ଏସ୍‌ପି ଅଫିସ ସମ୍ମୁଖରୁ ଚୋରି, ଦୁଇଟି ଦୋକାନରୁ ନେଇଗଲେ ଲକ୍ଷାଧିକ ଟଙ୍କା ଓ ସାମଗ୍ରୀ

ଭଦ୍ରକ ୨୦।୧୧ : ଭଦ୍ରକ ଏସ୍‌ପି ଅଫିସ ସମ୍ମୁଖରେ ଥିବା ଦୁଇଟି ଦୋକାନରୁ ଚୋରି । ଗୋଟିଏ ବ୍ୟାଗ୍‌ ଓ ଡ୍ରେସ୍‌ ଦୋକାନରୁ ଜିନିଷ ପତ୍ର ସହ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ । ଭଦ୍ରକ ଟାଉନ୍‌ ଥାନାରେ ଅଭିଯୋଗ ପରେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି । ଖବର ଅନୁଯାୟୀ, ଭଦ୍ରକ

ED ଅଫିସରେ ଅର୍ଚ୍ଚନାଙ୍କ ଏଣ୍ଡେଭର କାର୍

ଭୁବନେଶ୍ୱର ୨୦।୧୧ : ED ଅଫିସରେ ଅର୍ଚ୍ଚନାଙ୍କ ଏଣ୍ଡେଭର କାର୍। ଭୁବନେଶ୍ବର ED ଅଫିସ ପରିସରକୁ ନିଆଗଲା ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର୍। ଶନିବାର ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଅର୍ଚ୍ଚନାଙ୍କ ଏଣ୍ଡେଭର କାର୍ ଜବତ କରିଥିଲା ଇଡି । ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର ନମ୍ବର ପ୍ଲେଟ

ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଶୀତ ଲହରୀ

ଫୁଲବାଣୀ ୨୦/୧୧; ଫୁଲବାଣୀରେ ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିଲା ପାରଦ। ଗତ ଦୁଇ ତିନି ଦିନ ହେବ କନ୍ଧମାଳରେ ପ୍ରବଳ ଶୀତ ଅନୁଭବ ହେଉଛି। ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଶୀତରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡାର

ଦାରିଙ୍ଗବାଡ଼ିରେ କଂଗ୍ରେସ ପକ୍ଷରୁ ଗ୍ରାମଯାତ୍ରା ସହ ୬ଦଫା ଦାବି ନେଇ ପଦଯାତ୍ରା…

ଦାରିଙ୍ଗବାଡ଼ି,୨୦/୧୧, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ଆଜି କଂଗ୍ରେସ ପକ୍ଷରୁ ଗ୍ରାମଯାତ୍ରା ସହ ୬ଦଫା ଦାବି ନେଇ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏହି ପଦଯାତ୍ରା ଦାରିଙ୍ଗବାଡ଼ି ସ୍ଥିତ ଡବେରୀ ଠାରୁ ଆରମ୍ଭ ହୋଇ ବଜାର ପରିକ୍ରମା କରି ବ୍ଳକ ଅଫିସରେ ପହଞ୍ଚିଥିଲା । ଓଡ଼ିଶାର

ଗଞ୍ଜାମ ଜିଲ୍ଲା ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ବ୍ରହ୍ମପୁର : ଭାରତୀୟ ମଜଦୁର ସଂଘ ଗଞ୍ଜାମ ଜିଲ୍ଲା ସମିଳନୀ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଗୋଷାଣୀ ନୂଆ ଗାଁ ସ୍ଥିତ ପଦ୍ମାବତୀ ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀର ପ୍ରାରମ୍ଭରେ ଭଗବାନ ବିଶ୍ଵକର୍ମା, ଭାରତ ମାତା

୧୭ ତମ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା ସମାପନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥାନୀୟ କରୋନେସନ ପଡିଆ ସ୍ଥିତ ଆଥଲେଟିକ ହଲ ଠାରେ ଫୁଲବାଣୀ ମାର୍ଶାଲ ଆର୍ଟ୍ସ ଏକାଡେମୀ ଦ୍ୱାରା ୧୭ ତମ କଲର ବେଲ୍ଟ ପରୀକ୍ଷା ସମାପନ ହେଇଯାଇଛି l ଏହି ପରୀକ୍ଷାରେ ୪୦ ଜଣ ଉଭୟ ବାଳକ ଓ ବାଳିକା ଖେଳାଳି ଅଂଶଗ୍ରହଣ କରିଥିଲେ l ସେଥିମଧ୍ୟରୁ ୧୦ ଜଣ ହଳଦିଆ

ଅନ୍ତିମ ୧୯ ବଲ୍‌ରୁ ୬୧ ରନ୍‌ ଯୋଡ଼ିଲେ ସୂର୍ଯ୍ୟକୁମାର

ମାଉଣ୍ଟ୍‌ ମୌଙ୍ଗନୁଇ: ଟି-୨୦ ଫର୍ମାଟରେ ବିଶ୍ୱର ଏକ ନମ୍ବର ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଆଜି ପୁଣି ଥରେ ଗର୍ଜିଛି । ନ୍ୟୁଜିଲାଣ୍ଡ ମାଟିରେ ଜାରି ଥିବା ଦ୍ବିପାକ୍ଷୀକ ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚରେ ଯୁବ ବ୍ୟାଟର ସୂର୍ଯ୍ୟକୁମାର ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ସେ

ଅଫତାବର ୫୦୦ ଖଣ୍ଡ କରାଯାଉ: ସ୍ୱାଧୀ ପ୍ରାଚୀ

ଲକ୍ଷ୍ନୌ: ବହୁଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ୱକର ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ଖୁଲାସା ହେଉଛି। ଅଭିଯୁକ୍ତ ଅଫତାବ ଅମୀନ ପୁନାୱାଲାକୁ ପୁଲିସ ରିମାଣ୍ଡରେ ନେଇ ଘନ ଘନ ଜେରା ଚଳାଇଛି। ତା’ର ନାର୍କୋ ଟେଷ୍ଟ କରିବା ପାଇଁ ପୁଲିସ ପ୍ରସ୍ତୁତି ଚଳାଇଛି। ଏହାରି ଭିତରେ ଏହି ହତ୍ୟାକାଣ୍ଡକୁ

ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଭାବିତ ଗରିବ ରାଷ୍ଟ୍ରକୁ ‘ଲସ୍‌ ଆଣ୍ଡ୍‌ ଡ୍ୟାମେଜ୍‌’ ସହାୟତା ଦେବେ ସମୃଦ୍ଧ ରାଷ୍ଟ୍ର

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନଜନିତ କୁପ୍ରଭାବରେ ସରବ୍ୟ ହେଉଥିବା ଗରିବ ରାଷ୍ଟ୍ରମାନଙ୍କୁ ଅନୁକମ୍ପାମୂଳକ ସହାୟତା ଦେବା ନିମନ୍ତେ ‘କୋପ୍‌୨୭’ ନାମରେ ଜଣାଶୁଣା ‘୨୭ତମ ମିଳିତ ରାଷ୍ଟ୍ରସମୂହ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ’ ଏକ ଐତିହାସିକ ରାଜିନାମାରେ ଉପଗତ ହୋଇଛି।ଏହି ରାଜିନାମା

‘ଫିଫା ବିଶ୍ବକପ୍‌’ ବେଳେ ଧାର୍ମିକ ଭା‌ଷଣ ଦେବାକୁ କତାର୍‌ ଯାଇଛନ୍ତି ଇସ୍‌ଲାମୀୟ ପ୍ରବଚକ ଜାକିର୍‌ ନାଇକ୍‌

କତାର୍‌: ଭାରତରେ ମନି ଲଣ୍ଡରିଂ ଓ ଅସୂୟା ଭାଷଣ ଅଭିଯୋଗରେ ସମ୍ମୁଖୀନ ହୋଇଥିବା ବିବାଦୀୟ ଭାରତୀୟ ଇସ୍‌ଲାମୀୟ ପ୍ରବଚକ ଜାକିର୍‌ ନାଇକ୍‌ ‘୨୦୨୨ ଫିଫା ବିଶ୍ବକପ୍‌’ ଆଗରୁ ମାଲେସିୟାରୁ କତାର୍‌ ଗସ୍ତ କରିଥିବା କେତେକ ଗଣମାଧ୍ୟମ ରିପ‌ୋର୍ଟ କରିଛନ୍ତି।‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଓ