ଆଇଟିଡିଏ ସମ୍ମିଳନୀ କକ୍ଷରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ…

ଫୁଲବାଣୀ :- ନଭେମ୍ବର ୨୧ ତାରିଖକୁ ବିଶ୍ୱ ମତ୍ସ୍ୟ ଦିବସ ରୂପେ ପାଳନ କରାଯାଉଛି। ଏହି ଅବସରରେ ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବିଶ୍ୱ ମତ୍ସ୍ୟ ଦିବସ ପାଳନ କରାଯାଇଛି।ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କନ୍ଧମାଳ

ବାଲ୍ୟ ବିବାହ ରୋକିବାକୁ ସ୍ୱାଭିମାନ ଅଞ୍ଚଳରେ ସଚେତନ କଲା ପରି ରଥ…

ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲାରୁ ବାଲ୍ୟ ବିବାହକୁ ନିଷେଧ ତଥା ରୋକିବାକୁ ଜିଲ୍ଲାର ସମସ୍ତ ବିଭାଗ ତରଫରୁ ଉଦ୍ୟମ ଜାରିରହିଥିବା ବେଳେ ମାଲକାନଗିରି ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସ୍ୱତନ୍ତ୍ର ବାଲ୍ୟ ବିବାହ ରୋକିବାକୁ ଏକ ପରି ରଥ ଆଜି ଚିତ୍ରକୋଣ୍ଡା ବ୍ଲକ ଆଇ.ସି.ଡ଼ି.ଏସ. କାର୍ଯ୍ୟାଳୟ

କଟକ କ୍ୟାଣ୍ଟନମେଣ୍ଟ ଥାନା IIC ଙ୍କ ବଟି ମଗା ଭିିଡ଼ିଓ ଭାଇରାଲ, ଦାୟିତ୍ବରୁ ଅବ୍ୟାହତି ଦେଲା କମିଶନରେଟ ପୁଲିସ

କଟକ: ବାଲିଯାତ୍ରାରେ ପୋଲିସ ମାଗୁଥିଲା ଚାନ୍ଦା। କ୍ୟାଣ୍ଟନମେଣ୍ଟ ଥାନା ଆଇଆଇଆସିଙ୍କ ନୀଳ ଡାଏରୀରେ ରହିଛି ସମସ୍ତ ରେକର୍ଡ। ବାଲିଯାତ୍ରାରେ ଚାନ୍ଦା ଆଦାୟ କରୁଥିଲେ କ୍ୟାଣ୍ଟନମେଣ୍ଟ ଆଇଆଇଆସି। ଏହି ଅଭିଯୋଗ ଆଣିଲେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ଦାବି ଅର୍ଥ

ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଇଡ଼ି

ଭୁବନେଶ୍ୱର: ମହିଳା ବ୍ଲାକମେଲର୍ ଅର୍ଚ୍ଚନା ନାଗ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ଅର୍ଚ୍ଚନାଙ୍କ ବିଜିନେସ୍ ପାର୍ଟନର୍ ଖଗେଶ୍ବର ପାତ୍ରଙ୍କୁ ପୁଣି ୩ଦିନିଆ ରିମାଣ୍ଡରେ ନେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେଲେ କୋର୍ଟ | ରିମାଣ୍ଡ ସମୟରେ ଖଗେଶ୍ୱର ସହଯୋଗ କରି ନ ଥିବାରୁ ପୁଣି

ପୁରୀ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରି ଅଲାରନାଥ ପୀଠର ଉନ୍ନତୀକରଣ ପାଇଁ ୩୬ କୋଟି, ମାଷ୍ଟରପ୍ଲାନ ଅନୁମୋଦନ କଲେ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଶ୍ରୀଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି। ଶ୍ରୀଲୋକନାଥ ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା ଅଟକଳ ରଖାଯାଇଥିବା ବେଳେ, ଅଲାରନାଥଙ୍କ ପାଇଁ ୮

ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠିର ଉତ୍ତର ରଖିଲେ କେନ୍ଦ୍ର ରେଳମନ୍ତ୍ରୀ

ନୂଆଦିଲ୍ଲୀ: ବରଗଡ଼ ଷ୍ଟେସନ୍‌ରୁ ପଦ୍ମପୁର ଦେଇ ନୂଆପଡ଼ା ରୋଡ୍ ଷ୍ଟେସନ୍ ପର୍ଯ୍ୟନ୍ତ ପ୍ରସ୍ତାବିତ ନୂଆ ରେଳଲାଇନ୍ ପ୍ରକଳ୍ପ ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଥିଲେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ଆଉ ପଦ୍ମପୁର ଉପନିର୍ବାଚନ

ଉଚ୍ଛେଦକୁ ନେଇ ତାତିଲେ ଲୋକେ, ତହସିଲ୍‌ଦାର୍‌ଙ୍କୁ ୨ କିମି ଚଲାଇଲେ

ସମ୍ୱଲପୁର, ୨୧।୧୧: ତହସିଲଦାରଙ୍କୁ ରାସ୍ତାରେ ଚଲାଇ ଚଲାଇ ନେଲେ ଲୋକେ । ଅଧିକାରୀଙ୍କୁ ଘେରି ଯାଇ ପାଖାପାଖି ୨କିଲୋମିଟର ଚଲାଇଛନ୍ତି ସ୍ଥାନୀୟ ଲୋକେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳଠାରେ । ବିନା କୌଣସି ନୋଟିସରେ ନାକଟିଦେଉଳ ତଣ୍ଡାବିରା ଛକରେ

ସରକାରୀ କର୍ମଚାରୀଙ୍କୁ ନିର୍ବାଚନରେ ବ୍ୟବହାର କରୁଛି ବିଜେଡି: ଡ.ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ନିଜ କ୍ଷମତାର ଅପବ୍ୟବହାର କରି ସରକାରୀ କର୍ମଚାରୀମାନଙ୍କୁ ଶାସକ ବିଜେଡି ସପକ୍ଷରେ ଭୋଟ କରାଇବା କାର୍ଯ୍ୟରେ ଲାଗି ପଡିଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ଦଣ୍ଡନୀୟ ଅପରାଧ। ଏହା ଦ୍ୱାରା ଅବାଧ, ମୁକ୍ତ ଓ ସ୍ୱଚ୍ଛ ନିର୍ବାଚନ ଅନୁଷ୍ଠିତ

କୋରେଇ ଟ୍ରେନ ଦୁର୍ଘଟଣା: ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କଲା ରେଳ ବିଭାଗ

ଯାଜପୁର,୨୦/୧୧: ଯାଜପୁର କୋରେଇ ରେଳଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ୧୦ ହଜାର ଟଙ୍କା ଲେଖାଏଁ ରେଳ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ କାର୍ଯ୍ୟ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି। ରେଳ ବିଭାଗର ବରିଷ୍ଠ ଅଧିକାରୀ ଏହି

ଚାକିରିଦେବାକୁ କହି କଲେଜ ଛାତ୍ରକୁ ଅପହରଣ ଘଟଣା: ନାବାଳକ ଉଦ୍ଧାର, ଜଣେ ଗିରଫ

କୋରାପୁଟ ୨୧/୧୧: ଚାକିରି କରାଇଦେବାକୁ କହି ନାବାଳକ କଲେଜ ଛାତ୍ରକୁ ଅପହରଣ ଘଟଣା । ଗଞ୍ଜେଇ ବ୍ୟବସାୟୀ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଗ୍ରାମର ଜିତେନ୍ଦ୍ରିୟ ବାଗ ଗିରଫ । ରାଉକେଲାର ସେକ୍ଟର ୭ ରୁ ଗିରଫ କରିଛି କୋରାପୁଟ ଟାଉନଥାନା ପୋଲିସ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା