Sign in
Sign in
Recover your password.
A password will be e-mailed to you.
ଧାରା ୩୭୦ ଉଚ୍ଛେଦ ବିରୋଧୀ ଆବେଦନ ଶୁଣାଣି ଲାଗି ୫ ବିଚାରପତିବିଶିଷ୍ଟ ଖଣ୍ଡପୀଠ ପୁନର୍ଗଠନ ପାଇଁ ସୁପ୍ରିମ୍ କୋର୍ଟ…
ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଚାଲେଞ୍ଜ୍ କରି ଦାଏର କରାଯାଇଥିବା ଆବେଦନଗୁଡ଼ିକୁ ଗ୍ରୀଷ୍ମ ଅବକାଶ ପରେ ତାଲିକାଭୁକ୍ତ କରି ଶୁଣାଣି କରିବା ଲାଗି ଆଜି ସୁପ୍ରିମ୍ କୋର୍ଟ ରାଜି ହୋଇଛନ୍ତି।ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଧାରା ୩୭୦କୁ!-->…
ହନୁମାନ ଚାଳିଶା ବିବାଦ ପାଇଁ ‘ବିଜେପି’ର ବିଭ୍ରାନ୍ତିକର ବିଚାରଧାରା ଦାୟୀ: ଶିବସେନା ମୁଖପତ୍ର ‘ସାମ୍ନା’
ମୁମ୍ବାଇ: ହନୁମାନ ଚାଳିଶା ବିବାଦ ପାଇଁ ‘ବିଜେପି’ର ବିଭ୍ରାନ୍ତିକର ବିଚାରଧାରା ଦାୟୀ ବୋଲି ଆଜି ଶିବସେନାର ମୁଖପତ୍ର ‘ସାମ୍ନା’ ଉଲ୍ଲେଖ କରିଛି।‘ସାମ୍ନା’ ଅଭିଯୋଗ କରିଛି ଯେ, ‘ମହା ବିକାଶ ଆଘାଡ଼ି’ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ହତାଶିଆ ଉଦ୍ୟମ ଭାବେ ‘ବିଜେପି’ ହନୁମାନ ଚାଳିଶା!-->…
ପୁଣିଥରେ ଫ୍ରାନ୍ସର ରାଷ୍ଟ୍ରପତି ହେଲେ ଇମାନୁଏଲ ମାକ୍ରନ
ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଫ୍ରାନ୍ସରେ ଶାସନ କ୍ଷମତାର ପୁଣି ଥରେ ମଙ୍ଗ ଧରିଛନ୍ତି ଇମାନୁଏଲ ମାକ୍ରନ୍। ଗତକାଲି ଅନୁଷ୍ଠିତ ନିର୍ବାଚନରେ ସେ ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦୀ ତଥା ଦକ୍ଷିଣପନ୍ଥୀ ନେତ୍ରୀ ଲି ପେନ୍ଙ୍କ!-->…
ହନୁମାନ ଚାଳିଶା ପାଠ କରିବା କ’ଣ ଦେଶଦ୍ରୋହ ? ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଫଡ଼ନାଭିସ୍
ମୁମ୍ବାଇ: ହନୁମାନ ଚାଳିଶା ପାଠ ବିବାଦରେ ରାଜନେତା ଦମ୍ପତି ନବନୀତ ଏବଂ ତାଙ୍କ ସ୍ୱାମୀ ରବିଙ୍କ ଗିରଫଦାରୀକୁ ପ୍ରବଳ ବିରୋଧ କରାଯାଇଛି। ଉଭୟଙ୍କ ବିରୋଧରେ ରୁଜୁ ହୋଇଥିବା ଦେଶ ଦ୍ରୋହୀ ମାମଲାକୁ ନେଇ ମଧ୍ୟ ମହାରାଷ୍ଟ୍ରରେ ରାଜନୀତିକ ଝଡ଼ ସୃଷ୍ଟି ହୋଇଛି। ଶାସକ ଶିବସେନାକୁ ନିଶାନା କରିଛନ୍ତି!-->…
ସୀମାନ୍ତରେ ମାଓ ତାଣ୍ଡବ ଯାତ୍ରୀବାହୀ ବସ ଜାଳିଲେ ମାଓବାଦୀ…
ମାଲକାନଗିରି : ମାଲକାନଗିରି ସୀମାରେ ପୁଣି ମାଓ ତାଣ୍ଡବ । ଯାତ୍ରୀ ବାହି ବସ ରେ ଯାତ୍ରୀଙ୍କୁ ବାହାର କରି ଲଗେଇଲେ ନିଆ । ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶ କୋଣ୍ଟା ଠାରୁ ୧୫ କିଲୋମିଟର ଦୁରରେ ଏକ ଯାତ୍ରୀବାହୀ ବସ ରେ ମାଓବାଦୀ ମାନେ ନିଆଁ ଲଗେଇ ଦେଇଛନ୍ତି । ସୂଚନା ଅନୁଯାୟୀ!-->!-->!-->…
ନେତାଜୀ ସୁଭାଷ ବୋଷ ଜୁନିୟର କଲେଜରେ ଇତିହାସ କଂଗ୍ରେସ୍ ଉଦ୍ଘାଟିତ…
ଫୁଲବାଣୀ:- କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଜୁନିୟର କଲେଜରେ କନ୍ଧମାଳ ଜିଲ୍ଲା ଇତିହାସ କଂଗ୍ରେସ ଡଃ. ସୁନୀଲ କୁମାର ପାତ୍ର ଅଧିକ୍ଷକଙ୍କ ସଭାପତିତ୍ବରେ ଅୟୋଜିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡଃ. ମନ୍ମଥ ପାଢୀ ପୂର୍ବତନ କୁଳପତି!-->…
ମାଲକାନଗିରି ବିଛିନ୍ନାଞ୍ଚଳ ଉନ୍ନୟନ ସଂଘ ପକ୍ଷରୁ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ବିଭିନ୍ନ ସ୍ଥାନରେ ମାଓ ବିରୋଧୀ…
ଚିତ୍ରକୋଣ୍ଡା-: ମାଲକାନଗିରି ବିଛିନ୍ନାଞ୍ଚଳ ଉନ୍ନୟନ ସଂଘ ପକ୍ଷରୁ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଝୁଲା ବ୍ରିଜ (ସାରକୁବନ୍ଧ) ଭଳି ବିଭିନ୍ନ ସ୍ଥାନରେ ମରାଯାଇଥିବା ଦେଖିବାକୁ ମିଳୁଛି ମାଓ ବିରୋଧୀ ପୋଷ୍ଟର l ଉକ୍ତ ପୋଷ୍ଟର ମୁତାବକ ମାଓବାଦୀ ମାନେ ବିଭଳି!-->…
ମା ତାରାତାରିଣୀ ମନ୍ଦିରରେ ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟିକୁ ସ୍ଥାପନ
ଛତ୍ରପୁର (୨୪/୦୪) : ମା ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଆସନ୍ତା ମେ ମାସ 15 ରୁ 20 ତାରିଖ ମଧ୍ୟରେ ହେବାକୁ ଦିନ ଧାର୍ଯ୍ୟ ଜିଲ୍ଲପାଳ ସମସ୍ତ ସେବାୟତ, ପଣ୍ଡିତ ଏବଂ ବିଭାଗୀୟ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ବୈଠକ ହୋଇ ଏହା ସ୍ଥିରୀକୃତ କରାଯାଇଥିଲା | ତେଣୁ ଆଜି ମନ୍ଦିର ପ୍ରତିଷ୍ଠା ର!-->…
ଏପ୍ରିଲ୍ ୨୭ରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ
ଭୁବନେଶ୍ୱର: ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ବ୍ରିଟିଶମାନଙ୍କ ବିରୁଦ୍ଧରେ ଓଡ଼ିଶାର ଖୋର୍ଦ୍ଧାରୁ ଆରମ୍ଭ ହୋଇଥିଲା। ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଦିଲ୍ଲୀର ବିଜ୍ଞାନ ଭବନରେ ମତବ୍ୟକ୍ତ!-->…
ରାଜ୍ୟରେ ଆଜି ୪୦ ଡିଗ୍ରୀ ଉପରେ ୨୮ ସହର, ସୋନପୁର ସବୁଠୁ ଉତ୍ତପ୍ତ, ୫ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଅସହ୍ୟ ଗରମ ଯୋଗୁ ସାରା ରାଜ୍ୟରେ ଲୋକମାନେ ଏବେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ସୂର୍ଯ୍ୟ ତାପ ଓ ଝାଞ୍ଜି ମାଡ଼ରେ ସାରା ରାଜ୍ୟ ବର୍ତ୍ତମାନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଅଧିକ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟର ୫ଟି ଜିଲ୍ଲାକୁ ହିଟ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି। ହିଟ!-->…