Sign in
Sign in
Recover your password.
A password will be e-mailed to you.
ଦ୍ୱାଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୨୨ ଆରମ୍ଭ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ଦ୍ୱାଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୨୨ ବନଜ୍ୟୋତ୍ସ୍ନାର ବରିଷ୍ଠ ଉପଦେଷ୍ଟା କୌଶିକ ସାହୁଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଯାଇଛି ସ୍ଥାନୀୟ ଫୁଲବାଣୀ କରୋନେସନ ପଡ଼ିଆ ଠାରେ। ଏଥିରେ ମୁଖ୍ୟ ଅତିଥି ତଥା!-->…
ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ପାଇଁ ଗଠନ ହେଲା ସ୍କ୍ୱାର୍ଡ
ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ପାଇଁ ଗଠନ ହେଲା ସ୍କ୍ୱାର୍ଡ । କେନ୍ଦ୍ରୀୟ ଜୋନ୍ ସ୍କ୍ୱାର୍ଡରେ ସର୍ବାଧିକ ୫୮ ଜଣ ସଦସ୍ୟ ରହିଛନ୍ତି । ସେହିପରି ସମ୍ବଲପୁର ଜୋନାଲ୍ ସ୍କ୍ୱାର୍ଡରେ ୩୫ ଜଣ ରହିଥିବାବେଳେ ବାରିପଦା ଓ ବ୍ରହ୍ମପୁର ଜୋନାଲ୍ ସ୍କ୍ୱାର୍ଡରେ ୩୦ ଜଣ ଲେଖାଏଁ ସଦସ୍ୟ!-->…
ନବୀନ ନିବାସରେ ସାଂଗଠନିକ ସ୍ତରର ବୈଠକ ଆରମ୍ଭ
ଭୁବନେଶ୍ବର: ବିଜେଡିର ମିଶନ ୨୦୨୪ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ନବୀନ ନିବାସରେ ଆରମ୍ଭ ହେଲା ସାଂଗଠନିକ ସ୍ତରର ବୈଠକ । ୯ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଓ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ଚାଲିଛି ମାନସ ମନ୍ଥନ । ଏହି ଜିଲ୍ଲା ଗୁଡ଼ିକ ହେଲେ କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡ଼ା,!-->…
ମାତ୍ର ଶହେ ଟଙ୍କା ପାଇଁ ମା’କୁ ପିଟି ପିଟି ମାରିଦେଲା ପୁଅ
ମୟୁରଭଞ୍ଜ: ନିଶା ପାଇଁ ଅନେକ ପରିବାର ଉଜୁଡି ଯାଉଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ନିଶା ପାଇଁ ତୁଚ୍ଛ ପାଲଟିଲା ମା'ର ମମତା । ନିଶା ଖାଇବା ପାଇଁ ଟଙ୍କା ନଦେବାରୁ ୧୦ ମାସ କୋଳରେ ରଖି ଜନ୍ମ ଦେଇଥିବା ମା'କୁ ହତ୍ୟା କରିଛି ପୁଅ ।
ନିଶା ଖାଇବା ପାଇଁ!-->!-->!-->…
ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଟପିଲା ଭୁବନେଶ୍ୱରର ତାପମାତ୍ରା
ଭୁବନେଶ୍ୱର: ଗୀଷ୍ମପ୍ରବାହ ସହ ରାଜଧାନୀ ଭୁବନେଶ୍ୱରରେ ହେଉଛି ମୁଣ୍ଡଫଟା ଖରା । ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଟପିଛି ଭୁବନେଶ୍ୱରର ତାପମାତ୍ରା । ଆଜି ତାତିରେ ରେକର୍ଡ ଭାଙ୍ଗିବ ରାଜଧାନୀ ଭୁବନେଶ୍ୱର । ସାଢ଼େ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ପାଲଟିଛି ସବୁଠାରୁ!-->…
ମାନସ ହତ୍ୟା ମାମଲା: ଟିଆଇ ପରେଡରେ ୫ ଅଭିଯୁକ୍ତଙ୍କୁ ଚିହ୍ନିଲେ ୩ ସାକ୍ଷୀ
ଭୁବନେଶ୍ୱର: ୫ ଅଭିଯୁକ୍ତଙ୍କୁ ଚିହ୍ନିଗଲେ ୩ ସାକ୍ଷୀ। ଭଦ୍ରକ ଉପକାରାଗାର ଭିତରେ ଟିଆଇ ପରେଡ ଚାଲିଥିବା ବେଳେ ଗୋଟି ଗୋଟି କରି ମାନସ ହତ୍ୟାକାଣ୍ଡର ସମସ୍ତ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି ୩ ସାକ୍ଷୀ। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । କ୍ୟାମେରାମ୍ୟାନ!-->…
ସିମେଣ୍ଟ ଦୋକାନୀଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ
ଛତ୍ରପୁର : ଗଞ୍ଜାମ ଛତ୍ରପୁରରେ ସିମେଣ୍ଟ ଦୋକାନୀଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ । ବିବାହ ବିଚ୍ଛେଦ ପରେ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ବେଳେ କିଏ ତାଙ୍କୁ ହତ୍ୟା କରିଛି ସେନେଇ ସନ୍ଦେହ ବଢ଼ିବାରେ ଲାଗିଛି ।
ସୂଚନା ଅନୁସାରେ କୃଷ୍ଣ ନିଜ ଗାଡ଼ିରେ ବସିଥିବା ବେଳେ!-->!-->!-->…
ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ
ମୟୂରଭଞ୍ଜ: ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ଵାମୀ । ମୟୂରଭଞ୍ଜ ଝାରପୋଖରିଆ ଥାନା ପାଣ୍ଡରା ଗାଁରେ ବିଳମ୍ବିତ ରାତିରେ ଘଟିଛି ଅଘଟଣ । ମୃତକ ହେଲେ ଅଞ୍ଜଳି ସିଂ। ଅଭିଯୁକ୍ତ ନିଶାଶକ୍ତ ସ୍ବାମୀ କାହ୍ନୁ ସିଂ । ଗତକାଲି ସନ୍ଧ୍ୟାରେ କୌଣସି କାରଣକୁ ନେଇ ସ୍ଵାମୀ!-->…
ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ
ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଦେଓଗାଁ ରେଞ୍ଜ୍ ଅନ୍ତର୍ଗତ ନୂଆଁ ବରିପାଳ ସଂରକ୍ଷିତ ଜଙ୍ଗଲ ନିକଟରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ । ମୃତକ ସ୍ଥାନିୟ ନାରଙ୍ଗପୁର ଗ୍ରାମର ଦୁଶାସନ ଜେନା । ଆଜି ସକାଳୁ କେତେକ ଲୋକି ଏହି ଜଙ୍ଗଲକୁ ଜାଳେଣି ସଂଗ୍ରହ ପାଇଁ ଯାଇଥିଲେ । ହେଲେ!-->…
ବାହାଘର ପ୍ରୋସେସନ ବେଳେ ତୁମୁଳକାଣ୍ଡ: ଟେଣ୍ଟ ମାଲିକଙ୍କୁ ହତ୍ୟା
ଗୋପ: ଗୋପ ଥାନା ବାଲିକନ୍ଦଳ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା।। ଏଠାରେ ଗତକାଲି ରାତିରେ ବାହାଘର ପ୍ରୋସେସନ ବେଳେ ତୁମୁଳକାଣ୍ଡ ଘଟିଥିଲା। ଟେଣ୍ଟ ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଡିଜେ ମାଲିକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଣେ ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ପିପିଲି-!-->…