Sign in
Sign in
Recover your password.
A password will be e-mailed to you.
ସରକାରୀ ଚାକିରୀ ଛାଡି ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେଲେ ମହେନ୍ଦ୍ର ବଢେଇ
ଭୁବନେଶ୍ୱର ୧୭।୧୧ : ବିଜେଡିରେ ଯୋଗଦେଲେ ମହେନ୍ଦ୍ର ବଢେଇ । ନିଜର ଶହ ଶହ ସମର୍ଥକଙ୍କ ସହ ନବୀନ ନିବାସରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଏହି ଅବସରରେ ପାର୍ଟିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିଥିଲେ ।
ଖବର ଅନୁଯାୟୀ,!-->!-->!-->…
ରୋଟାରୀ କ୍ଲବ ତରଫରୁ ଜାତୀୟ ପ୍ରେସ୍ ଦିବସ ପାଳିତ
ବେଲଗୁଣ୍ଠା (୧୭/୧୧) : ଭଞ୍ଜନଗର ରୋଟାରୀ କ୍ଳବ୍ ବିଭିନ୍ନ ସମୟରେ ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନେଇ ଅଞ୍ଚଳରେ ପ୍ରଶଂସା ସାଉଁଟି ଥିବା ବେଳେ ଆଜି କ୍ଳବ୍ ତରଫରୁ ଜାତୀୟ ପ୍ରେସ୍ ଦିବସ ଅବସରରେ ବେଲଗୁଣ୍ଠା ସାଇ ଆଇଟିଆଇ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଅଛି । ରୋଟାରୀ କ୍ଳବ୍!-->…
କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖସୁଛି ପାରଦ, ୧୦ ଡିଗ୍ରୀ ତଳେ ଦାରିଙ୍ଗବାଡ଼ିର ତାପମାତ୍ରା
ଭୁବନେଶ୍ୱର: ଶୀତରେ ଥରୁଛି ଦାରିଙ୍ଗବାଡ଼ି । କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରଦ ଖସୁଛି । ୧୦ ଡିଗ୍ରୀ ତଳେ ରହିଛି ଦାରିଙ୍ଗବାଡ଼ିର ତାପମାତ୍ରା । ଶୀତ ଋତୁ ଆସିଲେ ମାନେପଡ଼େ ଦାରିଙ୍ଗବାଡ଼ି । ଶୀତ ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏଠିକାର ପରିବେଶ ।
ଏଠାରେ ଥିବା!-->!-->!-->…
ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତ, ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିମାନ ବନ୍ଦର ଏବଂ…
ରାଉରକେଲା: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି!-->…
ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ
ଭୁବନେଶ୍ୱର ୧୭।୧୧ : ଅବସର ବେଉରିଆଙ୍କ ପରଲୋକ । ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି । ଏକ ଘରୋଇ ହସ୍ପିଟାଲରେ ଆଖି ବୁଝିଛନ୍ତି ଅବସର ବେଉରିଆ ।
ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଅବସର ବେଉରିଆ ଛାତିରେ କିଛି ଯନ୍ତ୍ରଣା ଅନୁଭୁବ କରିଥିଲେ ।!-->!-->!-->…
ପେଟ୍ରୋଲ ପମ୍ପରେ ବୋମାମାଡ଼: ଲକ୍ଷାଧିକ ଟଙ୍କା ଲୁଟ୍
ଖଣ୍ଡପଡ଼ା ୧୭।୧୧ : ପଟ୍ରୋଲ ପମ୍ପରେ ବୋମାମାଡ଼ । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ରାଜକିଆରୀ ନିକଟରେ ଥିବା ପଟ୍ରୋଲ ପମ୍ପରେ ବୋମାମାଡ଼ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ୬ ଜଣ ଦୁର୍ବୁତ୍ତ ଏକ ନାଲି କାରରେ ଆସି ମା!-->!-->!-->…
ବି.ଏସ୍.ଏଫ୍ ତରଫରୁ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ…
ମାଲକାନଗିରି, ୧୭।୧୧: ମାଲକାନଗିରି ଜିଲ୍ଲା ସଦର ମହକୁମା ଏମ୍.ଭି.୩ ବି.ଏସ୍.ଏଫ୍ କ୍ୟାମ୍ପ ପରିସରରେ ଆଜି ୧୪ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ଏହି କାର୍ଯ୍ୟକ୍ରମରେ ବି.ଏସ୍.ଏଫ୍. ଡିଆଇଜି ସୈଲେନ୍ଦ୍ର କୁମାର ସିଂନ୍ହା ଉପସ୍ଥିତ ରହି ମାଲକାନଗିରି!-->!-->!-->…
ଡିସେମ୍ବରରେ ହେବ ଦୁଇ ଦିନିଆ ଲୋକକଳା ମହୋତ୍ସବ
ବ୍ରହ୍ମପୁର: ବ୍ରହ୍ମପୁର ଗୋଷଣିନୂଆଁଗାଁ ସ୍ଥିତ କଲାଞ୍ଜଳି ଆଟିଷ୍ଟ ଟ୍ରଷ୍ଟ ଠାରେ ଅନୁଷ୍ଠିତ ହୋଇ ସାରିଛି ଲୋକ କଳା ମହୋତ୍ସବର ପ୍ରସ୍ତୁତି ବୈଠକ ଅବସରରେ ବ୍ରହ୍ମପୁର ସହରର ତଥା ଗଂଜାମ ଜିଲାର ଅନେକ କଳାପ୍ରେମୀ ସଙ୍ଗଠନ ଏବଂ ସଂଗଠନର ଛାମୁଆ ବ୍ୟକ୍ତି ବିଶେଷଙ୍କୁ ନେଇ ଚଳିତ ବର୍ଷ ଡିସେମ୍ବର!-->…
ଭୋକ ଉପାସରେ ସ୍କୁଲ ଛାତ୍ର, ମାତାଲ ହେଇ ବୁଲୁଛି ରୋଷେୟା…!
ନବରଙ୍ଗପୁର : ସ୍କୁଲ କର୍ତ୍ତୃପକ୍ଷ ଙ୍କ ଦାଇତ୍ୱ ହୀନତା ଯୋଗୁ ଆଜି ଭୋକ ରେ ରହିଲେ ସ୍କୁଲ ହଷ୍ଟେଲ ରେ ରହୁଥିବା ୭୨ ଜଣ ଅନ୍ତେବାସୀ l ଘଟଣା ହେଉଛି କିଛି ଏମିତି ପ୍ରଥମାଷ୍ଟମୀ ଉପଲକ୍ଷେ ସରକାରୀ ଛୁଟି ରହିଥିବା ବେଳେ ନବରଙ୍ଗପୁର ସଦର ବ୍ଲକ ବଡ଼ ମସିଗାଁ ପଂଚାୟତ ଅନ୍ତର୍ଗତ ଭଟିଗାଁ ସରକାରୀ!-->…
ତୃତୀୟ ଦିନରେ ପହଞ୍ଚିଛି ଆଉଟ ସୋରସିଂ କର୍ମଚାରୀଙ୍କ କଳା ବ୍ୟାଜ ପରିଧାନ
ଫୁଲବାଣୀ : କନ୍ଧମାଳ ଜ଼ୀଲ୍ଳାରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋରସିଂ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳା ଭାବେ କଳାବ୍ୟାଚ ଧାରଣ କରି ନିଜ ନିଜ ବିଭାଗରେ ସୁଚାରୁ ରୁପେ କାର୍ଯ୍ୟ ତୁଲାଇଛନ୍ତି ଏବଂ ସରକାର ଯଦିଓ ୨୦.୧୧.୨୦୨୨ ତାରିକ୍ଷ ମଧ୍ୟରେ କିଛି ପଦକ୍ଷେପ ନ!-->…