ସେଲଫି ନେଵା ହେଲା କାଳ : ଅକାଳରେ ଚାଲିଗଲା ଜୀଵନ…

add-all

କାଶୀପୁର (ଟିକିରି) : ରାୟଗଡା ଜିଲ୍ଲା ଭାଲୁମସ୍କା ଗ୍ରାମ କୁ ଏକ ବିବାହ ଘର କୁ ଯାଇଥିଲେ ସେଠାରୁ ତିନି ଜଣ ପିଲା ସାଙ୍ଗ ହୋଇ ନିକଟସ୍ଥ ଥିବା ରେଳଷ୍ଟେସନ କୁ ଯାଇଥିଲେ ସେହି ସମୟ ରେ ସେଠାରେ ଏକ ମାଲବଝେଇ ରେଳ ଗାଡ଼ି ଠିଆ ହୋଇଥିବା ବେଳେ ତିନି ଜଣ ପିଲା ସେହି ଗାଡ଼ି ଉପରକୁ ଚଢ଼ି ସେଲଫି ନେବା କଥା ହୋଇ ପ୍ରଥମେ ସେହି ଗାଡ଼ି ଉପରକୁ ଚଡିଥଲେ କିନ୍ତୁ ଦେବେନ୍ଦ୍ର ସେହି ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇ ଥିଲେ ଯାହା ଫଳରେ ସେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ଘଟଣା ସ୍ଥଳରେ ପୁଲିସ ଓ ଜିଆରିପି ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚାଲିଛି ବୋଲି ସୁଚନା ମିଳିଛି । ଏହି ମୃତ ଜଣକ ବାଳକ ହେଲେ କାଶିପୁର ବ୍ଲକ ବତ୍ର୍ତିବାଲି ଗ୍ରାମର ବୋଲି ଜଣାପଡ଼ିଛି ।

ad-week
Leave A Reply

Your email address will not be published.