Sign in
Sign in
Recover your password.
A password will be e-mailed to you.
‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନକୁ ଟିକସ ମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି। ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଜଣେ ଯୁବ!-->…
ଶ୍ରଦ୍ଧାଙ୍କୁ ନିୟମିତ ପିଟୁଥିଲା ଅଫତାବ, ୩ ଦିନ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା
ମୁମ୍ବାଇ: ଲିଭ ଇନ ପାର୍ଟନର ଅଫତାବ ପୁନାୱାଲା ଦ୍ୱାରା ହତ୍ୟାର ଶିକାର ହୋଇଥିବା ଶ୍ରଦ୍ଧା ୱାଲକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଦିଲ୍ଲୀରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାର ତଦନ୍ତ ଯେମିତି ଆଗକୁ ଯାଉଛି, ସେତିକି ରୋଚକ ତଥ୍ୟ ଲୋକଙ୍କ ପାଖରେ ପହଞ୍ଚୁଛି।
ତଦନ୍ତରୁ ଜଣାପଡ଼ିଛି!-->!-->!-->…
ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଯୁଗ, ଇଶ୍ରୋ ପଠାଇଲା ପ୍ରଥମ ଘରୋଇ ରକେଟ
ନୂଆଦିଲ୍ଲୀ: ଇଶ୍ରୋର ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଯୁଗର ଆରମ୍ଭ। ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍ର ସଫଳତାର ସହ ଉତକ୍ଷେପଣ ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରୁ ଏହି ରକେଟ ଉତକ୍ଷେପଣ ହୋଇଛି। ହାଇଦ୍ରାବାଦ ଭିତ୍ତିକ ସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୁଟ୍!-->…
ଜାତିସଙ୍ଘରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ଭାରତ ଦେଲା କଡ଼ା ଜବାବ
ପାକିସ୍ତାନ ପୁଣି ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ଏହାର କଡ଼ା ଜବାବ ଦେଇଛି । ଜାତିସଂଘର ସ୍ଥାୟୀ ମିଶନରେ କାଉନସିଲର ଥିବା ଭାରତୀୟ ପ୍ରତିନିଧି ପ୍ରତୀକ ମାଥୁର କହିଛନ୍ତି, ପାକିସ୍ତାନର ଏକ ପ୍ରତିନିଧି ଜାତିସଂଘରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି । ଏହି ପ୍ରସଙ୍ଗ!-->…
ପ୍ରକାଶ ପାଇଲା UPSC ୨୦୨୨ ରେଜଲ୍ଟ: ରୁବିନ୍ ସିଂ ଏନ୍ଡିଏ ଟପ୍ପର, ଦେଖନ୍ତୁ ଶ୍ରେଷ୍ଠ ୧୦ ତାଲିକା
ସଂଘ ଲୋକ ସେବା ଆୟୋଗ (UPSC) ୟୁପିଏସ୍ସି ଏନ୍ଡିଏ, ଏନ୍ଏ ଫାଇନାଲ ପରୀକ୍ଷା ଫଳ ୨୦୨୨ ଜାରି କରିଛି। ୟୁପିଏସ୍ସି ଏନ୍ଡିଏ ପରୀକ୍ଷାରେ ସାମିଲ ହୋଇଥିବା ଆଶାୟୀମାନେ ଆୟୋଗର ଅଫିସିଆଲ େଓ୍ଵବ୍ସାଇଟ upsc.gov.in ରେ ଭିଜିଟ୍ କରି ମେରିଟ୍ ତାଲିକା ଚେକ୍ କରି ପାରିବେ। ଜାରି ହୋଇଥିବା!-->…
ରୁଷିଆ-ୟୁକ୍ରେନ ଯୁଦ୍ଧ: ସଡ଼କ ଉପରେ କାର ଯିବା ସମୟରେ ହଠାତ୍ ଉଡ଼ିଗଲା କାର
ରୁଷ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ଧରୁନି। ପ୍ରାୟ ପ୍ରତ୍ୟେକ ଦିନ ଏହାର ଅନେକ ଅଘଟଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ଏକ ଭିଦିଆ ଭାଇରାଲ ହେଉଛି ଯେଉଁଠି ରାସ୍ତାରେ କାର ଯାଉଥିବା ବେଳେ ହଠାତ୍ ଏକ କ୍ଷେପଣାସ୍ତ୍ର ଆସି ପଡ଼ିଲା ଏବଂ ଉପରକୁ ଉଠି ଗଲା କାର।
ଋଷ ୟୁକ୍ରେନ!-->!-->!-->…
ଯଶୋଦା ଫାଉଣ୍ଡେସନ ପକ୍ଷରୁ ଅସହାୟ ମହିଳାଙ୍କୁ ଶୀତବସ୍ତ୍ର ବଣ୍ଟନ
ଛତ୍ରପୁର : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବଉଳଗାଁ ପଂଚାୟତର ରୁକୁଣୀ ଗାଁ ରେ ଏକ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନ୍ ର ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରହିତରେ ଅନୁଷ୍ଠିତ ଏହି!-->…
ବାଲିଯାତ୍ରାକୁ ନେଇ ଉଠିଲା ବିବାଦ, ଯାତ୍ରାର ସଂପୂର୍ଣ୍ଣ ଆୟବ୍ୟୟର ସ୍ପେଶାଲ ଅଡିଟ କରାଯାଉ: ପ୍ରଭାତ ତ୍ରିପାଠୀ
କଟକ: ଗତକାଲି ଶେଷ ହୋଇଥିବା ଐତିହାସିକ ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ଯକ୍ରମ କରିଥିବା ନେଇ ଅଭିଯୋଗ । ଏହି ପ୍ରଶ୍ନ ଉଠାଇଛି ଉଭୟ ମହାନଗର ପୂଜା କମିଟି ଓ ଶାନ୍ତି କମିଟି। ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ କହିଛନ୍ତି, ସମ୍ପୂର୍ଣ୍ଣ ବାଲିଯାତ୍ରାକୁ!-->…
ସମବାୟ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ମାଲକାନଗିରି ଗସ୍ତ ଜିଲ୍ଲାର ବିଭିନ୍ନ ଉନ୍ନୟନ କାମ ନେଇ କଲେ ସମୀକ୍ଷା
ମାଲକାନଗିରି : ଆଜି ରାଜ୍ୟ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢା ତିନିଦିନିଆ ମାଲକାନଗିରି ଗସ୍ତରେ ଆସିଛନ୍ତି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାର ଉନ୍ନୟନ ନେଇ ସମୀକ୍ଷା କରିଥିବା ବେଳେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ, ଖଣ୍ଡୀୟ ବନ ଅଧିକାରୀ ,ଶ୍ରୀ ପ୍ରତାପ!-->…
କଳାବ୍ୟାଚ ପରିଧାନ କରି ପ୍ରତିବାଦ
ଛତ୍ରପୁର : ଓଡିଶା ସରକାରୀ ଆଉଟସୋରସିଂ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଲା କମିଟିର ଅ।।ହ୍ୱାନ କ୍ରମେ ଶୁକ୍ରବାର ଛତ୍ରପୁର ବ୍ଲକର କାର୍ଯ୍ୟରତ ଆଉଟସୋରସିଂ କର୍ମଚାରୀ ମାନେ ଓଡିଶାର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ!-->…