ସବରକରଙ୍କୁ ନେଇ ଏମଭିଏରେ ଫାଟ ! 

ମୁମ୍ବାଇ: ହିନ୍ଦୁବାଦୀ ନେତା ବିନାୟକ ସବରକରଙ୍କୁ ନେଇ ମହାରାଷ୍ଟ୍ରରେ କଂଗ୍ରେସ-ଶିବସେନା(ଉଦ୍ଧବ ଗୋଷ୍ଠୀ) ଓ ଏନସିପିକୁ ନେଇ ଗଠନ ହୋଇଥିବା ମହା ବିକାଶ ଅଘାଡ଼ି(ଏମଭିଏ) ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ସବରକର ଇଂରେଜମାନଙ୍କୁ କ୍ଷମା ମାଗି ଜେଲରୁ ମୁକ୍ତ ହୋଇଥିବା କଂଗ୍ରେସ ସାଂସଦ ରାହୁଲ

ନୂଆ ପଲିସି ଆଣିଲା ଟ୍ୱିଟର୍‌

ନୂଆଦିଲ୍ଳୀ: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ୱିଟର୍‌କୁ କିଣିବା ପରେ ଗୋଟିଏ ପରେ ଗୋଟିଏ ବଡ ନଷ୍ପତ୍ତି ନେଉଛନ୍ତି। ଏବେ ଟ୍ୱିଟର୍‌ ନୂଆ ପଲିସି ଘୋଷଣା କରିଛନ୍ତି ଏଲନ ମସ୍କ। ଟ୍ୱିଟର୍‌ର ମାଲିକାନା ନେବା ପରେ ଏହାକୁ ନୂଆ ରୂପ ଦେବାକୁ ସେ ପ୍ରୟାସ କରୁଛନ୍ତି।ନିଜେ ଏଲନ୍ ମସ୍କ

ଗୁଣ୍ଡୁରୀଗୁଡା ଠାରେ ସରକାରୀ ଜମିରେ ଜବରଦଖଲ ମାମଲା : ଉଛେଦ କଲା ଜିଲ୍ଲା ପ୍ରଶାସନ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗୁଣ୍ଡୁରୀଗୁଡା ଠାରେ ଥିବା ପ୍ରାୟ୨ଏକର ସରକାରୀ ଜମିରେ କିଛି ମାସ ହେବ ୭ ଜଣ ପରିବାର ବାସ କରୁଥିଲେ । ଯେହେତୁ ଏହି ଜମି ସରକାରୀ ଅଟେ ତେଣୁ ଏହି ଜମି ଖାଲି କରିବା ପାଇଁ ମୁନ୍ସୀପାଲଟି ତରଫରୁ ଏହି ବ୍ୟକ୍ତି ମାନଙ୍କୁ ନୋଟିସ ମଧ୍ୟ ଜାରି ହୋଇଥିଲା।

୩୦ ଏକର ଜମିର ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ…

ଚିତ୍ରକୋଣ୍ଡା : ପୋଲିସ,ଅବକାରୀ ବିଭାଗ, ଡି ଭି ଏଫ ମିଳିତ ଚଢଉ ରେ ୩୦ ଏକର ଜମିରେ ପ୍ରାୟ ୩୮,୦୦୦ ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି।ଆଉ କିଛି ଦିନ ଗଲେ ଗଞ୍ଜେଇ ଅମଳ ହେବ।ଏହା ପୂର୍ବରୁ ଏହି ଗଞ୍ଜେଇ ଗଛକୁ ମୂଳ ପଛ କରିବାକୁ ଅଣ୍ଟା ଭିଡ଼ିଲେନି ଜିଲ୍ଲା ପ୍ରଶାସନ,ପୋଲିସ ବିଭାଗ,ଅବକାରୀ

ବିଶିଷ୍ଟ ସମାଜସେବୀ ତାରିଣୀ ବେହେରାଙ୍କ ପତ୍ନୀ ବିୟୋଗ

ଫୁଲବାଣୀ : ବିଶିଷ୍ଟ ସମାଜସେବୀ ତଥା ଆଦର୍ଶ ପ୍ରଧାନ ଶିକ୍ଷକ ଜନସେବକ ତାରିଣୀ ଚରଣ ବେହେରାଙ୍କ ଧର୍ମପତ୍ନୀ ସରସ୍ଵତୀ ବେହେରାଙ୍କ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିଲା l ସୁସ୍ଥାବସ୍ତାରୁ ହଠାତ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା l ସେଠାରେ

ଶିଶୁ ମନ୍ଦିରରେ ବିଂଶତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ଚିତ୍ରକୋଣ୍ଡା (୧୮/୧୧) : କରୋନା କଟକଣା ନିମନ୍ତେ ଦୀର୍ଘ ଦୁଇ ତିନି ବର୍ଷ ହେଲା ବିଦ୍ୟାଳୟ ରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ବାଧାପ୍ରାପ୍ତ ହୋଇ ପଡିଥିଲା । ଚଳିତ ବର୍ଷ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଂଶତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ଚିତ୍ରକୋଣ୍ଡାରେ ସ୍ୱାଭିମାନ ଅଞ୍ଚଳ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଚିତ୍ରକୋଣ୍ଡା (୧୮/୧୧) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆନୁକୂଲ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଉପାନ୍ତ ପଣଷପୁଟ ପଞ୍ଚାୟତ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଭୀମଭୋଇ

କୁଇ ସାମାଜ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ : ୧୭ ଦଫା ଦାବିପୂରଣ ନେଇ କୁଇ ସମାଜ ସେବା ସମିତି ପକ୍ଷରୁ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ କୁଇ ସମାଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଦାବୀ ମଧ୍ୟରେ ରହିଛି ଜଙ୍ଗଲ ଜମି ପଟ୍ଟା, ମେଡିକାଲ କଲେଜକୁ ସ୍ଥାନୀୟ ଆଦିବାସୀ ନେତାଙ୍କ ନାମରେ ନାମିତ କରିବା,

କଟକ ବାରବାଟୀ ଷ୍ଟାଡିୟମ ସମେତ ୫ଟି ସହରରେ ହେବ ହକି ବିଶ୍ବକପ୍‌ ଉତ୍ସବ, ରାଉରକେଲାରେ ଗଡ଼ିବ ମୋ ବସ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରୁଷ ହକି ବିଶ୍ବକପ୍ ପ୍ରତିଯୋଗିତା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରାଯାଇଥିଲା। ପୁରୁଷ ବିଶ୍ବକପ୍‌ ହକି-୨୦୨୩ ଭୁବନେଶ୍ବର ଓ ରାଉରକେଲାରେ