କଳାବ୍ୟାଚ ପରିଧାନ କରି ପ୍ରତିବାଦ

ଛତ୍ରପୁର : ଓଡିଶା ସରକାରୀ ଆଉଟସୋରସିଂ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଲା କମିଟିର ଅ।।ହ୍ୱାନ କ୍ରମେ ଶୁକ୍ରବାର ଛତ୍ରପୁର ବ୍ଲକର କାର୍ଯ୍ୟରତ ଆଉଟସୋରସିଂ କର୍ମଚାରୀ ମାନେ ଓଡିଶାର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ

୨୨ ବର୍ଷ ତଳର ବଧୂହତ୍ୟା ମାମଲାର ୩ ଆରୋପି ଗିରଫ

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ୩ ଜଣ ଆରୋପି ବା କନଭିକ୍ସନ୍ ଆସାମୀଙ୍କୁ ଓ୍ବାରେଣ୍ଟି ବଳରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ତ୍ରୟ ହେଲେ ସୁବାସ ଭୂୟାଁ , କନକ ଭୂୟାଁ ଓ ପ୍ରଦୀପ କୁମାର ଭୂୟାଁ । ଏ ନେଇ ଏସସି ନଂ ୨୦/୧୯୯୯ରେ ଏକ

୩ଦିନ ଧରି ବିଏସଏନଏଲ ନେଟୱର୍କ ସେବା ନପାଇ ହନ୍ତସନ୍ତ ଵ୍ରହ୍ମଣୀଗାଁ ଅଞ୍ଚଳ ବାସୀ

ଦାରିଙ୍ଗବାଡ଼ି, ୧୮/୧୧ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀଙ୍କ ପାଇଁ ଏକମାତ୍ର ସାହା ଭରସା ବିଏସଏନଏଲ ନେଟୱର୍କ ସେବା। ହେଲେ ଗତ ୧୬/୧୧/୨୨ତାରିଖ ଠାରୁ ୧୮/୧୧ ରିଖ ଯାଏ ୩ଦିନ ଧରି ବିଏସଏନଏଲ ନେଟୱର୍କ ସେବା ନ ପାଇ ହଇରାଣ ହରକତ ହୋଇ ନାହିଁ ନଥିବା

ଇକସ ପକ୍ଷୁରୁ ଚକ୍ଷୁ ଚିକିତ୍ସା ଶିବିର

ଦାରିଙ୍ଗବାଡ଼ି,୧୮/୧୧ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତର ସୀମାନ୍ତ ବର୍ତ୍ତି ଗଜପତି ଜିଲା ମୋହନା ବ୍ଲକର ପାଣିଗଣ୍ଡା ଗ୍ରାମ ପଞ୍ଚାୟତର ରାଇଗଣ୍ଡା ସ୍ଥିତ କମ୍ୟୁନିଟି ସେଣ୍ଟର ରେ ବ୍ରହ୍ମପୁର ଇକସ ମେଡ଼ିକାଲ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର

୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବେଲପଡ଼ା ତହସିଲ ସେକ୍ସନ ଅଫିସର

ବଲାଙ୍ଗିର : ୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ତହସିଲ ସେକ୍ସନ ଅଫିସର। ବଲାଙ୍ଗିର ବେଲପଡ଼ା ତହସିଲ ସେକ୍ସନ ଅଫିସର ଯୁଗଳ କିଶୋର ରାଉତ ଲାଞ୍ଚ ନେଇ ଧରାପଡିଛନ୍ତି। ଏକ ଜମିଜମା ମାମଲାରେ ଅଭିଯୋଗକାରୀଙ୍କ ସପକ୍ଷରେ ତହସିଲଦାରଙ୍କ ନିର୍ଦ୍ଦେଶ କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ।

ଡିଏସ୍‌ପିରୁ ଅତିରିକ୍ତ ଏସ୍‌ପିକୁ ପଦୋନ୍ନତି ବିଜ୍ଞପ୍ତି ଉପରେ ରହିତାଦେଶ, କାର୍ଯ୍ୟାନୁଷ୍ଠାନ ନନେବାକୁ OPSCକୁ HCଙ୍କ…

ଭୁବନେଶ୍ଵର: ଡିଏସ୍‌ପିରୁ ଅତିରିକ୍ତ ଏସ୍‌ପିକୁ ପଦୋନ୍ନତି ବିଜ୍ଞପ୍ତି ଉପରେ ରହିତାଦେଶ ଜାରି। ଓପିଏସସି ପକ୍ଷରୁ ଜାରି ବିଜ୍ଞପ୍ତି ଉପରେ ରହିତାଦେଶ ଦେଲେ ଉଚ୍ଚ ନ୍ୟାୟାଳୟ। ପରବର୍ତ୍ତୀ ଶୁଣାଣି ଯାଏଁ ଓପିଏସସି କିଛି କାର୍ଯ୍ୟାନୁଷ୍ଠାନ ନନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପଦ୍ମପୁର ଉପ ନିର୍ବାଚନ: ୧୧ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର କାଏମ, ଦୁଇ ଜଣଙ୍କ ନାକଚ

ଭୁବନେଶ୍ଵର: ପଦ୍ମପୁର ଉପ ନିର୍ବାଚନ ପାଇଁ ଆଜିଠୁ ପ୍ରଚାର ପର୍ବ ଜୋରସୋରରେ ଆରମ୍ଭ ହୋଇଛି। ଶୁକ୍ରବାର ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ବି ସରିଛି। ପ୍ରାର୍ଥୀପତ୍ର ଦାଖଲ କରିଥିବା ୧୩ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ବିଜେପି, ବିଜେଡି ଏବଂ କଂଗ୍ରେସ ତିନି ପ୍ରମୁଖ

ଚଣ୍ଡିଖୋଲ ଛକରେ ସିରିଜ ଦୁର୍ଘଟଣା, ଫିଲ୍ମ ଷ୍ଟାଇଲରେ ଓଲଟିଲା କାର୍

ଚଣ୍ଡୀଖୋଲ ୧୮/୧୧: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକରେ ସିରିଜ ଦୁର୍ଘଟଣା । NH16 ଚଣ୍ଡିଖୋଲ ଛକ ନିକଟରେ ଏକ କାରଟି ଅନ୍ୟ ଏକ କାର୍ ସହ ଧକା ଦେଇଥିଲେ । ଯାହା ଫଳରେ ଅନ୍ୟ ଏକ କାରଟି ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ସ୍କର୍ପିଓରେ ଧକା ଦେଇ ଓଲଟି ପଡିଥିଲା । ଯାହା ଫଳରେ ତିନୋଟି ଗାଡି

ବାଲେଶ୍ୱରରେ ହତ୍ୟା, ଛତାବରରୁ ମିଳିଲା କଟାମୁଣ୍ଡ

ବାଲେଶ୍ୱର ୧୮/୧୧: ଖାନନଗରରେ ଗତ ୬ ତାରିଖ ହୋଇଥିବା ହତ୍ୟାକାଣ୍ଡରେ ମୃତ ଯୁବକଙ୍କ କଟାମୁଣ୍ଡ ମିଳିଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଛତାବର ଛକରୁ ଗୁରୁବାର କଟାମୁଣ୍ଡ ଜବତ କରିଛି ବାଲେଶ୍ୱର ସଦର ଥାନା ପୋଲିସ । ପାଣିକୋଇଲି ପୂର୍ବରୁ ଛତାବର

ବଢିବ ବିଧାୟକଙ୍କ ଦରମା

ଭୁବନେଶ୍ୱର ୧୮/୧୧: ବଢିବ ବିଧାୟକଙ୍କ ଦରମା । ବିଧାନସଭାର ଉପଦେଷ୍ଟା କମିଟି ଏନେଇ ବିଚାର ବିମର୍ଶ କରୁଛି । ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା ୨ ଲକ୍ଷରୁ ଅଢେଇ ଲକ୍ଷ ରହିଛି । ଓଡ଼ିଶାରେ ବିଧାୟକଙ୍କ ଦରମା କମ ରହିଛି । ସବୁ ମିଶିକି ୯୮ ହଜାର ବିଧାୟକମାନେ ପାଉଛନ୍ତି । ଖୁବଶୀଘ୍ର ଦରମା