Sign in
Sign in
Recover your password.
A password will be e-mailed to you.
ଔଷଧ ଯୋଗାଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଭୁବନେଶ୍ବର: ଓଡ଼ିଶା ଷ୍ଟେଟ୍ ମେଡିକାଲ କାଉନସିଲ ଲିମିଟେଡ (ଓଏସ୍ଏମ୍ସିଏଲ୍) ଦ୍ବାରା ନିର୍ମାଲ୍ୟ କାଉଣ୍ଟର ମାଧ୍ୟମରେ ବିତରଣ କରାଯାଉଥିବା ଔଷଧ ପ୍ରଭାବଶାଳୀ ହୋଇପାରିଛି। ବିଶେଷଜ୍ଞ କମିଟି ଓ ରୋଗୀମାନେ ଏହାର ପାର୍ଶ୍ବପ୍ରତିକ୍ରିୟା ବାବଦରେ ଅଭିଯୋଗ କରିନାହାନ୍ତି। ମୁଖ୍ୟ ଶାସନ!-->…
ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଗଠନ ହେଲା ଆଣ୍ଟି ରାଗିଂ ସେଲ
ବ୍ରହ୍ମପୁର:ରାଗିଂ ରୋକିବାକୁ ସଜାଗ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଲେଜ ପକ୍ଷରୁ ଏକ ଆଣ୍ଟି ରାଗିଂ ସେଲ ଗଠନ କରାଯାଇଛି । ଏଥିରେ ଜଣେ ନୋଡାଲ ଅଫିସର ଓ କଲେଜ ଅଧ୍ୟକ୍ଷଙ୍କ ସମେତ ୧୩ ଜଣ ସଦସ୍ୟ ରହିଛନ୍ତି । ମହାବିଦ୍ୟାଳୟ ପରିସରରେ!-->…
ସଚିବାଳୟରେ ପ୍ରଦର୍ଶିତ ହେବ ବାବୁସାନଙ୍କ ଅଭିନୀତ ‘ଦମନ’
ଭୁବନେଶ୍ବର: ଆଜି ସନ୍ଧ୍ୟାରେ ବାବୁସାନଙ୍କ ଅଭିନୀତ ଯୁଗାନ୍ତକାରୀ ଚଳଚ୍ଚିତ୍ର ‘ଦମନ’ ସଚିବାଳୟରେ ପ୍ରଦର୍ଶିତ ହେବ। ଆଜି ସନ୍ଧ୍ୟା ୫ଟା ସମୟରେ ଏହି ଛବି ସଚିବାଳୟର କନଭେନସନ ହଲରେ ପ୍ରଦର୍ଶିତ ହେବ। ଏଥିରେ ଯୁଗ୍ମ ସଚିବ ପାହ୍ୟାରୁ ଉଚ୍ଚ ଅଧିକାରୀମାନେ ଅଂଶଗ୍ରହଣ କରିପାରିବେ। ଏନେଇ ରାଜ୍ୟ!-->…
ମାସିକ ଛାତ୍ରବୃତ୍ତି ଦେବା ନାଁରେ ଲୁଟିନେଲେ ଲକ୍ଷାଧିକ ଟଙ୍କା
ନବରଙ୍ଗପୁର: ୪୦ ଲକ୍ଷ ଟଙ୍କାର ଠକେଇ । ମାସିକ ଛାତ୍ରବୃତ୍ତି ଦେବା ନାଁରେ ଲୁଟିନେଲେ ଲକ୍ଷାଧିକ ଟଙ୍କା । ବାସ୍ତବ ଇଣ୍ଡିଆ ଟ୍ରଷ୍ଟ ନାମକ ଏକ ସଂସ୍ଥା ନାଁରେ ଆସିଛି ଅଭିଯୋଗ । ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଠକାମୀର ଶିକାର ହୋଇଥିବା ଯୁବକ ଯୁବତୀ ।
ମାସିକ ଛାତ୍ରବୃତ୍ତି ଦେବା!-->!-->!-->…
ସ୍ତ୍ରୀ ମୃତଦେହ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ବୃଦ୍ଧ ସ୍ୱାମୀ: ପୁଅ ନାରେ କଲେ ଅଭିଯୋଗ
କେନ୍ଦ୍ରାପଡା: ସ୍ତ୍ରୀ ମୃତଦେହ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ବୃଦ୍ଧ ସ୍ୱାମୀ । ପୁଅ ମାଡରୁ ରକ୍ଷା କରିବାକୁ କରିଛନ୍ତି ନିବେଦନ । କେନ୍ଦ୍ରାପଡା ଜିଲ୍ଲା ନଳଦିଆ ଗାଁର ଘଟଣା । ଚିକିତ୍ସିତ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ହେବା ପରେ ଗାଁକୁ ମୃତଦେହ ନେବା ପରିବର୍ତ୍ତେ!-->…
ବେଆଇନ୍ ଚାଲାଣ ବେଳେ ୧୫୫ ଗୋରୁ ଉଦ୍ଧାର, ୨ ଟ୍ରକ୍ ଜବତ
ଯାଜପୁର, ୨୦।୧୧: ପାଣିକୋଇଲି ଥାନା ଅନ୍ତର୍ଗତ ସାହାପୁର ହାଟ ଛକ ନିକଟରେ ଜିଲ୍ଲା ସ୍ପେଶାଲ ପୋଲିସ ସ୍କ୍ୱାର୍ଡ ଓ ପାଣିକୋଇଲି ପୋଲିସର ମିଳିତ ଚଢ଼ାଉ । ବେଆଇନ୍ ଗୋରୁ ଚାଲାଣ ବେଳେ ୨ଟି ଟ୍ରକ୍ ସହ ୧୫୫ଟି ଗୋରୁଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ଏଥିସହିତ ପାଣିକୋଇଲି!-->…
ଜଙ୍ଗଲୀ ବାର୍ହା ଆକ୍ରମଣରେ ଜଣେ ଗୁରୁତର
ପାଟଣା ୨୦।୧୧ : ବାରହା ଆକ୍ରମଣରେ ଜଣେ ଗୁରୁତର । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ମାଧପୁର ଗାଁରେ ଘଟିଛି ଘଟଣା । ଗୁରୁତର ବ୍ୟକ୍ତି ଉପେନ୍ଦ୍ର ନାଏଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଉପେନ୍ଦ୍ର ବିଲକୁ ଧାନ କାଟିବାକୁ ଯାଇଥିଲେ । ଏହି ସମୟରେ ଏକ ଜଙ୍ଗଲୀ!-->!-->!-->…
ବନ୍ଧା ହେଲା ରସିକିଆ ପ୍ରେମିକ
ଆନନ୍ଦପୁର ୨୦।୧୧ : ବନ୍ଧାହେଲା ରସିକିଆ ପ୍ରେମିକ । ପ୍ରେମ ନିବେଦନ କରି ବିଫଳ ହେବା ପରେ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ଅପମାନିତ କରିଥିଲେ । ଏବେ ବନ୍ଧା ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଘଟିଛି ଏହି ଘଟଣା ।
ଖବର ଅନୁଯାୟୀ, ପ୍ରେମ ନିବେଦନ କରି ବିଫଳ ହେବାପରେ!-->!-->!-->…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, ବର୍ଷା ସମ୍ଭାବନା
ଭୁବନେଶ୍ୱର ୨୦।୧୧ : ସୃଷ୍ଟି ହେଲା ଅବପାତ। ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଦକ୍ଷିଣ ପଶ୍ଚିମ ଓ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହୋଇଛି l ଏହା ତୀବ୍ରତା ବଜାୟ ରଖିବା ସହ ୪୮ ଘଣ୍ଟା ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ -ପୁଡ଼ୁଚେରୀ!-->…
ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ୍ ଘଟଣା, ସିଂହଦ୍ୱାର ଥାନାରେ ଏତଲା
ପୁରୀ ୨୦।୧୦ : ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ନେଇ ଥାନାରେ ଏତଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ଵାର ଥାନାରେ ଦିଆଗଲା ଏତଲା। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି. ଚନ୍ଦ୍ରଶେଖର ରାଓ ଏତଲା ଦେଇଛନ୍ତି । କେଉଁ ପରିସ୍ଥିତିରେ ଫେସବୁକରେ ଫଟୋ ଏବଂ ଭିଡ଼ିଓ!-->…