ହେଡଫୋନ୍‌ ଯୋଗୁ ଶ୍ରବଣ ଶକ୍ତି ହରାଇବେ ୧୦୦ କୋଟି ଯୁବା!

ପ୍ୟାରିସ: ସାମ୍ନାକୁ ଆସିଛି ଚକିତ କରିବା ଭଳି ଗୋଟିଏ ରିପୋର୍ଟ। ଯୁବଗୋଷ୍ଠୀ ଏବେ ଅନେକ ସମୟରେ ବିଭିନ୍ନ ପ୍ରକାରର ହେଡଫୋନ୍ସ ବ୍ୟବହାର କରି ସବୁବେଳେ ଗୀତ ଶୁଣୁଛନ୍ତି କିମ୍ବା କଥା ହେଉଛନ୍ତି। ସେହିପରି ଜୋରରେ ନାଚଗୀତ ପରିବେଶଣ ହେଉଥିବା ସ୍ଥାନ ଗୁଡ଼କରେ ପାର୍ଟି ବି କରୁଛନ୍ତି। ଏହାର

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଭାରତୀୟମାନଙ୍କ ପାଇଁ ୩୦୦୦ ବ୍ରିଟିସ୍‌ ଭିସା ମଞ୍ଜୁର କଲେ ଋଷି ସୁନକ୍‌

ଲଣ୍ଡନ୍‌: ବ୍ରିଟେନ୍‌ରେ କାର୍ଯ୍ୟ କରିବା ନିମନ୍ତେ ପ୍ରତିବର୍ଷ ଭାରତରୁ ୩୦୦୦ ଯୁବ ବିଶେଷଜ୍ଞଙ୍କ ପାଇଁ ‘ଭିସା’ ଯୋଗାଇ ଦେବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ଗୃହୀତ କରିଛନ୍ତି। ଗତବର୍ଷ ହୋଇଥିବା ‘ୟୁକେ-ଇଣ୍ଡିଆ ମାଇଗ୍ରେସନ୍‌’ ଏବଂ ‘ମୋବିଲିଟି ପାର୍ଟନର୍‌ସିପ୍‌’

ବାଲି ହେନ୍ତାଳବନରେ ଚାରା ରୋପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ‘ଜି୨୦’ର ଅନ୍ୟାନ୍ୟ ନେତା

ବାଲି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ‘ଜି୨୦’ର ଅନ୍ୟ ନେତାମାନେ ‘ତାମାନ ହୁତାନ ରାୟା ନୁରା ରାଇ’ ହେନ୍ତାଳବନକୁ ଯାଇ ହେନ୍ତାଳ ଚାରା ରୋପଣ କରିଛନ୍ତି।ରୋପଣ ନିମନ୍ତେ ପ୍ରତି ନେତାଙ୍କୁ ଗୋଟିଏ ଲେଖାଏଁ ହେନ୍ତାଳ ଚାରା ଦିଆଯାଇଥିଲା। ଏହା ପରେ ନେତାମାନେ ଚାରା ଥିବା ‘ଫିଡ୍‌

ଲକଡାଉନରେ ରହି ଅତିଷ୍ଠ ହେଲେଣି ଚୀନ ଲୋକେ, ବ୍ୟାପିଲା ହିଂସା

ବେଜିଂ : ସମଗ୍ର ବିଶ୍ବ କୋଭିଡ ମହାମାରୀରୁ ପ୍ରାୟତଃ ମୁକ୍ତ ହୋଇଯାଇଥିବାବେଳେ ଚୀନରେ ଏବେ ବି କୋଭିଡ୍ ସଂକ୍ରମଣ ବଢିଚାଲିଛି । ଦେଶକୁ କୋଭିଡମୁକ୍ତ କରିବାକୁ ଚୀନ ସରକାର କଠୋର କଟକଣା ଲାଗୁ କରୁଛନ୍ତି । କିନ୍ତୁ ବାରମ୍ବାର କଠୋର ଲକଡାଉନରେ ରହି ରହି ଚୀନର ଲୋକମାନେ ବିରକ୍ତ ହୋଇଗଲେଣି ।

ଆମେ ରୁଷରୁ ତେଲ କିଣିବା ଜାରି ରଖିବୁ : ମୋଦୀ

ବାଲି : ଇଣ୍ଡୋନେସିଆର ବାଲିଠାରେ ଚାଲିଥିବା ଜି-୨୦ ସମ୍ମିଳନୀରେ ପାଶ୍ଚାତ୍ୟ ଦେଶମାନଙ୍କୁ କଡ଼ା ଜବାବ ଦେଇଛନ୍ତି । ରୁଷରୁ ତେଲ କିଣା ପ୍ରସଙ୍ଗରେ ପାଶ୍ଚାତ୍ୟ ଦେଶ ଭାରତକୁ ସମାଲୋଚନା କରୁଥିବାବେଳେ ତାହାର ଜବାବରେ ମୋଦୀ କହିଛନ୍ତି ଯେ ତୈଳ ଯୋଗାଣ ଉପରେ କୌଣସି ପ୍ରତିବନ୍ଧକ ଲଗାଯିବା ଉଚିତ

ବିଜେପିରେ ସାମିଲ ହେବାକୁ ଥିବା ନେତାଙ୍କ ମୃତଦେହ ମିଳିଲା, ପଥରରେ ଛେଚା ଯାଇଛି ଗୁପ୍ତାଙ୍ଗ

ବେଙ୍ଗାଲୁରୁ: ମିଳିଲା କିଛି ଦିନ ପରେ ବିଜେପିରେ ସାମିଲ ହେବାକୁ ଥିବା ନେତାଙ୍କ ମୃତଦେହ। ପଥରରେ ଛେଚା ଯାଇଛି ଗୁପ୍ତାଙ୍ଗ। କର୍ଣ୍ଣାଟକରେ ପୂର୍ବତନ ଜେଡିଏସ ନେତାଙ୍କ ହତ୍ୟା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ୬୪ବର୍ଷିୟ ମଲ୍ଲିକାର୍ଜୁନ

ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଦେଉଛି ଇରାନ

ତେହେରାନ : ମାସା ଅମିନିଙ୍କ ମୃତ୍ୟୁକୁ ଦୁଇ ମାସ ବିତିଯାଇଥିଲେ ବି ଇରାନରେ ଆନ୍ଦୋଳନ ଜାରି ରହିଛି । ତେବେ ଏହି ଆନ୍ଦୋଳନକୁ ବନ୍ଦ କରିବାକୁ ଇରାନ ସରକାର ଆନ୍ଦୋଳନକାରୀଙ୍କ ଉପରେ ଭୟଙ୍କର ଦମନଲୀଳା ଚଳାଇଛନ୍ତି । ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ଆଖିମୁଜା ଗୁଳି ଚଳାଉଥିବାବେଳେ ଏବେ ସେମାନଙ୍କୁ

‘ଆର୍ମେଟିସ୍‌-୧’କୁ ପ୍ରଥମ ଚନ୍ଦ୍ର ଯାତ୍ରାରେ ପ୍ରେରଣ କଲା ‘ନାସା’

ନୂଆଦିଲ୍ଲୀ: ଆଜି ‘ନାସା’ ‘ଆର୍ମେଟିସ୍‌-୧‘ ନାମକ ମହାକାଶଯାନକୁ ପ୍ରଥମ କରି ଚନ୍ଦ୍ରଯାତ୍ରାରେ ପ୍ରେରଣ କରିଛି। ମାନବରହିତ ଏହି ଯାନ ଚନ୍ଦ୍ର ପରିକ୍ରମା କରି ପୁଣି ଫେରିଆସିବ। ଫ୍ଲୋରିଡାସ୍ଥିତ କେପ୍‌ କାନାଭେରାଲ୍‌ରୁ ‘ଅରିଅନ୍‌’ ମହାକାଶଯାନ ସହିତ ‘ସ୍ପେସ୍‌ ଲଞ୍ଚ୍‌ ସିଷ୍ଟମ୍‌’କୁ

୩ୟ ବିଶ୍ବଯୁଦ୍ଧ ଲଗାଇବାକୁ ପୋଲାଣ୍ଡରେ କ୍ଷେପଣାସ୍ତ୍ର ପକାଯାଇଛି : ରୁଷ୍

କିବ୍ : ୟୁକ୍ରେନର ପଡ଼ୋଶୀ ଦେଶ ପୋଲାଣ୍ଡରେ କ୍ଷେପଣାସ୍ତ୍ର ପଡ଼ିବା ପରେ ତାହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି । ଏହି ଉତ୍ତେଜନା ବିଶ୍ବକୁ ଏକ ୩ୟ ବିଶ୍ବଯୁଦ୍ଧ ଆଡ଼କୁ ଟାଣିନେବାର ଆଶଙ୍କା ଦେଖାଦେଇଛି ।ରୁଷ ପକ୍ଷରୁ ଏହି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ପ୍ରଥମେ ସଂଦେହ

ଗଣମାଧ୍ୟମ ଲୋକଙ୍କ ପାଇଁ, ଲୋକ ମାନଙ୍କର ଓ ଲୋକଙ୍କ ଦ୍ବାରା ବିଚାର ଅକ୍ଷୁର୍ଣ୍ଣ ରହୁ…

(ଜାତୀୟ ପ୍ରେସ୍ ଦିବସ ଅବସରରେ ପଦେ...) ଜାତୀୟ ପ୍ରେସ୍ ଦିବସ ପାଳନ କରିବା ଗଣମାଧ୍ୟମ ସହିତ ଯୋଡ଼ି ହୋଇଥିବା ପ୍ରତ୍ୟେକ ବ୍ଯକ୍ତି ବିଶେଷ ଙ୍କ ପାଇଁ ଗୌରବ ଦିନ। ଦୈନିକ ଗାଁ ରୁ ସହର ଦେଶ ବିଦେଶ ପର୍ଯ୍ୟନ୍ତ ଖବର ସଂଗ୍ରହ କରି ଲୋକ ମାନଙ୍କ ପାଖରେ ନୈତିକ ଦାୟିତ୍ୱ ବହନ କରି