ନୂଆଦିଲ୍ଲୀରେ ବଡଦାସୁଡୁ ଆର୍‌. ସତ୍ୟମ ରେଡ୍ଡୀ କଳାରତ୍ନ ଜାତୀୟ ଆୱାର୍ଡ-୨୦୨୨ରେ ସମ୍ମାନୀତ

ଛତ୍ରପୁର,୧୬ା୧୧ : ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଳିଆବାଲି ସ୍ଥିତ ଘଡଘଡାପଲ୍ଲୀ ର ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମୀନି ଦାସୁଡୁ ସତ୍ୟମ ସେବା ନୃତ୍ୟକଳା କେନ୍ଦ୍ର (ଭଗବତ ଗାଦି) ର ସଭାପତି ତଥା ଜୟଦେବ ପୁରଷ୍କାର ପ୍ରାପ୍ତ ବଡଦାସୁଡୁ ନୃତ୍ୟଗୁରୁ ଆର୍‌. ସତ୍ୟମ ରେଡ୍ଡୀଙ୍କୁ ବହୁଜନ ସାହିତ୍ୟ

ସୁନ୍ଦରଗଡ଼ଠାରେ ଜାତୀୟ ପ୍ରେସ ଦିବସ ପାଳିତ

ରାଷ୍ଟ୍ର ଗଠନରେ ଗଣମାଧ୍ୟମ ର ଭୂମିକା ଉପରେ ଆଲୋଚନା ସୁନ୍ଦରଗଡ଼ : ସୁନ୍ଦରଗଡ଼ ସଦର ମହକୁମା ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି I ଏହି ଦିବସ ଅବସରରେ ସ୍ଥାନୀୟ ସଦଭାବନା ଭବନ ଠାରେ ଏକ ବୈଠକ ଅୟୋଜିତ ହୋଇଯାଇଛି I ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି

ସମାଜରେ ସଂସ୍କାର ସୃଷ୍ଟି ଦିଗରେ ସାମ୍ବାଦିକ ମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ

ଛତ୍ରପୁର : ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଛତ୍ରପୁର ସ୍ଥିତ ସମଗ୍ର ଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ “ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ଉପରେ

ଶିବରାମ ପାତ୍ର ନିନ୍ଦ୍ୱନ୍ଧରେ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କର ସଭାପତି ନିର୍ବାଚିତ

ବ୍ରହ୍ମପୁର : ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ବ୍ରହ୍ମପୁର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ନିର୍ବାଚନର ଅନ୍ତ ଘଟିଛି l କୁକୁଡ଼ା ଖଣ୍ଡି ସେବା ସମବାୟ ସମିତିର ସଭାପତି ଶିବରାମ ପାତ୍ର ନିନ୍ଦ୍ୱନ୍ଧରେ ବିସିସି ବ୍ୟାଙ୍କର ସଭାପତି ନିର୍ବାଚିତ ହୋଇଛନ୍ତି l ସେଜଣେ ମେଳାପି

ସମସ୍ତ ଯୋଗ୍ୟ ବରିଷ୍ଠ କଳାକାରଙ୍କ ପାଇଁ ଭତ୍ତା ଦାବି କଲେ ମହାସଚିବ ରୋଶନ୍

ବ୍ରହ୍ମପୁର (୧୬/୧୧) : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ବେଲଗୁଣ୍ଠା ବ୍ଲକ ଶାଖାର ପ୍ରଥମ ବାର୍ଷିକୋତ୍ସବ ଗୋବରା ସ୍ଥିତ ନୃସିଂହ ନାଥ ମନ୍ଦିର ପରିସରରେ ଶାଖା ସଭାପତି ପ୍ରଶାନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି

ଛତ୍ରପୁରରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସମଗ୍ର ଶିକ୍ଷା ସମ୍ମଳନୀ କକ୍ଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଛତ୍ରପୁର ପ୍ରେସ କ୍ଲବର ମିଳିତ ଆନୁକୁଲ୍ୟରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ

୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ : ଜିଲ୍ଳା ପ୍ରେସକ୍ଲବ ଫୁଲବାଣୀ

ଫୁଲବାଣୀ :- ୧୬ନଭେମ୍ବର ଆଜି ହେଉଛି ଜାତୀୟ ସାମ୍ବାଦିକ ଦିବସ l ଏହି ଅବସରରେ ଜିଲ୍ଳା ପ୍ରେସ କ୍ଲବ ଫୁଲବାଣୀ ଠାରେ ପ୍ରେସ କ୍ଲବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଏକ ଆଲୋଚନାଚକ୍ର

ଆଇସିସି ରାଙ୍କିଙ୍ଗ: ଶୀର୍ଷରେ ସୂର୍ଯ୍ୟ କୁମାର କାଏମ, ରୁସୋଙ୍କୁ ବଡ଼ ଫାଇଦା

ଦୁବାଇ: ଟି-୨୦ ବିଶ୍ୱକପ ଶେଷ ହେବା ପରେ ଆଜି ଆଇସିସି ପକ୍ଷରୁ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ରାଙ୍କିଙ୍ଗ ତାଲିକା ଜାରି କରାଯାଇଛି। ଚଳିତ ବିଶ୍ୱକପରେ ଦମଦାର ବ୍ୟାଟିଂ କରିଥିବା ଭାରତର ସୂର୍ଯ୍ୟ କୁମାର ଏହି ରାଙ୍କିଙ୍ଗରେ ପୂର୍ବଭଳି ୧ନଂ ସ୍ଥାନରେ ରହିଛନ୍ତି।ଇଂଲଣ୍ଡ ବିପକ୍ଷ ସେମିରେ ସେ

କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତ ନାବାଳକ ନୁହେଁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଜମ୍ମୁ-କଶ୍ମୀର କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଲୋମହର୍ଷଣକାରୀ ଘଟଣାର ଜଣେ ଅଭିଯୁକ୍ତ ପୂର୍ବରୁ ନିଜକୁ ନାବାଳକ ବୋଲି କହି ଚାଲିଥିଲା। ହେଲେ ସୁପ୍ରିମକୋର୍ଟ ଉକ୍ତ ଅଭିଯୁକ୍ତକୁ ନାବାଳକ ନୁହେଁ, ବରଂ ସାବାଳକ ବୋଲି

ବିଦ୍ରୋହ ଯୋଗୁ ରାଜସ୍ଥାନ ଦାୟିତ୍ୱ ଛାଡ଼ିଲେ ଅଜୟ ମାକେନ

ଜୟପୁର: ରାଜସ୍ଥାନ କଂଗ୍ରେସର ଇନ ଚାର୍ଜ ଥିବା ବରିଷ୍ଠ ନେତା ଅଜୟ ମାକେନ ଆଜି ନିଜ ଦାୟିତ୍ୱରୁ ଓହରି ଯାଇଛନ୍ତି। ଦଳରେ ବିଦ୍ରୋହ ଯୋଗୁ ସେ ଅସନ୍ତୋଷ ପ୍ରକାଶ କରି ଏପରି ନିଷ୍ପତ୍ତି ନେଇଛନ୍ତି। ସେପ୍ଟେମ୍ବର ମାସରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଅଜୟ ମାକେନ ମୁଖ୍ୟମନ୍ତ୍ରୀ ପଦ