Sign in
Sign in
Recover your password.
A password will be e-mailed to you.
OAS ସ୍ତରରେ ଅଦଳବଦଳ
ଭୁବନେଶ୍ୱର ୧୯।୧୧ : ଓଡ଼ିଶା ପ୍ରାଶାସନିକ ସେବା (ଓଏଏସ୍)ର ୫ଜଣ ଅଧିକାରୀଙ୍କ ବଦଳି କରାଯାଇଛି । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ ସଚିବ ତଥା ଏବେ ସାଧାରଣ ପ୍ରଶାସନ ବିଭାଗର ଯୋଗ ଦେଇଥିବା ଅନନ୍ତ ବିଜୟ ପଟ୍ଟନାୟକଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି!-->…
ଝିଅ ପଛରେ ଗୋଡ଼ାଅ ନାହିଁ, ଭଲ ଚାକିରି କଲେ ଭଲ ପ୍ରେମିକା ମିଳିବେ; ଯୁବପିଢ଼ିଙ୍କୁ ଏଭଳି ଉପଦେଶ ଦେଲେ ଚେତନ
ନୂଆଦିଲ୍ଲୀ: ସାହିତ୍ୟ ଆଜ୍ ତକ୍- ୨୦୨୨ ଆରମ୍ଭ ହୋଇସାରିଛି। ଏହାର ଦ୍ୱିତୀୟ ଦିନରେ ଜଣାଶୁଣା ଲେଖକ ଚେତନ ଭଗତ ଆଜିର ଯୁବପିଢ଼ିଙ୍କୁ କିଛି ଉପଦେଶ ଦେଇଥିବା ଦେଖାଯାଇଥିଲା। ସୋସିଆଲ ମିଡିଆ ଏବଂ ଇଣ୍ଟରନେଟ ଏବେକାର ଯୁବପିଢ଼ିଙ୍କ ଉପରେ କିଭଳି ପ୍ରଭାବ ପକାଉଛି, ସେ ବିଷୟରେ ଚେତନ ଭଗତ କହିଥିଲେ।!-->…
ଜାଡେଜା ମୋ ପାଇଁ ବୁଷ୍ଟର ଡୋଜ, ବିଜେପି ପ୍ରାର୍ଥୀ ରିବାବା ଶୁଣାଇଲେ ଜୋତା କାହାଣୀ
ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନରେ ଏଥର ଏମିତି କିଛି ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି ଯାହାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି | ଏମାନଙ୍କ ମଧ୍ୟରେ ଜାମନଗରରୁ ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ବିଜେପି ପ୍ରାର୍ଥୀ ହୋଇଛନ୍ତି | ଆଜି ପ୍ରଚାର ସମୟରେ ସେ!-->…
ବିନା ନିମନ୍ତ୍ରଣରେ ଆସି ବାହାଘରରେ ନାଚିବା ଯାହା, ଗୁଜୁରାଟରେ ଆପ ତାହା କରୁଛି: ଫଡନାଭିସ
ମୁମ୍ବାଇ: ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେବାକୁ ଯାଉଥିବାବେଳେ ଗୁଜୁରାଟରେ ଆପ ଲଗାତାର ଏହାର ବିଜୟ ଦାବି କରୁଛି | ଏଥିପାଇଁ ଏବେ ଆପ ରାଜ୍ୟରେ ନିର୍ବାଚନ ବୈଠକ ଜୋରଦାର କରୁଛି | ନିଜର ବିଜୟ ଦାବି କରି ଆପ!-->…
ଗ୍ୟାସ ବିସ୍ଫୋରଣ ପରେ ଭୁଶୁଡ଼ିଲା ଆପାର୍ଟମେଣ୍ଟ, ୯ ମୃତ
ମସ୍କୋ: ଗ୍ୟାସ ବିସ୍ଫୋରଣ ପରେ ଭୁଶୁଡ଼ି ପଡ଼ିଛି ୫ ମହଲା ବିଶିଷ୍ଟ ଆପାର୍ଟମେଣ୍ଟର ବିରାଟ ଅଂଶ। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ଜଣଙ୍କ ପତ୍ତା ମିଳୁନି। ନିଖୋଜ ଥିବା ଲୋକ ଜଣଙ୍କ ଆପାର୍ଟମେଣ୍ଟର ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା କୁହାଯାଉଛି। ରୁଷର ପ୍ୟାସିଫିକ ଦ୍ୱୀପ!-->…
ନିର୍ବାଚନ ହାରିଥିଲେ, କିନ୍ତୁ ୨ କୋଟି ଟଙ୍କା ଓ ଗୋଟିଏ ବଡ଼ ଗାଡ଼ି ଦେଲେ ଗାଁ ଲୋକ
ରୋହତକ: ସାମ୍ନାକୁ ଆସିଛି ଭାଇଚାରାର ଜ୍ୱଳନ୍ତ ଉଦାହରଣ। ରାଜନୀତିରେ ବିରୋଧାଭାଷ ରହିଥିଲେ ମଧ୍ୟ ବ୍ୟକ୍ତିଗତ ସମ୍ପର୍କ ସବୁବେଳେ ଭଲ ରହିବା ଦରକାର। ଏକଥାକୁ ଅକ୍ଷରେଅକ୍ଷରେ ପାଳନ କରିଛନ୍ତି ହରିଆଣାର ରୋହତଗ ଅନ୍ତର୍ଗତ ଛିଦି ଗାଁର ଲୋକମାନେ।ଗତ ପଞ୍ଚାୟତ ନିର୍ବାଚରେ ମାତ୍ର ୬୬ ଖଣ୍ଡ ଭୋଟରା!-->…
ମାଲିସ ଭିଡିଓ ଲିକ୍ ଘଟଣା: ଇଡିକୁ କାରଣ ଦର୍ଶାଅ ନୋଟିସ୍ ପଠାଇଲେ କୋର୍ଟ
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ ଭିତରେ ମାଲିସ କରାଯାଉଥିବା ଭିଡିଓ ଘଟଣାକୁ ନେଇ ରାଜନୀତିକ ଜୋର ଧରିଛି। ବିଜେପି ଓ ଆପ୍ ଏହି ଘଟଣାକୁ ନେଇ ମୁହାଁମୁହିଁ ହେଉଥିବା ବେଳେ ବଡ଼ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସ୍ୱତନ୍ତ୍ର କୋର୍ଟ।ଜେଲ ଭିତରର!-->…
ପାକିସ୍ତାନ ସପକ୍ଷରେ ନାରା ଦେଇ ୩ ଶିକ୍ଷାର୍ଥୀ ଗିରଫ
ବେଙ୍ଗାଲୁରୁ: କର୍ଣ୍ଣାଟକାର ବେଙ୍ଗାଲୁରୁରେ ଥିବା ନ୍ୟୁ ହୋରିଜୋନ କଲେଜ ଅଫ ଇଞ୍ଜିନିୟରିଂର ୩ ଜଣ ଶିକ୍ଷାର୍ଥୀ ପାକିସ୍ତାନ ଜିନ୍ଦାବାଦ ନାରା ଦେଇ ଗିରଫ ହୋଇଛନ୍ତି। ସେମାନେ ପାକିସ୍ତାନ ସପକ୍ଷରେ ନାରା ଦେବାର ଭିଡିଓ ଭାଇରାଲ ହେବା ପରେ ସମସ୍ତଙ୍କୁ ଗିରଫ କରାଯାଇଥିଲା।ଏହି ଘଟଣା ପରେ ୩!-->…
ଲୌହମାନବୀଙ୍କୁ ଜନ୍ମଦିନରେ ମନେ ପକାଇଲେ ମୋଦି
ନୂଆଦିଲ୍ଲୀ: ସାରାଦେଶ ଆଜି ଭାରତର ପୂର୍ବତନ ତଥା ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ୧୦୫ତମ ଜୟନ୍ତୀ ପାଳନ କରୁଛି। ନେତା ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଦେଶର ଏହି ମହିୟସୀ ମହିଳାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ଦେଶର ଲୌହ!-->…
ଅଫତାବ୍ ବ୍ୟବହାର କରିଥିବା ମାରଣାସ୍ତ୍ର ପାଇଲା ପୁଲିସ
ନୂଆଦିଲ୍ଲୀ: ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ୱାକର ହତ୍ୟା ମାମଲାର ତଦନ୍ତ କରୁଥିବା ପୁଲିସ ହାତରେ ଲାଗିଲା ମାରଣାସ୍ତ୍ର। ଅଭିଯୁକ୍ତ ଅଫତାବ୍ ଅମିନ ପୁନାୱାଲାର ଫ୍ଲାଟରୁ ଏହି ମାରଣାସ୍ତ୍ରକୁ ପୋଲିସ ଜବତ କରିଛି । ଆଶଙ୍କା କରାଯାଉଛି, ଏହି ଧାରୁଆ ଅସ୍ତ୍ରରେ ହିଁ ଅଫତାବ୍ ପ୍ରେମିକା!-->…