ଦାଇଗୁଡ଼ା ବନସୁରକ୍ଷା ସମିତି ଅଞ୍ଚଳରୁ ଦୁର୍ଲଭ ପେଚା ଉଦ୍ଧାର…

ମାଲକାନଗିରି : ମାଥିଲି ବନାଞ୍ଚଳ ଅନ୍ତର୍ଗତ ଦାଇଗୁଡ଼ା ବନସୁରକ୍ଷା ସମିତି ଅଞ୍ଚଳରୁ ଦୁର୍ଲଭ ପେଚା ଉଦ୍ଧାର । ଗତ ରାତି ଏକ ଦୁର୍ଲଭ ପେଚା ଦାଇଗୁଦା ର ପଡ଼ା ଗ୍ରାମ ରାମାଗୁଡା ର ସନିଆ ପୂଜାରୀଙ୍କ ଘରେ ପଶି ଯାଇଥିଲା ସକାଳେ ତାଙ୍କ ସ୍ତ୍ରୀ ସୁଭଦ୍ରା ଦେଖି ଦରି ଯାଇଥିଲେ ଓ ସମସ୍ତଙ୍କୁ ଡାକି

ଲକ୍ଷ୍ମଣଙ୍କ ବୀରତ୍ଵ ଓ ବଳିଦାନ ଦେଶପ୍ରେମର ଅନନ୍ୟ ଉଦାହରଣ

ବିଭିନ୍ନ ସ୍ଥାନରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ । ମାଲକାନଗିରି : ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳନ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିଶାଲ ସିଂଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ମହିଳା ଉଚ୍ଚ

ବ୍ରହ୍ମପୁରସ୍ଥିତ ମଣ୍ଡଳ କାରାଗାରରେ ଶହୀଦ୍ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ

ଦେଶ ମାତୃକା ନିମନ୍ତେ ଆତ୍ମବଳୀ ଦେଇଥିବା ଶହୀଦ୍ ମାନଙ୍କ ଜୀବନ ଆଦର୍ଶରେ ଯୁବପିଢୀ ଆଗଭର ହୋଇ ଦେଶ ପ୍ରଗତିରେ ସାମିଲ ହେବା ଆବଶ୍ୟକ ବ୍ରହ୍ମପୁର : ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୩ ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତି ଚାରଣ କରାଯାଇଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମଣ୍ଡଳ କାରାଗାର

ଡିସେମ୍ବର ଶେଷ ସପ୍ତାହରେ ଗୋପାଳପୁର ବେଳାଭୂମି ମହୋତ୍ସବ : ସମସ୍ତ ବିଭାଗକୁ ଯୋଜନା ପ୍ରସ୍ତୁତ କରିବାକୁ…

ବ୍ରହ୍ମପୁର : ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହ ସମୟରେ ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ଗୋପାଳପୁର ବେଳାଭୂମି ମହୋତ୍ସବ ସହିତ ମିଳିତ ଭାବେ ଅନୁଷ୍ଠିତ ହେବ ଓରମାସ୍ ଦ୍ବାରା ପଲ୍ଲିଶ୍ରୀ ମେଳା, ପଲ୍ଲିଶ୍ରୀ ମେଳା ସହିତ ବେସରକାରୀ ସଂସ୍ଥା ଗୁଡିକ ମଧ୍ୟ ଷ୍ଟଲ ବୁକ୍ କରି

ବୁଲା କୁକୁରପଲ ଆକ୍ରମଣରୁ କୃଷ୍ଣସାର ମୃଗ ଉଦ୍ଧାର

ବୁଗୁଡ଼ା : ବୁଗୁଡ଼ା ବ୍ଲକର ପ୍ରତାପ ଧନଞ୍ଜୟ ପୁର ଶାସନ ନିକଟସ୍ଥ ବିଲରେ ଏକ କୃଷ୍ଣସାର ମୃଗକୁ ବୁଲା କୁକୁରମାନେ ଦଳବଦ୍ଧ ଭାବେ ଆକ୍ରମଣ କରୁଥିଲେ । ଏହି ସମୟରେ ଅବସରପ୍ରାପ୍ତ ଶିକ୍ଷକ ଗୌରୀ ଶଙ୍କର ମିଶ୍ର ଦେଖି ସେମାନଙ୍କ କବଳରୁ ମୃଗଟିକୁ ଉଦ୍ଧାର କରି ବୁଗୁଡ଼ା ବନ ବିଭାଗକୁ ଖବର ଦେଇଥିଲେ

ବ୍ରାହ୍ମଣସମାଜର କାର୍ଯ୍ୟ କାରିଣୀ ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବ୍ରାହ୍ମଣ ସମାଜର କାର୍ଯ୍ୟ କାରିଣୀ ବୈଠକ ବ୍ରାହ୍ମଣ ସମାଜର ସଭାପତି ପିତାମ୍ବର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବ୍ରାହ୍ମଣ ସମାଜର ସମ୍ମିଳନୀ ଉପରେ ଆଲୋଚନା ହୋଇଥିଲା l ଏଥି ସହିତ

ମାଲକାନଗିରି ପ୍ରିମିୟର ଲିଗ୍‌ ଆରମ୍ଭ ପୂର୍ବରୁ ଖେଳାଳି ଚୟନ କାର୍ଯ୍ୟକ୍ରମ

ମାଲକାନଗିରି : କ୍ରୀଡାର ବିକାଶ ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ଫୋକସ ଦେଇ କ୍ରୀଡାକୁ ଆଗକୁ ନେବାକୁ ଚେଷ୍ଟା କରୁଛନ୍ତି । ତେବେ ତୃଣମୂଳ ସ୍ତ୍ରରରୁ ମଧ୍ୟ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ଯୁବ ଗୋଷ୍ଠୀ ଦ୍ୱାରା ବିଭିନ୍ନ କ୍ଲବ କରାଯାଇ ବିଭିନ୍ନ ଖେଳ ଅଭ୍ୟାସ ଓ

ଆଦର୍ଶ ଶିକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ କେଣ୍ଡେଲ ଶୋଭାଯାତ୍ରା

ଛତ୍ରପୁର : ଛତ୍ରପୁର ସହରର ଜଣାଶୁଣା ମାଷ୍ଟର କୋଚିଂ ସେଣ୍ଟର ର ପ୍ରତିଷ୍ଠାତା ତଥା ଆଦର୍ଶ ଶିକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କ (୪୮) ବୟସରେ ଗତ ୧୮ ତାରିଖରେ ପଢଉଥିବା ବେଳେ ହୃଦଘାତରେ ବିୟୋଗ ଘଟିଛି। ସେ ଜଣେ ଛତ୍ରପୁର ସହରର ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ଥିଲେ । ତାଙ୍କ ବିୟୋଗରେ ଛତ୍ରପୁର

ସ୍ୱାଭିମାନ ଅଞ୍ଚଳରେ ବ୍ଲକସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ପଞ୍ଚାୟତ ଅଧୀନ ସରକାରୀ ଅନୁସୂଚୀତ ଜାତି ଜନଜାତି ଉଚ୍ଚ ବିଦ୍ୟାଳୟ ଠାରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଚାରି ଗୋଟି ବିଦ୍ୟାଳୟ ଯଥା ବଡ଼ପଡା ସରକାରୀ ଏସଏସଡି,ବଡପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,

କଡା ସୁରକ୍ଷା ମଧ୍ୟରେ ସମେଟିଭ୍ ଆସେସମେଣ୍ଟ-୧ର ପ୍ରଶ୍ନପତ୍ର

ବୁଗୁଡ଼ା : ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମେଟିଭ୍ ଆସେସମେଣ୍ଟ-୧ର ପ୍ରଶ୍ନପତ୍ର ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ନୋଡାଲ୍ ସେଣ୍ଟରରେ ପୋଲିସ ପହରା ସହ କଡା ସୁରକ୍ଷା ମଧ୍ୟରେ ରହିଥିବା ଜଣାଯାଇଛି । ଏହି ନୋଡାଲ ସେଣ୍ଟର ସୁପରିଟେଣ୍ଡେଣ୍ଟ୍