ଶିବାଜୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ମହାରାଷ୍ଟ୍ର ରାଜ୍ୟପାଳଙ୍କ ବଦଳି ଦାବି କଲେ ଟିମ୍‌ ସିନ୍ଦେ ବିଧାୟକ ଗୋଷ୍ଠୀ

ମୁମ୍ବାଇ: ଛତ୍ରପତି ଶିବାଜୀ ମହାରାଜଙ୍କ ସଂପର୍କରେ ଟିପ୍ପଣି ଦେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ଶିବସେନା ବିଧାୟକ ସଞ୍ଜୟ ଗାଇକଓ୍ଵାଡ ସୋମବାର ଦାବୀ କରିଛନ୍ତି ଯେ ନିକଟରେ ଛତ୍ରପତି ଶିବାଜୀ ମହାରାଜଙ୍କ ସଂପର୍କରେ

ଖୋର୍ଦ୍ଧା ଗସ୍ତରେ 5T ସଚିବ, ୨ଟି ଶକ୍ତି ପୀଠ ପରିଦର୍ଶନ ସହ ଉନ୍ନୟନ କାମର କଲେ ସମୀକ୍ଷା

ଭୁବନେଶ୍ୱର ୨୧।୧୧ : ଖୋର୍ଦ୍ଧା ଜିଲ୍ଲାର ଦୁଇଟି ଐତିହାସିକ ଶକ୍ତି ପୀଠ ପରିଦର୍ଶନରେ 5T ସଚିବ ଭି.କେ ପାଣ୍ଡିଆନ୍। ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କରିଛନ୍ତି । ଏହାସହ ସଠିକ୍‌ ସମୟରେ କିପରି ସବୁ କାମ ସରିବ । ସେଦିଗରେ ଆଲୋଚନା କରିଛନ୍ତି । ଖବର ଅନୁଯାୟୀ, ସୋମବାର

ଯାଜପୁର କୋରେଇ ଷ୍ଟେସନରେ ଭୟଙ୍କର ଦୁର୍ଘଟଣା, ପ୍ଲାଟଫର୍ମ ଉପରେ ଚଢିଗଲା ଟ୍ରେନ୍‌, ୩ ମୃତ

ଯାଜପୁର ୨୧।୧୧ : ପ୍ଲାଟଫର୍ମ ଉପରେ ଚଢିଗଲା ଟ୍ରେନ୍‌ । ଯାହାଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଘଟିଛି ଏହି ଅଘଟଣ । ଖବର ଅନୁଯାୟୀ,

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ, ୪୪ ମୃତ

ଜାକାର୍ତ୍ତା : ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଇଣ୍ଡୋନେସିଆର ପଶ୍ଚିମ ଜାଭାରେ ସୋମବାରଦିନ ଏକ ୫.୭ ତୀବ୍ରତାର ଏକ ଭୂମିକମ୍ପ ଆସିଛି । ଗତ ୪ ଦିନ ମଧ୍ୟରେ ଏହା ହେଉଛି ୨ୟ ଭୂମିକମ୍ପ ।କିନ୍ତୁ ଶୁକ୍ରବାର ସୁମାତ୍ରାରେ ଆସିଥିବା ଭୂମିକମ୍ପ ତୁଳନାରେ ଆଜି (ସୋମବାର) ଆସିଥିବା ଭୂମିକମ୍ପର

ଅଭିଯୋଗ ପରେ ବିଧାୟକଙ୍କ ନାଁରେ ରୁଜୁ ହେଲା ଦୁଷ୍କର୍ମ ମାମଲା

ଭୋପାଲ: ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ ଉମଙ୍ଗ ସିଙ୍ଘାରଙ୍କ ଅଡ଼ୁଆ ବଢ଼ିଛି। ଜଣେ ମହିଳାଙ୍କ ଅଭିଯୋଗକ୍ରମେ ପୁଲିସ୍‌ ବିଧାୟକ ଉମଙ୍ଗଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ କରିଛି। ସେ ଜଣେ ୩୮ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ମାଡ଼ ମାରିଥିବା ଅଭିଯୋଗ

ଗୁଜରାଟରେ କେଜ୍ରିୱାଲ, ଦିଲ୍ଲୀରେ ସିସୋଦିଆ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ମହାନଗର ନିର୍ବାଚନ(ଏମସିଡି) ପାଇଁ ରାଜନୀତି ସରଗରମ ହୋଇଛି। ଏଠାରେ ଆମ ଆଦମୀ ପାର୍ଟି-ବିଜେପି ମଧ୍ୟରେ ସିଧାସଳଖ ଟକ୍କର ହେଉଛି। ଗତକାଲି ବିଜେପି ମାରାଥନ ପ୍ରଚାର କରିଥିବା ବେଳେ ଆପ ମଧ୍ୟ ପଛରେ ପଡ଼ି ନାହିଁ। ପୂର୍ବରୁ ଏମସିଡି ବିଜେପି ଅକ୍ତିଆରରେ ଥିବା ବେଳେ

ଘରୋଇ କମ୍ପାନୀରେ ଛଟେଇ ଚଡ଼କ, ବହୁ କର୍ମଚାରୀଙ୍କୁ ବିଦା କରିବ ଜୋମାଟୋ

ନୂଆଦିଲ୍ଲୀ: ଘରୋଇ କମ୍ପାନୀ ଉପରେ ପଡ଼ିଛି ଛଟେଇ ଚଡ଼କ। ଜାତୀୟ, ଅନ୍ତର୍ଜାତୀୟଠାରୁ ଆରମ୍ଭ କରି ବହୁ ରାଷ୍ଟ୍ରୀୟ କମ୍ପାନୀ ଗୁଡ଼ିକ ଆରମ୍ଭ କରିଛନ୍ତି ଛଟେଇ ପର୍ବ। ଫଳରେ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ପ୍ରଥମେ ଟ୍ୱିଟର,ଫେସବୁକ୍, ଆମାଜନ୍‌ ପରେ ଏବେ ଏହି ରେସ୍‌ରେ ସାମିଲ ହୋଇଛି

କଂଗ୍ରେସ ନେତା ମୋତେ ‘ଔକାତ’ ଦେଖାଇବେ କହୁଛନ୍ତି: ମୋଦି

ଅହମ୍ମଦାବାଦ: ଗୁଜରାଟ ନିର୍ବାଚନୀ ପ୍ରଚାର ଅଭିଯାନରା ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲୁଥିବା ଭାରତ ଯୋଡ଼ୋ ଯାତ୍ରାକୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ, ଯେଉଁମାନେ କ୍ଷମତାରୁ ବିଦା

ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ଅରୁଣ ଗୋଏଲ

ନୂଆଦିଲ୍ଲୀ: ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ନବନିଯୁକ୍ତ ନିର୍ବାଚନ କମିଶନର ଅରୁଣ ଗୋଏଲ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପଞ୍ଜାବ କ୍ୟାଡର ୧୯୮୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶ୍ରୀ ଗୋଏଲ୍ ଗତ ନଭେମ୍ବର ୧୮ ତାରିଖରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ତାଙ୍କୁ ଶନିବାର ନିର୍ବାଚନ କମିଶନର

ବନ୍ୟପ୍ରାଣୀ ଶିକାର ଯୋଜନା, ବିଦ୍ୟୁତ ତାର ଓ ସାମଗ୍ରୀ ଜବତ…

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳରେ ମାତିଛନ୍ତି ବନ୍ୟପ୍ରାଣୀ ଶିକାରୀ l ଏପଟେ ବନ ବିଭାଗ ପକ୍ଷରୁ "ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା" ସଚେତନ ରଥର ଶୁଭାରମ୍ଭ ହୋଇଥିବାବେଳେ ଅନ୍ୟପଟେ ଶିକାରୀମାନେ ବନ୍ୟପ୍ରାଣୀ ଶିକାର ପାଇଁ ବିଦ୍ୟୁତ ତାର