ଅଜା ହେଲେ ମୁକେଶ ଅମ୍ବାନୀ, ଯାଆଁଳା ସନ୍ତାନଙ୍କ ମା ହେଲେ ଝିଅ ଇଶା ଅମ୍ବାନୀ

ମୁମ୍ବାଇ: ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଘରେ ଆଜି ଖୁସିର ଲହରୀ ଖେଳିଯାଇଛି | ବାସ୍ତବରେ ମୁକେଶଙ୍କ ଝିଅ ଇଶା ଅମ୍ବାନୀ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଅମ୍ବାନୀ ପରିବାର ଏବଂ ପିରାମଲ ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ

ଆକ୍ରମଣ ଭୟରେ ବେଲ୍ ଦେଉନାହାନ୍ତି ବିଚାରପତି: CJI

ନୂଆଦିଲ୍ଲୀ: ‘ଟାର୍ଗେଟ୍ ଭୟରେ ଦୋଷୀଙ୍କୁ ବେଲ୍ ଦେବାକୁ ଡରୁଛନ୍ତି ବିଚାରପତି। ଜଜ୍‌ମାନେ କୁଣ୍ଠାବୋଧ କରୁଛନ୍ତି।’ଏଭଳି କିଛି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ।ଶନିବାର ବାର କାଉନସିଲ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ

କାଲି ହେବ ଅଫତାବର ନାର୍କୋ ଟେଷ୍ଟ !

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ଜହ୍ଲାଦ ପ୍ରେମିକ ଅଫତାବର ଆସନ୍ତାକାଲି ନାର୍କୋ ଟେଷ୍ଟ ହୋଇପାରେ। ଏହି ହତ୍ୟାକାଣ୍ଡର ଏକମାତ୍ର ମୁଖ୍ୟ ଅଭିଯୁକ୍ତ ଅଫତାବର ନାର୍କୋ ଟେଷ୍ଟ ପାଇଁ ଦିଲ୍ଲୀ ପୁଲିସ ଫରେନସିକସ୍‌ ଟିମକୁ ଅନୁରୋଧ କରିଛି। ଆସନ୍ତାକାଲି

ଫିଫା ବିଶ୍ୱକପ୍: ଉଦ୍‌‌ଘାଟନୀ ସମାରୋହରେ ଯୋଗଦେବେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜିଠାରୁ କତାରରେ ଆରମ୍ଭ ହେବ ଫିଫା ବିଶ୍ୱକପ୍ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ପ୍ରଥମ ତଥା ଉଦଘାଟନୀ ମ୍ୟାଚ୍ ଆୟୋଜକ କତାର–ଇକ୍ୱେଡର ମଧ୍ୟରେ ଖେଳାଯିବ । ଭାରତୀୟ ସମୟ ରାତି ସାଢେ ୯ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହା ପୂର୍ବରୁ ରଙ୍ଗାରଙ୍ଗ ଉଦ୍ ଘାଟନୀ କାର୍ଯ୍ୟକ୍ରମ

ଆମେରିକାର ସମଲିଙ୍ଗୀ କ୍ଲବରେ ଆଖିବୁଜା ଗୁଳିମାଡ, ୫ ଜଣଙ୍କର ମୃତ୍ୟୁ

ନ୍ୟୁୟର୍କ: ଆମେରିକାର କଲୋରଡୋ ସ୍ପ୍ରିଙ୍ଗ୍ସ ସମଲିଙ୍ଗୀ କ୍ଲବରେ ଗୁଳି ବିନିମୟ ହୋଇଛି। ଏଥିରେ ୨୩ ଜଣଙ୍କୁ ଗୁଳି କରାଯାଇଥିବାବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି | ମିଡିଆ ରିପୋର୍ଟ ଅନୁଯାୟୀ ରବିବାର ରାତିରେ କଲୋରଡୋ ସ୍ପ୍ରିଙ୍ଗ୍ସର ଏକ ସମଲିଙ୍ଗୀ ନାଇଟ୍ କ୍ଲବରେ ଜଣେ ବନ୍ଧୁକଧାରୀ ଗୁଳି

ବିଧାନସଭା ନିର୍ବାଚନ ପୂର୍ବରୁ ଏହି ୭ ନେତାଙ୍କୁ ଦଳରୁ ନିଲମ୍ବନ କଲା ବିଜେପି

ଅହମ୍ମଦାବାଦ: ଗୁଜୁରାଟରେ ବିଧାନସଭା ନିର୍ବାଚନକୁ ନେଇ ଏବେ ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ ରାଜନୀତି ତୀବ୍ର ହୋଇଛି | ଏହା ସହ ଏବେ ଦଳ ଡିଆଁ ପର୍ବ ମଧ୍ୟ ଜାରି ରହିଛି | ତେବେ ୨୭ ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେପିର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି।

ପ୍ରଭୁ ଶ୍ରୀରାମ କେବଳ ହିନ୍ଦୁମାନଙ୍କର ନୁହନ୍ତି, ସାରା ବିଶ୍ବର ଭଗବାନ: ଫାରୁକ୍ ଅବଦୁଲ୍ଲା

ନୂଆଦିଲ୍ଲୀ: ଧାର୍ମିକ ମତଭେଦ ସୃଷ୍ଟି କରୁଥିବା ରାଜନେତାଙ୍କଠାରୁ ଦୂରେଇ ରହିବାକୁ ଚେତାବନୀ ଦେଲେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କଂଗ୍ରେସର ସଭାପତି ଫାରୁକ୍ ଅବଦୁଲ୍ଲା। ଶନିବାର ଦିନ ସେ ଧାର୍ମିକ ମତଭେଦ ସୃଷ୍ଟି କରି ଦଳକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା

ଅଜଣା ଗାଡି ଧକ୍କାରେ ରାସ୍ତା କଡରେ ବ୍ୟବସାୟ କରୁଥିବା ବ୍ୟକ୍ତି ମୃତ…

ମାଲକାନଗିରି,୧୯।୧୧ ମାଲକାନଗିରି ଜିଲ୍ଲା ସଦର ମହକୁମା କେନାଲ ଛକ ନିକଟରେ ବୋଲେର ଓଡ଼ି ୧୦ୟୁ ୪୩୯୭ ନଂ ଗାଡି ଦୁର୍ଘଟଣା ରେ ବ୍ୟବସାୟ କରୁଥିବା ବୃଦ୍ଧଙ୍କ ମୃତ୍ୟୁ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ବସଷ୍ଟାଣ୍ଡ ନିକଟରେ ଥିବା କେନାଲ ଛକ ନିକଟରେ ଏମ୍ଭି ୧

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ବିଶାଳ ରାଲି : ୩ ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ପ୍ରାଥମିକ ଶିକ୍ଷକ ଓ ଶିକ୍ଷତ୍ରୀ ମହାସଂଘର ବିଶାଳକାୟ ଏକ ରାଲି ରାଇଘର ଚପକାଡିପକା ଜଗନ୍ନାଥ ମନ୍ଦିର ଠାରୁ ବାହାରି (ବିଇଓ ) ରାଇଘର ଶିକ୍ଷା ଅଧିକାରୀ ଅଫିସ ଯାଏ ଆସିଥଲା,ଏହି ରାଲିରେ ରାଇଘର ପ୍ରାଥମିକ ଶିକ୍ଷକ ଓ ଶିକ୍ଷତ୍ରୀ ମହାସଂଘର

ମିଳିତ ଶିକ୍ଷକ ସମନ୍ବୟ ସମିତିର ୩ଦଫା ଦାବୀପତ୍ର

ଫୁଲବାଣୀ : ରାଜ୍ୟ ନୂତନ ପେନସନ ଅନ୍ତର୍ଗତ ଶିକ୍ଷକ ସଙ୍ଗଠନର ନିଷ୍ପତ୍ତି ଅନୁସାରେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ନୂତନ ପେନସନ ଅନ୍ତର୍ଗତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀ, ଇଲିମେଣ୍ଟାରୀ ପ୍ରାଥମିକ ଶିକ୍ଷା