Sign in
Sign in
Recover your password.
A password will be e-mailed to you.
କୃଷକ ସଚେତନତା ବୈଠକ
କଳାହାଣ୍ଡି ଜିଲ୍ଲା କଲ୍ଲାମୁଣ୍ଡା ଯୋରା ଡବରା କୃଷକ ସମବାୟୁ ଲିଃ ରେ କୃଷକ ସଚେତନତା ଦିବସ ପାଳନ ହୋଇଥିଲା ଏହି ବୈଠକରେ ଉପସ୍ଥିତ ଥିଲେ କଲଲ୍ଲାମୁଣ୍ଡା ବ୍ଲକ୍ ଚେରମେନ୍ କୁନି ସାହୁ ଜିଲ୍ଲାପରିଷଦ ସୁରେଶ ଚୈଧୁରୀ ସମବାୟୁଲିଃ ସଭାପତି ଦେବରାଜ ରଣା 4ଟି ପଞ୍ଚାୟତର ସରପଞ୍ଚ 200 ଜଣ କୃଷି!-->…
ପିକ୍ଅପ୍ ଭ୍ୟାନ୍-ବାଇକ୍ ମୁହାଁମୁହିଁ ଧକ୍କା : ବାଇକ୍ ଆରୋହୀ ମୃତ
ନୂଆପଡା ୧୬।୧୧: ନୂଆପଡ଼ା ଜିଲ୍ଲା ଲଖନା ଥାନା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକ୍ଅପ୍ ଭ୍ୟାନ୍-ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି!-->…
ଡିସେମ୍ବର ୨୦୨୩ ସୁଦ୍ଧା ପଦ୍ମପୁର ଜିଲ୍ଲା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି
ପଦ୍ମପୁର, ୧୬/୧୧: ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଏକ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିବା ବେଳେ ଏହା ସଫଳ ହୋଇଛି । ଡିସେମ୍ବର ୨୦୨୩ ସୁଦ୍ଧା ପଦ୍ମପୁର ଜିଲ୍ଲା ଗଠନ କରିବା ପାଇଁ ବିଜୁ ଜନତା ଦଳ ସଭାପତି ଭାବେ ମୁଖ୍ୟମନ୍ତ୍ରୀ!-->…
ଭିନ୍ନ ଭିନ୍ନ ସ୍ଥାନରୁ ମିଳିଲା ଦୁଇଟି ମୃତଦେହ
ଦେବଗଡ଼ ୧୬।୧୧ : ଦେବଗଡ଼ ଆଦର୍ଶ ଥାନା ଅଞ୍ଚଳରେ ଦୁଇଟି ଅପମୃତ୍ୟୁ ମାମଲା । ଦୁଇଟି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଘଟଣାରେ ଛାନ୍ଭିନ୍ ମଧ୍ୟ ଆରମ୍ଭ କରିଛି ପୋଲିସ ।
କଣ୍ଟାପାଲି ଗ୍ରାମ ପଞ୍ଚାୟତ ବୈଷ୍ଣବପାଲି ଗାଁ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି ।!-->!-->!-->…
ଦୁର୍ବ୍ୟବହାର କଲେ ପୌରଧ୍ୟକ୍ଷା, ପୌର ନିର୍ବାହୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଉପରକୁ ଫୋପାଡିଲେ ଫାଇଲ୍
ଯାଜପୁର, ୧୬।୧୧: ପୌର ନିର୍ବାହୀ ଅଧିକାରୀଙ୍କୁ ପୌରାଧ୍ୟକ୍ଷାଙ୍କ ଦୁର୍ବ୍ୟବହାର। ଗାଳିଗୁଲଜ କରିବା ସହ ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡିଲେ ପୌରାଧ୍ୟକ୍ଷା । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ। ସୂଚନା ମୁତାବକ ୮ ନଂ!-->…
ବ୍ୟାଙ୍କ ନିକଟରେ ମହିଳାଙ୍କ ଠାରୁ ଝାମ୍ପି ନେଲେ ଟଙ୍କା ବ୍ୟାଗ
ଖଲ୍ଲିକୋଟ, ୧୬/୧୧: ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଷ୍ଟେଟ ବ୍ୟାଙ୍କ ନିକଟରେ ଗତକାଲି ଦିନ ଦ୍ବିପ୍ରହରରେ ଲୁଟ୍ ହୋଇଛି । କିଛି ଦୁର୍ବୃତ୍ତ ବାଇକରେ ଆସି ଜଣେ ମହିଳାଙ୍କ ଠାରୁ ଟଙ୍କା ଝାମ୍ପି ନେଇଥିବା ଜଣାପଡ଼ିଛି । ଏହି ସମୟର ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।
ମୋହନପୁର!-->!-->!-->…
ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବ ଖଗେଶ୍ୱର, ଜେରା ବେଳେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ
ଭୁବନେଶ୍ୱର ୧୬/୧୧: ବ୍ଲାକମେଲିଂ କ୍ବିନ୍ ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ମିଳିଛି ଅନେକ ଗୁରୁତ୍ୱପୂର୍ଣ୍ଣ । ଅର୍ଚ୍ଚନାର ସହଯୋଗୀ ଖଗେଶ୍ବର ପାତ୍ରଙ୍କୁ ଜେରା ବେଳେ ଅନେକ ତଥ୍ୟ ହାସଲ କରିଛି ଇଡି । ସିଧାସଳଖ ନହେଲେ ମଧ୍ୟ ଅନେକ ବଡବଡିଆ ଭିନ୍ନ ଭିନ୍ନ ମାଧ୍ୟମରେ ଅର୍ଚ୍ଚନାଙ୍କ ପାଖକୁ ଟଙ୍କା!-->…
ବଢିଲା ଶୀତ : ରାଜ୍ୟର ୨୦ ସହରରେ ୧୫ ଡିଗ୍ରୀ ତଳେ ତାପମାତ୍ରା
ଭୁବନେଶ୍ୱର ୧୬।୧୧ : ରାଜ୍ୟର ୨୦ ସହରରେ ୧୫ ଡିଗ୍ରୀ ତଳେ ତାପମାତ୍ରା। ଥଣ୍ଡାରେ ଥରୁଛି ଜି .ଉଦୟଗିରି । କନ୍ଧମାଳ ଜି.ଉଦୟଗିରିରେ ପାରଦ ଖସି ୭.୨ ଡିଗ୍ରୀକୁ ଚାଲି ଆସିଛି । ଅସହ୍ୟ ଥଣ୍ଡାରେ ଥରୁଛି ସାରା ଅଞ୍ଚଳ ।ଫୁଲବାଣୀ ତାପମାତ୍ରା ୧୦ ଦଶମିକ ୫ ଡିଗ୍ରୀ ରେକର୍ଡ ହୋଇଛି।
ସେହିପରି!-->!-->!-->…
5T ସଚିବ ଭିକେ ପାଣ୍ଡିଆନଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ
ଭୁବନେଶ୍ୱର ୧୬।୧୧: 5T ସଚିବ ଭିକେ ପାଣ୍ଡିଆନଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ। କ୍ୟାପିଟାଲ ହସ୍ପିଟାଲ ଭିତ୍ତିଭୂମି ବିକାଶର ସମୀକ୍ଷା କଲେ 5T ସଚିବ। ଟ୍ରୋମା କେୟାର ଓ ସର୍ଜରୀ ବ୍ଲକ ଜୁନିଅର ହଷ୍ଟେଲର ଭିତ୍ତିଭୂମିର ସମୀକ୍ଷା କରିଛନ୍ତି I
ତେବେ ଏହି ଗସ୍ତ ଅବସରରେ ସ୍ବାସ୍ଥ୍ୟ!-->!-->!-->…
ଟିପିଏସଓଡିଏଲ ତତଫରୁ ଆୟୋଜିତ ଦୁଇ ଦିନିଆ ପ୍ରତିଜ୍ଞା ତାଲିମ୍ ଶିବିର ଉଦଯାପିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ସ୍ଥିତ ପଞ୍ଚାୟତ ସମିତି ଅଡିଟୋରିୟମରେ ଟିପିଏସଓଡିଏଲ ତତଫରୁ ଆୟୋଜିତ ଦୁଇ ଦିନିଆ ପ୍ରତିଜ୍ଞା ତାଲିମ୍ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧିକ୍ଷଣ ଯନ୍ତ୍ରୀ ନୃସିଂହ ନାରାୟଣ ପଣ୍ଡା ଦୁର୍ଘଟଣା ପରିବାର ଓ!-->…