୍ୟ ସମ୍ପନ୍ନ ଷ୍ଟେସନ: ପ୍ରସ୍ତାବିତ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କଲେ ଦକ୍ଷିଣପୂର୍ବ ରେଳବାଇର…

ବାଲେଶ୍ୱର: ବାଲେଶ୍ୱର ଗସ୍ତରେ ଦକ୍ଷିଣପୂର୍ବ ରେଳବାଇର ଡିଆର୍‌ଏମ । ବାଲେଶ୍ୱରରେ ନିର୍ମାଣ ହେବାକୁ ଥିବା ଐତିହ୍ୟ ସମ୍ପନ୍ନ ଷ୍ଟେସନର ସ୍ଥିତି ଅନୁଧ୍ୟାନ କରିଛନ୍ତି । ମଡେଲ ଷ୍ଟେସନ ନିର୍ମାଣ ପାଇଁ ପୂର୍ବରୁ ଶିଳାନ୍ୟାସ ଶେଷ ହୋଇଥିବା ବେଳେ ପ୍ରସ୍ତାବିତ ଷ୍ଟେସନର ରୂପରେଖ ପୁନଃ ପରିବର୍ତ୍ତନ