ସିବିଆଇ ପରେ ଟିଏମସି ନେତା ଅନୁବ୍ରତଙ୍କୁ ବାନ୍ଧିଲା ଇଡି

କୋଲକାତା: ଗୋରୁ ଚୋରାଚାଲାଣ ଘଟଣାରେ ପଚରାଉଚରା କରିବା ପାଇଁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି। ପୂର୍ବରୁ ସିବିଆଇ ତାଙ୍କୁ ସମ୍ମାନ ଘଟଣାରେ ପଶ୍ଚିମବଙ୍ଗର ବୀରଭୂମିରୁ ଗିରଫ କରିଥିଲା। ଅନୁବ୍ରତ ହେଉଛନ୍ତି ବୀରଭୂମି ଟିଏମସିର ସଭାପତି।

ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ୧୧ ପ୍ରାର୍ଥୀ

ବରଗଡ଼/ପଦ୍ମପୁର/ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି। ଉପନିର୍ବାଚନ ପାଇଁ ପ୍ରମୁଖ ୩ଟି ଦଳ ସମେତ ୧୧ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି। ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା, ଭାରତୀୟ ଜନତା ପାର୍ଟି

ଲିଭ ଇନ ପାର୍ଟନରଙ୍କୁ ହତ୍ୟା: ଅଫତାବର ହେବ ମିଛ ଧରା ପରୀକ୍ଷା, ରିମାଣ୍ଡ ଅବଧି ବଢ଼ିଲା

ନୂଆଦିଲ୍ଲୀ: ନିଜର ଲିଭ ଇନ ପାର୍ଟନରଙ ଶ୍ରଦ୍ଧା ୱାଲକରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ଅଫତାବ ଅମୀନ ପୁନାୱାଲାର ହେବ ମିଛ ଧରା ପରୀକ୍ଷା। ସେ ବାରମ୍ବାର ନିଜର ବୟାନ ବଦଳାଉଥିବାରୁ ଦିଲ୍ଲୀ ପୁଲିସ୍‌ ତା’ର ମିଛ ଧରା ପରୀକ୍ଷା କରିବାକୁ ଚାହୁଁଥିଲା। ଏଥିପାଇଁ ଆଜି ଦିଲ୍ଲୀର

ଭୁବନେଶ୍ବରରୁ ମୋଷ୍ଟ ୱାଣ୍ଟେଡ ଶିବା ଗିରଫ: ୩ଟା ଥାନାରେ ଥିଲା ୧୫ ମାମଲା

ଭୁବନେଶ୍ବର: ମୋଷ୍ଟ ୱାଣ୍ଟେଡ ଶିବା ଗିରଫ। ରାଜଧାନୀରେ ଚେନ ଝମ୍ପା ଗ୍ୟାଙ୍ଗକୁ ଧରିଲା ଖଣ୍ଡଗିରି ଥାନା ପୁଲିସ। ବାପାଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବ କହି ପାରୋଲୋରେ ଝାରପଡା ଜେଲରୁ ଗତ ଅଗଷ୍ଟ ମାସରେ ଆସିଥିଲା ଶିବା । ସେବେଠୁ ପାରୋଲୋରେ ଆସି ୫ ଜଣଙ୍କ ଚେନ ଛଡାଇ ଫେରାର ଥିଲା ଶିବା।

ସ୍କୁଲ ପରିସରରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି କରି ବିକ୍ରି କରିବା ଘଟଣା, ୨ଜଣ ଶିକ୍ଷକ ନିଲମ୍ବିତ

ଚାନ୍ଦବାଲି: ସ୍କୁଲ ପରିସରରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି କରି ବିକ୍ରି କରିବା ଘଟଣାରେ ଦୁଇ ଶିକ୍ଷକ ନିଲମ୍ବିତ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ତେନ୍ତୁଲିଡ଼ିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ବ୍ଲକ ଶିକ୍ଷାଧିକାରୀ। ପାଖାପାଖି

ଚିକିଟି ହାଇସ୍କୁଲରେ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ଵିଜ୍ଞାପିତ ଅଞ୍ଚଳ ପରିଷଧ ଅନ୍ତର୍ଗତ ସର୍ବ ପୁରାତନ ଚିକିଟି ନୋଡାଲ ହାଇସ୍କୁଲ ପ୍ରତିଷ୍ଠାର ୫୦ବର୍ଷ ପୂର୍ତ୍ତି ଅବସରରେ ପାଳନ କରିବ ସୁବର୍ଣ୍ଣ ଜୟନ୍ତୀ।ତେବେ ଏଇଥିପାଇଁ ବୁଧବାର ସନ୍ଧ୍ୟାରେ ୧୯୭୨ମସିହାରୁ ଏଯାବତ ବିଦ୍ୟାଳୟ ରେ ଅଧ୍ୟୟନ କରିଥିବା ଛାତ୍ର

ସରିଲା ଭୁବନେଶ୍ୱର ବାଲିଯାତ୍ରା: ଚଳିତ ବର୍ଷ ପ୍ରାୟ ୧୮ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବେପାର

ଭୁବନେଶ୍ୱର: ସରିଲା ଭୁବନେଶ୍ୱର ବାଲିଯାତ୍ରା । ୯ଦିନ ଧରି ଜରିପାଟଣା ସ୍ଥିତ କୁଆଖାଇ ନଦୀ ପଠାରେ ଅନୁଷ୍ଠିତ ହୋଇଥିଲା ବାଲିଯାତ୍ରା ମହୋତ୍ସବ । ବାଲିଯାତ୍ରାରେ ଚଳିତ ବର୍ଷ ୧୮ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବେପାର ହୋଇଛି । ବାଲିଯାତ୍ରା ଉଦଯାପନୀ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର

ଗଞ୍ଜାମ ଜିଲ୍ଲାରେ ବିମାନ ବନ୍ଦର ନିର୍ମାଣ ନିମନ୍ତେ ଓଡିଶା ଉନ୍ନୟନ ଫୋରମ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଛତ୍ରପୁର : ଓଡ଼ିଶା ଉନ୍ନୟନ ଫୋରମ୍ ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଗଞ୍ଜାମ ଜିଲ୍ଲାରେ ବିମାନ ବନ୍ଦର ଗ୍ରୀନ ଫିଲ୍ଡ ନିର୍ମାଣ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଭାରତ ସରକାରଙ୍କ ଉଡାଣ ଯୋଜନାରେ ଗଞ୍ଜାମ ଜିଲ୍ଲାର

କଲେଜ୍‌ ଛାତ୍ରୀଙ୍କୁ ରାଗିଂ ଘଟଣା, ୫ ଛାତ୍ରଙ୍କୁ ଗିରଫ କଲା ପୋଲିସ୍‌…

ବ୍ରହ୍ମପୁର, ୧୭।୧୧: ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଛତ୍ରୀ ରାଗିଂ ଘଟଣାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି । ଗତକାଲି ଉକ୍ତ ଘଟଣାରେ ୨ ଛାତ୍ର ଗିରଫ ହୋଇଥିବା ବେଳେ ଆଜି ୩ ଜଣ ଛାତ୍ରଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଗିରଫ ୫ ଜଣ ଛାତ୍ରଙ୍କ

ଆମାକୁଣ୍ତର ପୁନଃରୁଦ୍ଧାର କରିବା ପାଇଁ ଅଣ୍ଟା ଭିଡ଼ିଲେ ଯୁବଗୋଷ୍ଠୀ

ମାଲକାନଗିରି, ୧୭।୧୧ : ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୁହାଯାଏ ମାଲକାନଗିରି ଜିଲ୍ଲାକୁ । ଏହି ଗନ୍ତାଘରର ଅନ୍ୟତମ ସୃଷ୍ଟି ହେଉଛି ଖଇରପୁଟ ବ୍ଲକରେ ଅବସ୍ଥିତ ଆମାକୁଣ୍ଡ । ଯାହାକି ପୁରାଣ ବର୍ଣ୍ଣିତ ରାମାୟଣରେ ମଧ୍ୟ ଉଲ୍ଲେଖ ରହିଛି । କିନ୍ତୁ ଆଜି ଏହା ଅପରିତ୍ୟକ୍ତ ଅବସ୍ଥାରେ ପଡ଼ି