Sign in
Sign in
Recover your password.
A password will be e-mailed to you.
ନଵନିଯୁକ୍ତ ଆୟୁଷ ଡାକ୍ତରମାନଙ୍କ ଛଅ ଦିନିଆ ତାଲିମ ଶିବିର
ବ୍ରହ୍ମପୁର : ବ୍ରହ୍ମପୁର ସହର ଉପକଣ୍ଠ ଅଙ୍କୁଶପୁର ସ୍ଥିତ କବି ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ କଲେଜ ରେ ନଵନିଯୁକ୍ତ ଆୟୁଷ ଡାକ୍ତର ମାନଙ୍କ ଛଅ ଦିନିଆ ତାଲିମ ଶିବିର ଆଜିଠାରୁ ଆରମ୍ଭ ହୋଇଛି l ଧନ୍ନନ୍ତ୍ୱରୀ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ଅର୍ପଣ କରି ତାଲିମ ଶିବିର ର ଉଦଘାଟନ!-->…
ମହୁମାଛି ଆକ୍ରମଣରେ ୬୫ ବର୍ଷିୟ ବୃଦ୍ଧ ଗୁରୁତର
ଦାରିଙ୍ଗବାଡ଼ି,୨୧/୧୧ : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ଶ୍ରୀପଙ୍କା ଗ୍ରାମର ବୃଦ୍ଧ ପିର୍ସି ପ୍ରଧାନ(୬୫) ମହୁମାଛି ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଯେ ଗାଁ ନିକଟରେ ଥିବା ତେନ୍ତୁଳି ଗଛରେ ମହୁମାଛି ବସା ବାନ୍ଧି ରହିଥିଲା। ଗତକାଲି ଉକ୍ତ ମହୁମାଛି ବସାକୁ ଚିଲ ଆଘାତ!-->…
ଆର୍ଯ୍ୟପଲ୍ଲୀ ମତ୍ସ୍ୟ ଜେଟିରେ ପାଳନ ହେଲା ବିଶ୍ୱ ମତ୍ସ୍ୟ ଦିବସ
ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ବନ୍ଦର ପରିସରରେ ଥିବା ଜେଟି ନିକଟରେ ପ୍ରଥମ ଥର ଭାବେ ଆର୍ଯ୍ୟପଲ୍ଲୀ ମତ୍ସ୍ୟଜିବୀ କମିଟି ପକ୍ଷରୁ ବିଶ୍ୱ ମତ୍ସ୍ୟଜିବୀ ଦିବସ ପାଳିତ ହୋଇଯାଇଛି । ସାରା ବିଶ୍ୱରେ ଆଜି ମତ୍ସ୍ୟ ଦିବସ ପାଳନ କରାଯାଉଥିବା ବେଳେ ଅଂଚଳର!-->…
ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର
ଦାରିଙ୍ଗବାଡ଼ି, ୨୧/୧୧ : କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଆଜି ଦାରିଙ୍ଗବାଡ଼ିଠାରେ ଜନ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତରୁ ବିଭିନ୍ନ ସମସ୍ୟା ନେଇ ୭୪ଟି ଅଭିଯୋଗ ଉପସ୍ଥାପନ ହୋଇଥିଲା। ହେଲେ ୪୧ଟି ସାମୁହିକ ଓ ୩୩ ବ୍ୟକ୍ତିଗତ ଅଭିଯୋଗ ଥିଲା।!-->…
ଏବିଭିପି ପକ୍ଷରୁ ଝାନ୍ସୀ ରାଣୀ ଜୟନ୍ତୀ ପାଳିତ
ଫୁଲବାଣୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ତରଫରୁ ଝାନ୍ସି ରାଣୀ ଲକ୍ଷ୍ମୀବାଇଙ୍କ ଜନ୍ମ ଜୟନ୍ତୀ ଅବସରରେ ଫୁଲବାଣୀ ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା l ଏହି ଝାନ୍ସୀରାଣୀ ଲକ୍ଷ୍ମୀ ବାଇଙ୍କ ଜନ୍ମ ଜୟନ୍ତୀ ଅବସରରେ!-->…
ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ରାଧାମୋହନ ମହାପାତ୍ର
ଫୁଲବାଣୀ : ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ରାଧାମୋହନ ମହାପାତ୍ର । କନ୍ଧମାଳ ଜିଲ୍ଲା ପାଇଁ ତଥା କନ୍ଧମାଳ ଜିଲ୍ଲାର ପ୍ରତିଟି ଜନ ସାଧାରଣଙ୍କ ପାଇଁ ନିଜ ଜୀବନକୁ ସମର୍ପି ଦେଇଥିବା କନ୍ଧମାଳର ମଉଡମଣୀ ତଥା କନ୍ଧମାଳ ପିପୁଲସ ଫୋରମ ସଭାପତି,ଯୁବ ସମାଜସେବୀ ,ଦକ୍ଷ ସଂଗଠକ, ଲେଖକ ତଥା!-->…
ମତାଝରି ବିଦ୍ୟାଳୟରେ ପୋଷାକ ବିତରଣ ମେଳା
ବୁଗୁଡା : ବୁଗୁଡ଼ା ବ୍ଲକ ମତାଝରି ଗ୍ରାମସ୍ଥ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦିନବନ୍ଧୁ ନାଇକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରସିସି ଆଶୁତୋଷ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ତାକରଡା ସରପଞ୍ଚ!-->…
ପଶୁପାଳନ କାରୀଙ୍କ ଭାଗ୍ୟ ବଦଳାଇବ ଆଜୋଲା, ବଢିବ ଚାଷୀଙ୍କ ଆୟ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି୭୯ ପଶୁପାଳନ କ୍ଷେତ୍ରରେ ଚାଷୀ ଅତ୍ୟଧିକ ଖଚ୍ଚାନ୍ତ ହୋଇ ଲାଭାଂଶ କମିଯାଉଥିବା ରୁ ଲୋକେ ଧିରେଧିରେ ଏହି ଚାଷ ରୁ ନିବୃତ ହେବାରେ ଲାଗିଲେଣି। ମୁଖ୍ୟତଃ ପଶୁଙ୍କ ଖାଦ୍ୟ ଓ ଦାନା ପାଇଁ ହଜାର ହଜାର ଟଙ୍କା ଖର୍ଚ କରାଯାଉଥିବା ବେଳେ ଆୟ କମି!-->!-->!-->…
ଅଷ୍ଟମ ପର୍ଯ୍ୟାୟରେ ମାର୍କଣ୍ଡି ବେଳାଭୂମୀ ସଫେଇ କଲେ ଇକୋ ୱାରିୟର
ବ୍ରହ୍ମପୁର : ଗଞ୍ଜାମ ବ୍ଲକର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦି ଇକୋ ୱାରିୟର ପକ୍ଷରୁ ଅଷ୍ଟମ ପର୍ଯ୍ୟାୟରେ ରଙ୍ଗେଇଲୁଣ୍ଡା ବ୍ଲକ ସ୍ଥିତ ମାର୍କଣ୍ଡି ବେଳାଭୂମୀକୁ ସଫେଇ କରାଯାଇଛି । ସଂଗଠନ ପକ୍ଷରୁ ଗଞ୍ଜାମ ରୁ ସୋନପୁର ପର୍ଯ୍ୟନ୍ତ ଦୀର୍ଘ ୭୫ କିଲୋମିଟର ପରିବ୍ୟସ୍ତ ବେଳାଭୂମିକୁ ପ୍ଲାଷ୍ଟିକ!-->…
ସୀମାନ୍ତ ରେ ବସ ସହ ଟାୱାର ଜାଳିଲେ ମାଓବାଦୀ
ମାଲକାନଗିରି :,୨୧।୧୧ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ବିଳମ୍ବିତ ରାତିରେ ଏକ ବସକୁ ଜାଳିଲେ ମାଓବାଦୀ। ସୂଚନା ଅନୁଯାୟୀ ଛତିଶଗଡର କାଙ୍କେର ଜିଲ୍ଲା ଅନ୍ତର୍ଗତ କୋଇଲାବେଡା ଗ୍ରାମରେ ଏକ ଯାତ୍ରୀ ବାହି ବାସ ଥିବାବେଳେ ସେଥିରେ ଅନେକ ଯାତ୍ରୀ ବସି ରହିଥିଲେ।!-->!-->!-->…