Sign in
Sign in
Recover your password.
A password will be e-mailed to you.
ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି; ଟିଟିଲାଗଡ଼ ବିକାଶ ସେନା ପକ୍ଷରୁ ବାଇକ ଶୋଭାଯାତ୍ରା
ଟିଟିଲାଗଡ଼ ୨୨/୧୧: ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ ବିକାଶ ସେନା ପକ୍ଷରୁ ବାଇକ୍ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ। ମଙ୍ଗଳବାର ଟିଟିଲାଗଡ଼ରେ ଏକ ବିରାଟ ବାଇକ ଶୋଭାଯାତ୍ରା ପରିକ୍ରମା କରିବା ସହ ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବିରେ!-->…
କଂଗ୍ରେସର ଦୁଇ କାଉନସିଲରଙ୍କୁ ଅଣଦେଖା ଅଭିଯୋଗ : ୭ଦଫା ଦାବି ନେଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ବାଲିଗୁଡ଼ା : ଦୁଇ କାଉନସିଲର ଙ୍କୁ ଏନ୍ଏସି ପକ୍ଷରୁ ଅଣଦେଖା ଅଭିଯୋଗ । ନ୍ୟାୟ ଦାବିରେ ୭ଦଫା ଦାବି ନେଇ ଏନ୍ଏସି କାର୍ଯ୍ୟାଳୟ ବାରଣ୍ଡାରେ ଧାରଣାରେ ବସିଛନ୍ତି ଦୁଇ କାଉଁସିଲର । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସିରେ। ସୂଚନା ପ୍ରକାରେ ପ୍ରତ୍ୟେକ ମାସରେ!-->…
ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଲଗିଲା ଯୁଧ୍ୟ ଜାହାଜ
ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଲଗିଲା ଯୁଧ୍ୟ ଜାହାଜ । ଯୁଧ୍ୟ ଜାହାଜ ଆଇ ଏନ୍ ଏସ୍ ଘଡିଆଲ। ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ନୌସେନା ପକ୍ଷରୁ ଆୟୋଜନ କରାଯାଇଛି ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର। ପାରାଦୀପର ବିଭିନ୍ନ ଲୋକ ପାଇପାରିବେ ସ୍ୱାସ୍ଥ୍ୟ ସୁବିଧା।
ପାରାଦୀପ!-->!-->!-->…
୬ ହଜାର ଲାଞ୍ଚ ନେଇ ଧରା ପଡ଼ିଲେ ରାଜସ୍ୱ ସହାୟକ
ଖଲ୍ଲିକୋଟ ୨୨/୧୧: ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ। ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ କାର୍ଯ୍ୟରତ ରାଜସ୍ବ ସହାୟକ ସଞ୍ଜୟ କୁମାର ସେଠୀଙ୍କୁ ଭିଜିଲାନ୍ସ ଧରିଛି। କୋଦଳା ତହସିଲ ଅନ୍ତର୍ଗତ ବି ନୂଆଗାଁର ଦଣ୍ଡପାଣି ସାହୁଙ୍କ ଠାରୁ ଘରବାଡ଼ି ପଟ୍ଟା କରାଇବାକୁ ସମ୍ପୃକ୍ତ ରାଜସ୍ୱ!-->…
ଦୁଷ୍କର୍ମ ମାମଲାରେ ୨୦ ବର୍ଷ କାରାଦଣ୍ଡ ଘୋଷଣା କଲେ ପୋକ୍ସୋ କୋର୍ଟ
ସାନଖେମୁଣ୍ଡି ୨୨/୧୧: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରଦଣ୍ଡ ସହ ଜୋରିମାନା ଘୋଷଣା କଲେ ପୋକ୍ସୋ କୋର୍ଟ। ଖବର ଅନୁସାରେ, ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଗଣେଶ୍ୱର ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବାବୁ ମଲ୍ଲିକଙ୍କୁ ୨୦ ବର୍ଷ କାରାଦଣ୍ଡ!-->…
ବିରଜା ମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପରେ ମା’ଙ୍କର ହେଲା ମହାସ୍ନାନ, ଥାନାରେ ମାମଲା
ଯାଜପୁର ୨୨/୧୧: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ନେଇ ବିରଜା ବାହିନୀ ପକ୍ଷରୁ ଯାଜପୁର ଥାନାରେ ଅଭିଯୋଗ । ବଂଚିତ ହେଲେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ।
ଗତ ୨୦ ତାରିଖରେ ଯାଜପୁରକୁ ଏକ ମେଲୋଡି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା!-->!-->!-->…
ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ କିରାଣୀ
ଝାରସୁଗୁଡ଼ା ୨୨/୧୧: ଲାଞ୍ଚ ନେଇ ରେଡ୍ ହ୍ୟାଣ୍ଡରେ ଧରାପଡ଼ିଲେ କନିଷ୍ଠ କିରାଣୀ। ଏପରି ଘଟଣା ଝାରସୁଗୁଡ଼ା କୃଷି ବିଭାଗ କାର୍ଯ୍ୟାଳୟରୁ ସାମ୍ନାକୁ ଆସିଛି। l ଭିଜିଲାନ୍ସ ଜାଲରେ ପଡ଼ିଥିବା କିରାଣୀଙ୍କ ପରିଚୟ ଅଜୟ ପାଣ୍ଡେ।
ଖବର ଅନୁସାରେ, ମଙ୍ଗଳବାର ଝାରସୁଗୁଡ଼ା କୃଷି!-->!-->!-->…
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣା: ଇଡିରେ ହାଜର ହେଲେ ଅକ୍ଷୟ ପରିଜା
ଭୁବନେଶ୍ବର ୨୨।୧୧ : ଇଡିରେ ହାଜର ହେଲେ ଅକ୍ଷୟ ପରିଜା । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଇଡିରେ ହାଜର ହେବା ପାଇଁ ହୋଇଥିଲା ନୋଟିସ୍ ।
ଖବର ଅନୁଯାୟୀ, ଅର୍ଚ୍ଚନା ନାଗ ଅର୍ଥ ହେରଫେର ମାମଲାରେ ଖୋଲତାଡ଼ କରୁଛି ପ୍ରବର୍ତ୍ତନ!-->!-->!-->…
ଶତାୟୁଙ୍କୁ ନିଆରା ଢ଼ଙ୍ଗରେ ବିଦାୟ; ବାଜିଲା ଡିଜେ, ନାଚିଲେ ସମ୍ପର୍କୀୟ
ରାଉରକେଲା/କୁତ୍ରା : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ ପଞ୍ଚରା ବସ୍ତିପଡ଼ାରେ ଆଜି ଏକ ଶବଯାତ୍ରାରେ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥିଲା। ପଞ୍ଚରା ଗାଁର ମାଙ୍ଗରୀ ସୁରିନ ନାମକ ଜଣେ ବୃଦ୍ଧା ୧୧୫ ବର୍ଷ ବୟସରେ ଗତକାଲି ରାତିରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପରଲୋକରେ!-->…
କାର୍ରୁ ମିଳିଲା ପେଟି ପେଟି ଟଙ୍କା
ଖୋର୍ଦ୍ଧା ୨୨/୧୧: କାର୍କୁ ପିଛା କରି ଏକ ଟଙ୍କା ଭର୍ତ୍ତି କାର୍ଟୁନ୍ ଜବତ କଲା ପୋଲିସ। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ଆରକ୍ଷି ଅଧିକ୍ଷକଙ୍କ କାର୍ଯ୍ୟାଳୟ ପାଖ ସିଆଳିଆ ରାସ୍ତାରେ ଦେଖିବାକୁ ମିଳିଛି। ଚଳିତ ବର୍ଷ ଅକ୍ଟୋବରେ ଏକ ବ୍ରାଉନ୍ସୁଗାର୍ କାରବାର ମାମଲାରେ ମୋଷ୍ଟ!-->…