Sign in
Sign in
Recover your password.
A password will be e-mailed to you.
ପରିତ୍ୟକ୍ତ ଅବସ୍ଥା ରେ ନବଜାତ ଶିଶୁର ମୃତଦେହ ଠାବ…
ମାଲକାନଗିରି : ମାଲକାନଗିରି ଆଜି ସଦର ମହକୁମା ନିକଟସ୍ଥ ହରଗୌରୀ ମନ୍ଦିର ନିକଟରେ ଏକ ନବଜାତ ଶିଶୁର ମୃତ ଦେହ ପଡିଥିବା ଦେଖାଯାଇଛି । କୌଣସି ଅବାଞ୍ଛିତ ଗର୍ଭପାତ ହୋଇଥବା ଅନୁମାନ କରାଯାଉଅଛି, କିମ୍ବା କୁମାରୀ ମାତୃତ୍ୱ ର ଏହା ଏକ ନଗ୍ନ ଚିତ୍ର ହୋଇଥାଇପାରେ ବୋଲି ସନ୍ଧେହ ପ୍ରକଟ ହେଉଛି l!-->…
ଜିଲା ସମବାୟ ସଂଘ ପକ୍ଷରୁ ୬୯ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ
ଫୁଲବାଣୀ : ଜିଲ୍ଲା ସମିତି ନିବନ୍ଧକଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସମବାୟ ସଂଘର ସଭାପତି ସୁପ୍ରଭା ନାୟକଙ୍କପୌରୋହିତ୍ୟରେ ୬୯ତମ ସମବାୟ ସପ୍ତାହ ପାଳିତ ହୋଇଯାଇଛି।ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ର ସଭାପତି ଅରୁଣ ପ୍ରଧାନ ଅତିଥି ଭାବେ ଯୋଗଦେଇ ସମବାୟ ସଂସ୍ଥା ଗୁଡିକ ସୁଦୃଢ କରିବାକୁ ଓ!-->…
ଫୁଲବାଣୀ,ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ଦ୍ବିବାର୍ଷିକ କର୍ମକର୍ତ୍ତା ଚୟନ
ଫୁଲବାଣୀ, ୨୦ା୧୧ : ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ଏକ ସାଧାରଣ ପରିଷଦ ବୈଠକ, ଫୁଲବାଣୀ ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ଠାରେ ଅନୁଷ୍ଠାନର ସଭ୍ୟ/ ସଭ୍ୟାଙ୍କ ଉପସ୍ଥିତିରେ ଆଗାମୀ ତ୍ରୟୋଦଶ ପୁସ୍ତକ ମେଳା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ!-->…
ଗଞ୍ଜାମ ଜିଲ୍ଲାସ୍ତରୀୟ ଖରିଫ ବର୍ଷ ଧାନ ସଂଗ୍ରହ କମିଟି ବୈଠକ
ଧାନ ସଂଗ୍ରହ ସଂଖ୍ୟା ବୃଦ୍ଧି ନିମନ୍ତେ ଜନ ପ୍ରତିନିଧି ଅନୁରୋଧ କରିଥିଲେ ।
ଛତ୍ରପୁର : ଖରିଫ ବର୍ଷ ୨୦୨୨-୨୩ ଧାନ ସଂଗ୍ରହ କମିଟି ବୈଠକ ଜୁମ ଆଭାଷୀ ମାଧ୍ୟମରେ ରବିବାର ଅନୁଷ୍ଠିତ ହୋଇ ଯାଇଛି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ!-->!-->!-->…
ଖଡିମାଟି ଗ୍ରାମରେ ସନାତନ ହିନ୍ଦୁ ଧର୍ମସଭା ଅନୁଷ୍ଠିତ
ମାଲକାନଗିରି : କୁଡୁମୁଲୁଗୁମ୍ମା ନିକଟସ୍ଥ ଚାଉଳମେନ୍ଦି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଡିମାଟି ଗ୍ରାମର ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ସନାତନ ହିନ୍ଦୁ ଧର୍ମର ଏକ ବିରାଟ ଧର୍ମସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ କୁ ସ୍ବାମୀ ବିଶ୍ଵାମିତ୍ରାନନ୍ଦ ଗିରୀ ପୈ।ରହିତ କରିଥିଲାବେଳେ!-->…
ପଦ୍ମପୁର ଜିଲ୍ଲା ଦାବି, ଧାରଣା ଜାରି ରଖିବାକୁ ନିଷ୍ପତ୍ତି
ଭୁବନେଶ୍ବର: ପଦ୍ମପୁର ଜିଲା ଘୋଷଣା ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏ ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆବାହକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନୁହେଁ ବୋଲି କହିଲା!-->…
ତାଳବାହାଳ ଗୁଳିକାଣ୍ଡ ଘଟଣା: ଭିଣୋଇ ସହ ଅନୈତିକ ସମ୍ପର୍କରୁ ସ୍ବାମୀକୁ ହତ୍ୟା ଉଦ୍ୟମ, ୩ ଗିରଫ
ଢେଙ୍କାନାଳ: ଟାଟା କମ୍ପାନୀ କ୍ରେନ ଅପରେଟର ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଅଭିଯୋଗକରିଥିବା ବ୍ୟକ୍ତି ହିଁ ଅଭିଯୁକ୍ତ ବୋଲି ପୁଲିସ ସୂଚନା ଦେଇଛି। ଫଳରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଜଣେ ଅଭିଯୁକ୍ତ ପୁଲିସ ନିକଟରେ ଅଭିଯୋଗ କରି କିଭଳି!-->…
ଅର୍ଚ୍ଚନା ନାଗ ମାମଲା: ୧୨ଜଣଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ସମନ!
ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦ ଗିରଫ ଘଟଣାରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ୧୨ଜଣଙ୍କୁ ସମନ ଜାରି କରାଯାଇଥିବା ସୂଚନା ମିଳିଛି। ଉଭୟ ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁ ଚାନ୍ଦଙ୍କଠାରୁ ଅଢ଼େଇ କୋଟି ଟଙ୍କା ଠାବ କରାଯାଇଛି। ପ୍ରବର୍ତ୍ତନ!-->…
ଲୋୟର ପିଏମଜିରେ ଶିକ୍ଷକ ସଂଘର ବିଶାଳ ସମାବେଶ ଓ ଧାରଣା
ଭୁବନେଶ୍ୱର: ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ଶିକ୍ଷକ ସଂଘର ବିଶାଳ ସମାବେଶ ଓ ଧାରଣା। ଓଡ଼ିଶା ସରକାରୀ ହାଇସ୍କୁଲ NPS ସଂଘ ପକ୍ଷରୁ ରାଲି କରି ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦରେ ଅବିଚାର କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି।
ଅଭିଯୋଗ ହୋଇଛି, ସରକାର କହିଥିଲେ ୨୦୦୪ ପରଠାରୁ ନିଯୁକ୍ତି!-->!-->!-->…
ବରଗଡ଼ରୁ ପଦ୍ମପୁର ଦେଇ ନୂଆପଡ଼ାକୁ ରେଳ ଲାଇନ୍ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ପରିବହନ ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ନୂଆ ରେଳ ଲାଇନ୍ ନେଇ ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ବରଗଡ଼ରୁ ପଦ୍ମପୁର ଦେଇ ନୂଆପଡ଼ାକୁ ରେଳ ଲାଇନ୍ ସହ ଯୋଡ଼ିବା ନେଇ ଉଲ୍ଲେଖ କରିଛନ୍ତି। ଶ୍ରୀମତୀ ସାହୁ!-->…