Sign in
Sign in
Recover your password.
A password will be e-mailed to you.
କନ୍ଧମାଳ ଜିଲ୍ଲା ଅମଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ
ଫୁଲବାଣୀ :- କନ୍ଧମାଳ ଜିଲାର ଅମଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ଦଫା ଦାବୀପତ୍ର କନ୍ଧମାଳ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି l ଏଠାରେ ସୂଚନାଯୋଗ୍ୟ ଯେ୨୦୧୭ ମସିହାରେ ସରକାର ଜିଲ୍ଲା ସ୍ତରୀୟ କନିଷ୍ଠ ସହାୟକ ମାନଙ୍କର ପ୍ରବେଶିକା ଶିକ୍ଷ୍ୟାଗତ ଯୋଗ୍ୟତା ସ୍ନାତକଡିଗ୍ରୀ!-->…
ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ତରଫରୁ ସହଦ ବିର୍ସାମୁଣ୍ଡା ଜୟନ୍ତି ପାଳିତ
ଉମରକୋଟ : ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଉମରକୋଟ ସହରରେ ୧୪୭ ତମ ସହିଦ ବିର୍ସାମୁଣ୍ଡା ଜୟନ୍ତି ପାଳନ ପାଳିତ ହୋଇଯାଇଛି | ସୂଚନା ପ୍ରକାରେ ଆଜି ଅବିଭକ୍ତ କୋରାପୁଟର ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ତରଫରୁ ହଜାର ହଜାର ଦଳିତ, ଅବହେଳିତ ଆଦିବାସୀଙ୍କୁ ଆମନ୍ତ୍ରଣ କରି ଉମରକୋଟ ମାଁ!-->…
ଶିଶୁ ମନ୍ଦିରରେ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ
ବୁଗୁଡା : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନାଚାର୍ଯ୍ୟ ରବିନ୍ଦ୍ର କୁମାର ଦାଶଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଳଦେବଜୀଉ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ବିଭୂତି!-->…
କ୍ରୀଡାର ବିକାଶ ପାଇଁ ବୈଠକ ଅନୁଷ୍ଠିତ
ଫୁଲବାଣୀ : ୟୁଥ ୱାରୀୟର ଯୁବ ସଂଗଠନ ମାଧ୍ୟମରେ ଟିକାବାଲି ବସ ଷ୍ଟାଣ୍ଡ ସ୍ଥିତ ମା ଭୈରବୀ କଲ୍ୟାଣ ମଣ୍ଡପ ଠାରେ କ୍ରୀଡାର ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା l ଟିକାବାଲି ବ୍ଲକର କଣ ଅନୁକଣ ରେ କିପରି କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶ କରାଯିବ ସେଥିପାଇଁ ଅନେକ!-->…
ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗୃତିର ୪୧ତମ ସ୍ବନକ୍ଷତ୍ର ଦିବସ ପାଳନ
ଦାରିଙ୍ଗବାଡ଼ି, ୧୫/୧୧ : ଦାରିଙ୍ଗବାଡ଼ି ସ୍ଥିତ ଅଗ୍ରଣୀ ଅନୁଷ୍ଠାନ ଜାଗୃତିର ୪୧ ତମ ସ୍ବନକ୍ଷତ୍ର ଉତ୍ସବ ଆଜି ପାଳନ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ଜୀ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ,ବିଡ଼ିଓ ଗଦାଧର ପାତ୍ର ,ବିଇଓ ରସାନନ୍ଦ କର,ଜାଗୃତି ସଭାପତି ଡ଼ଃ ପି.ଏସ.ଏନ ରାଓ,ଉପସଭାପତି!-->…
ଅଗ୍ନିଶମ ବିଭାଗର ୨୬ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଖୋଜ ଯୁବକ ଉଦ୍ଧାର
ବ୍ରହ୍ମପୁର : ସ୍ଥାନୀୟ ବୈଦ୍ୟନାଥପୁର ଥାନା ଅଧୀନରେ ଥିବା ଲାଞ୍ଜିପଲ୍ଲୀ ନୂଆଁ ବନ୍ଧ ରେ ଲାଞ୍ଜିପଲ୍ଲୀ ରେଡିକା ସାହିର ସଦାନନ୍ଦ ବେହେରା ନାମକ ବ୍ୟକ୍ତି ବୟସ ପ୍ରାୟ ୫୫ ବର୍ଷ ଗାଧୋଇବାକୁ ଯାଇ ପୋଖରିରେ ନିଖୋଜ ଥିଲେ l ସେଠାରେ ଗାଧୋଉଥିବା କିଛି ଲୋକ ସଦାନନ୍ଦ ବୁଡି ଯିବାର ଦେଖି ଅଗ୍ନିଶମ!-->…
ଗଞ୍ଜାମ ଜିଲ୍ଲା ସ୍ତରୀୟ ସଞ୍ଚୟ ପକ୍ଷ ପାଳିତ : ଯୁବ ବୟସରୁ ଛାତ୍ରଛାତ୍ରୀଗଣ ସଞ୍ଚୟ ପ୍ରତି ଆକୃଷ୍ଟ ହେବା ଜରୁରୀ
ବ୍ରହ୍ମପୁର : ଜିଲ୍ଲା ସ୍ତରୀୟ ବିଶ୍ବ ମିତବ୍ୟୟତା ଓ ସଞ୍ଚୟ ପକ୍ଷ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ଉତ୍ସବ ଛତ୍ରପୁର ଜିଲ୍ଲା ସୂଚନୱା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ତରୀୟ ଏହି ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ!-->…
ବାଲିଗୁଡାର ମୁଠାହେଡ଼ ସାଧୁପାତ୍ରଙ୍କ ଅକାଳ ବିୟୋଗ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାର ମୁଠାହେଡ଼ ସାଧୁ ପାତ୍ର ଙ୍କ ଅକାଳ ବିୟୋଗ ଯୋଗୁଁ ସମଗ୍ର ଗାଁ ରେ ଶୋକାକୁଳ ପରିବେଶ ହୋଇଛି l ମଙ୍ଗଳବାର ଭୋର ପାଞ୍ଚଟାରେ ତାଙ୍କର ହୃଦଘାତ ରେ ମୃତ୍ୟୁ ଘଟିଛି l ସୋମବାର ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ଫୁଲବାଣୀ ସ୍ଥିତ!-->…
ଧନ ଖମାର ହତ୍ୟାକୁ ପ୍ରତିବାଦ କରି ଗିରଫ ହୋଇଥିବା ଆନ୍ଦୋଳନକାରୀଙ୍କୁ ମିଳିନି ଜାମିନ୍
ମାଓ ସଂଗଠନ ତରଫରୁ ୧୮ରେ ମାଲକାନଗିରି ଓ କୋରାପୁଟ ଜିଲ୍ଲା ବନ୍ଦ୍ ଡାକରା
ମାଲକାନଗିରି (୧୫/୧୧) : ବିଗତ ଦିନରେ ଧନ ଖମାରଙ୍କ ସମେତ ଅନ୍ୟ ଏକ ସାଧାରଣ ଆଦିବାସୀଙ୍କୁ ହତ୍ୟା କରି ମାଓବାଦୀ ଏନ୍ କାଉଣ୍ଟର ରୂପ ଦେଇଥିବା ପ୍ରଶାସନକୁ କଡ଼ା ନିନ୍ଦା କରି ଏବଂ ହତ୍ୟାର ପ୍ରତିବାଦ କରି ଗିରଫ!-->!-->!-->…
ସୁନ୍ଦରଗଡ଼ ଜିଲ୍ଲା ବିଜେପିର ଆଦିବାସୀ ଗୌରବ ଦିବସ ପାଳନ
ସୁନ୍ଦରଗଡ଼ : ଆଜି ବିଜେପି ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ଜିଲ୍ଲା ସଭାପତି କଳାକୃଷ୍ଣ ଓରାମଙ୍କ ଅଧ୍ୟକ୍ଷତାରେ ସୁନ୍ଦରଗଡ଼ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ, ଭୋଜପୁର ଠାରେ ସ୍ୱାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡା ଙ୍କ ୧୪୭ତମ ଜନ୍ମ!-->…