Sign in
Sign in
Recover your password.
A password will be e-mailed to you.
୧୬ ହିତାଧିକାରୀଙ୍କୁ ମିଳିଲା ଜଙ୍ଗଲ ଜମିପଟ୍ଟା
ଦାରିଙ୍ଗବାଡ଼ି,୧୯/୧୧ : କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆଜି ୧୬ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମିପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ଡ. ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବ୍ଲକ ସଭାଗୃହରେ ଏକ ମେଳାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜି.!-->…
୫ମ ଦିନରେ ପହଞ୍ଚିଛି ଆଉଟ ସୋରସିଂ କର୍ମଚାରୀଙ୍କ କଳା ବ୍ୟାଜ ପରିଧାନ
ଫୁଲବାଣୀ : କନ୍ଧମାଳ ଜ଼ୀଲ୍ଲାର ପ୍ରତିଟି ବ୍ଲକରେ ଏବଂ ସଦର ମହକୁମା ଆଉ ଜ଼ୀଲ୍ଲା ସ୍ତରରେ ମଧ୍ୟ ବିଭିନ୍ନ ଦପ୍ତରରେ ଆଉଟସୋରସିଂ ମାଧ୍ୟମରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳାର ସହ କଳାବ୍ୟାଚ ଧାରଣ କରି ନିଜ ନିଜ ବିଭାଗରେ ସୁଚାରୁ ରୁପେ କାର୍ଯ୍ୟ ତୁଲାଇଛନ୍ତି ଏବଂ ପ୍ରଥମ!-->…
ଭୁବନେଶ୍ବରରେ ୧୨ ଗ୍ରାମ ବ୍ରାଉନସୁଗାର ସହ ଦେଶୀ ବନ୍ଧୁକ ଜବତ, ବ୍ୟବସାୟୀ ଗିରଫ
ଭୁବନେଶ୍ବର: ବାଲେଶ୍ବର ଭଳି ଭୁବନେଶ୍ୱର ମଧ୍ୟ ବ୍ରାଉନସୁଗାରର ପେଣ୍ଠସ୍ଥଳୀ ପାଲଟିଛି। ନିଶା ବେପାରୀମାନେ କୋଟି କୋଟି ଟଙ୍କାର କାରବାର କରୁଛନ୍ତି। ଏହି ବେପାରରେ ଯୁବପିଢ଼ି ମଧ୍ୟ ସଂପୃକ୍ତ ରହୁଛନ୍ତି। ବ୍ରାଉନସୁଗାର ବେପାର ଉପରେ ନିୟନ୍ତ୍ରଣ କରିବା ପାଇଁ ଅପରେସନ ହ୍ବାଇଟ୍ ସ୍ପାଇଡର!-->…
ପୌରପରିଷଦ ବିଚିତ୍ର ନୀତି ସରକାରୀ ଡ଼ଷ୍ଟବିନକୁ କବାଡି ହାତରେ ବିକିଲେ
ମାଲକାନଗିରି : ଗତକାଲି ରାତିରେ ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସଦର ମହକୁମା ଶିବମ ପେଟ୍ରୋଲ ପମ୍ପ ସମ୍ନାରେ । ଘଟଣାରୁ ପ୍ରକାଶ ପେଟ୍ରୋଲ ପମ୍ପ ମାଲିକ ମାଲିକ ପେଟ୍ରୋଲ ପୁମ୍ପ ସାମ୍ନାରେ ଥିବା ଡ଼ଷ୍ଟବିନ ଟି ପେଟ୍ରୋଲ ପମ୍ପର ସୌନ୍ଦର୍ଯ୍ୟ ହାନି କରୁଥିବା ଦର୍ଶାଇ!-->!-->!-->…
ସିମନବାଡ଼ିରେ ସୁନେତ୍ର କାର୍ଯ୍ୟକ୍ରମ
ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିମନବାଡ଼ି, ବାଡ଼ାବାଙ୍ଗା, କିରୀକୁଟି, ତିଲୋରୀ, ବୁଡାଗୁଡା ଓ ଗୁମିକିଆ କ୍ଲଷ୍ଟରରୁ ୪୩୨ ଜଣ ଛାତ୍ରଛାତ୍ରୀ ନିଜର ଆଖି!-->…
ପଦ୍ମପୁର ଉପନିର୍ବାଚନ: କଂଗ୍ରେସ ଜାରି କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା
ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ରାଜ୍ୟର ୩ଟି ପ୍ରମୁଖ ଦଳ ନିଜ ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛନ୍ତି। ବିଜେଡି ଓ ବିଜେପି ପରେ କଂଗ୍ରେସ ନିଜର ଷ୍ଟାର ପ୍ରଚାରକମାନଙ୍କ ନାଁ ଘୋଷଣା କରିଛି। କଂଗ୍ରେସର ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ପାଇଁ ୪୦ ଜଣିଆ ପ୍ରଚାର!-->…
ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ବୁଗୁଡ଼ା : ବୁଗୁଡ଼ା ସହର ଅରବିନ୍ଦ ନଗର ୪ର୍ଥ ଗଳିରେ ଶୁକ୍ରବାର ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଯୁବକ ଜଣକ ହେଲେ ଜିତେନ୍ କୁମାର ସାହୁ (୩୫) । ପ୍ରକାଶ ଯେ , ପାରିବାରିକ ଅଶାନ୍ତି କାରଣରୁ ଜିତେନ୍ ଘର ଛାତରେ ଥିବା ଫ୍ଯାନରେ ରଶି ଲଗାଇ ଝୁଲି ପଡିଥିଲେ ।!-->…
ଟ୍ରକ ପଛରେ ପିଟିଲା ପିକ୍-ଅପ୍ ଭ୍ୟାନ, ଜଣେ ମୃତ
ରାଉରକେଲା, ୧୯/୧୧: ରାଉରକେଲା ଚାନ୍ଦିପୋଷ ଥାନା ବିରତୋଳା ବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘିଟିଛି । ରାସ୍ତାକଡ଼ରେ ଛିଡା ହୋଇଥିବା ଟ୍ରକ ପଛରେ ଭାରସାମ୍ୟ ହରାଇ ଏକ ପିକ୍-ଅପ୍ ଭ୍ୟାନ ଧକ୍କା ହୋଇଛି । ଫଳରେ ଏହି ଦୁର୍ଘଟଣାରେ ପିକ୍-ଅପ୍ ଭ୍ୟାନର ଚାଳକ ସହ ବସିଥିବା ବ୍ୟକ୍ତିଙ୍କୁ!-->…
ପୂର୍ବତନ କାଉନସିଲରଙ୍କ ପରଲୋକ
ବୁଗୁଡ଼ା : ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ କାଉନସିଲର ଉମା ପାତ୍ର(୭୫)ଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ସେ ଦୀର୍ଘ ଦିନ ହେଲା ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲା ବେଳେ ଆଜି ଭୋର ସମୟରେ ବୁଗୁଡ଼ା ବଡଦାଣ୍ଡସ୍ଥିତ ନିଜ ବାସ ଭବନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।!-->…
ଡିଜିଟାଲ ଲୋନ ଆପ୍ ମାମଲା: ଏକ କୋଟି ୪୫ଲକ୍ଷ ଟଙ୍କା ଫ୍ରିଜ୍ କଲା ଭୁବନେଶ୍ୱରର କ୍ରାଇମବ୍ରାଞ୍ଚ EOW
ଡିଜିଟାଲ ଲୋନ ଆପ୍ ମାମଲାରେ ଏକ କୋଟି ୪୫ଲକ୍ଷ ଟଙ୍କା ଫ୍ରିଜ୍ କଲା ଭୁବନେଶ୍ୱରର କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ଅଭିଯୁକ୍ତ ରାଇଟ ଷ୍ଟାର୍ଟ ବିଜନେସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ନିତିନ ମଲ୍ଲିକଙ୍କ ଏକ କୋଟି ୪୫ଲକ୍ଷ ଟଙ୍କା ଫ୍ରିଜ୍ କଲା ଇଓଡବ୍ଲ୍ୟୁ।
ଡିଜିଟାଲ!-->!-->!-->…