Sign in
Sign in
Recover your password.
A password will be e-mailed to you.
‘ନୋ ମନି ଫର୍ ଟେରର୍’; ଆତଙ୍କବାଦକୁ ନେଇ ବର୍ଷିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ‘ନୋ ମନି ଫର୍ ଟେରର୍’ ସମ୍ମିଳନୀରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାଁ ନେଇ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଯୋଗାଉଥିବା ଦେଶମାନଙ୍କୁ ଟାର୍ଗେଟ୍ କରିଛନ୍ତି । ଆତଙ୍କୀଙ୍କୁ କିଛି ଦେଶ ଫଣ୍ଡିଂ କରୁଛନ୍ତି । ବିଭିନ୍ନ ରାସ୍ତା ଦେଇ ଆତଙ୍କୀ ପାଖରେ ସହାୟତା!-->…
ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ: ବର୍ଷା ଯୋଗୁ ପ୍ରଥମ ମ୍ୟାଚ୍ ବାତିଲ୍
ୱେଲିଂଟନ: ବର୍ଷା ଯୋଗୁ ଧୋଇଗଲା ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚ୍। ଶୁକ୍ରବାର(ନଭେମ୍ବର- ୮) ନ୍ୟୁଜିଲାଣ୍ଡର ସ୍କାଏ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯାଇଥାନ୍ତା। ହେଲେ ବର୍ଷା ଯୋଗୁ ଟସ୍ ପଡ଼ିବା ବିଳମ୍ବ ହୋଇଥିଲା। ଆଉ ଏବେ ଖରାପ ପାଗ!-->…
୫୦୦୦ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଲାଇନ ମ୍ୟାନ କାଳୁ ଚରଣ ପଲାଇ…
ଫୁଲବାଣୀ -୧୮/୧୧ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଟିପିଏସଓ ଡିଏଲର ଲାଇନ ମ୍ୟାନ କାଳୁ ଚରଣ ପଲାଇ ନୂତନ ବିଦ୍ୟୁତ ସଂଯୋଗ ଦେବା ପାଇଁ ଶୁକ୍ରବାର ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ଟଙ୍କା ଜବତ କରିବା ସହ ଗିରଫ କରିଥିଲେ ।!-->!-->!-->…
ପୋଲିସ କବ୍ଜାରେ ୩ ଅଭିଯୁକ୍ତ ଚୋର ଗିରଫ, ଚୋରି ସାମଗ୍ରୀ ଜବତ…
ହିଞ୍ଜିଳିକାଟୁ : ୧୮।୧୧: ହିଞ୍ଜିଳି ଥାନା ଅଞ୍ଚଳରେ ବହୁ ଚୋରି ଘଟଣାରେ ପୋଲିସ ଏକ ପେଷାଦାର ଚୋର କୁ ଧରିବା ସହ ଵହୁ ଚୋରି ସାମଗ୍ରୀ ଜବତ କରିଛି ଗତ ଦୁଇ ମାସ ତଳେ ହିଞ୍ଜିଳି ଥାନା ଅଞ୍ଚଳର ସମରଝୋଳ ଛକ କାଳୀ ମନ୍ଦିର ରେ ୧୮।୭ ।୨୨ ଓ ପୋଚିଲିମା ପଚାଂୟତ କାର୍ଯ୍ୟାଳୟରୁ ଚୋରି ହୋଇଥିବା ନେଇ!-->…
୪ର୍ଥ ଦିନରେ ପହଞ୍ଚିଲା ଆଉଟ ସୋସିଂ କର୍ମଚାରୀ କଳା ବ୍ୟାଜ ପରିଧାନ…
ଫୁଲବାଣୀ :-କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଠାରୁ ଆରମ୍ଭ କରି ସଦର ମହକୁମା ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ ଦପ୍ତରରେ ଆଉଟସୋରସିଂ ମାଧ୍ୟମରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳାର ସହ କଳାବ୍ୟାଚ ଧାରଣ କରି ନିଜ ନିଜ ବିଭାଗରେ ସୁଚାରୁ ରୁପେ କାର୍ଯ୍ୟ ତୁଲାଇଛନ୍ତି ଏବଂ!-->!-->!-->…
ବଙ୍ଗାଳି ଭାଷାରେ ଶିକ୍ଷକ ନିଯୁକ୍ତି କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଲା ଜିଲ୍ଲା ବଙ୍ଗାଳି ସମାଜ…
ମାଲକାନଗିରି : ଜିଲ୍ଲା ବଙ୍ଗାଳି ସମାଜ ପକ୍ଷରୁ ମାଲକାନଗିରି ବଙ୍ଗାଳି ସାମଜ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମ୍ବର୍ଦ୍ଧନା କୁ ନେଇ ଧନ୍ୟବାଦ ଦେଲେ ଜିଲ୍ଲା ବଙ୍ଗାଳି ସମାଜର ପୁରୋଧା । ଦୀର୍ଘ ଦିନଧରି ମାଲକାନଗିରି ରେ ବସବାସ କରୁଥିବା ବହୁ ବଙ୍ଗୀୟଙ୍କ ସ୍ବପ୍ନ ସାକାର!-->!-->!-->…
ମନ୍ଦିର ନିର୍ମାଣ କୁ ନେଇ କାଳିବାଡ଼ି ସମିତିର ଏକ ସାଧାରଣ ବୈଠକ…
ଉମରକୋଟ :- ନବରଙ୍ଗପୁର ଜ଼ିଲ୍ଲା ସଦର ରାଇଘର ବ୍ଲକ ଅନ୍ତର୍ଗତ କୋଦଭାଟା ସାହିରେ ଥିବା କାଳୀମନ୍ଦିର ବର୍ତ୍ତମାନ ଯାଏ କାମ ଅସମ୍ପୂର୍ଣ୍ଣ ରହିଛି ଏହାକୁ କିପରି ଅତି ଶୀଘ୍ର ସମ୍ପୂର୍ଣ୍ଣ କରାଯିବା ତାହାକୁ ନେଇ କାଳିବାଡ଼ି ମନ୍ଦିରର ସଭାପତି ଦୀପକ ବାଡ଼ଇ ଏକ ଜରୁରୀ କାଳୀନ ବୈଠକର ଆୟୋଜନ!-->…
ଧାନ ଗଦାରେ ନିଆଁ ଲାଗି ବିପୁଳ ପରିମାଣରେ ଧାନ ନଷ୍ଟ…
ଚିତ୍ରକୋଣ୍ଡା: ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଟନେଲକ୍ୟାମ୍ପ ପଞ୍ଚାୟତ ପରିଜାଗୁଡା ଗ୍ରାମରେ ଘଟିଛି ଏକ ଅଭାବନିୟ ଘଟଣା l ମିଳିଥିବା ସୂଚନା ଅନୁଯାୟୀ ସେହି ଗ୍ରାମର କିଛି ପିଲା ଗ୍ରାମ ନିକଟସ୍ଥ ନାଳରୁ ମାଛ ମାରି ଆଣି ଧାନ ଖଳା ନିକଟରେ ଭୋଜି କରୁଥିଲେ ହଠାତ!-->!-->!-->…
ଦାରିଙ୍ଗବାଡ଼ି ତାପମାତ୍ରା ୧୦ ଡିଗ୍ରୀ ସେଲସିଅସ, ଖସୁଛି ପାରଦ, ବଢୁଛି ଶୀତ
ଦାରିଙ୍ଗବାଡ଼ି, ୧୭/୧୧ : ଦାରିଙ୍ଗବାଡ଼ିରେ ଶୀତ ବଢି ଚାଲିଛି । ଧୀରେ ଧୀରେ ତାପମାତ୍ରା ନିମ୍ନଗାମୀ ହେବାରେ ଲାଗିଛି । ଆଜି ତାପ ମାତ୍ରା ୧୦ଡିଗ୍ରୀ ସେଲସିଅସ ଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ରହିଛି। ଗତ କାଲି ତାପମାତ୍ରା ୧୦.୫ ଡିଗ୍ରୀ ସେଲସିଅସ ରହିଥିବା ବେଳେ ଗତ ମଙ୍ଗଳ ବାଦିନ ୧୨!-->…
ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା : ଦୁଇ ଶହ କଂଗ୍ରେସ ଓ ବିଜେପି କର୍ମୀ ବିଜେଡ଼ିରେ ସାମିଲ
ଦାରିଙ୍ଗବାଡ଼ି, ୧୭/୧୧, (ନିପ୍ର) : ବିଜୁ ଜନତା ଦଳ ର ଜନ ସମ୍ପର୍କ ପଦଯାତ୍ରା ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ଘରେ ଘରେ ପହଞ୍ଚାଇବା ହି ଏହି ଜନ ସମ୍ପର୍କ ପଦଯାତ୍ରା ର ମୁଖ୍ୟ ଉଦେଶ୍ୟ। ଏହି ଅବସରରେ!-->!-->!-->…