ପୂର୍ତ୍ତ ବିଭାଗ ନା ଗର୍ତ୍ତ ବିଭାଗ..! : ରାଇଘର ଉମରକୋଟ ମୁଖ୍ୟ ରାସ୍ତା ପାଲଟିଛି ମରଣ ଯନ୍ତା…

ରାସ୍ତା ସଜଡା ନାମରେ ହୋଇଛି ହରଲୁଟ...! ଉମରକୋଟ : ରାଇଘର ବ୍ଲକ ଏକ ମାଓ ପ୍ରଵଣ ଅଞ୍ଚଳ ହୋଇ ଥିବାରୁ ଏହାର ସୁଯୋଗ ନେଇ ପ୍ରଶାସନ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ମନ ଇଚ୍ଛା ଅତି ରୁ ଅତି ନିମ୍ନ ମାନର କାର୍ଯ୍ୟ କରି ଦିନ ଦିପହରରେ ସରକାଙ୍କ ଅର୍ଥ ହରଲୁଟ କରୁଥିବା କୁ ନେଇ ବାରମ୍ବାର

ଧରାପଡ଼ିଲେ ନକଲି ସାର୍ଟିଫିକେଟରେ ଚାକିରୀ କରୁଥିବା ଶିକ୍ଷୟତ୍ରୀ…

ହିଂଜିଳିକାଟୁ, ୨୨ା୧୧: ଗଂଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକ ର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରୀ ହାତେଇଥିବା ଅଭିଯୋଗ ହୋଇଥିଲା । ହିଂଜିଳିକାଟୁ ବ୍ଳକର ୧୯ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ନାମରେ ଜାଲ ପ୍ରମାଣପତ୍ର ଦେଇ ଚାକିରି ହାତେଇଥିବା

ଗଞ୍ଜେଇ ଚାଲାଣରେ ଗିରଫ କନେଷ୍ଟବଳ ଦୋଷୀ ସାବ୍ୟସ୍ତ…

ମାଲକାନଗିରି : ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ପୋଲିସ କନେଷ୍ଟବଳ ସଞ୍ଜୀବ ହୀରା ଦୋଷୀ ସାବ୍ୟସ୍ତ ପରେ ଆଜି ଏହି ମାମଲାର ସୁନାଣି କରି ଜିଲ୍ଲା ଦୌରାଜର୍ଜ ଅଜନ୍ତା ଶଢଙ୍ଗୀ ଦୋଷୀଙ୍କୁ ୧୦ ବର୍ଷ ଜେଲ ଓ ୧ ଲକ୍ଷ ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଗତ ୨୦୨୧ ମସିହାରେ ମାଲକାନଗିରି

ଦାରିଙ୍ଗବାଡ଼ିରେ ଗଡ଼ିଲା କୃଷି ସଚେତନତା ରଥ…

ଦାରିଙ୍ଗବାଡ଼ି :ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହାୟତାରେ ଦାରିଙ୍ଗବାଡ଼ି ବ୍ଲକରେ ଚାଷୀମାନଙ୍କୁ କୃଷିର ବିବିଧ ଯୋଜନା ଓ ସହାୟତା ସମ୍ପର୍କରେ ସଚେତନ କରିବା ପାଇଁ ମଙ୍ଗଳବାର ସକାଳେ କୃଷି ସଚେତନତା ରଥ ଗଡ଼଼ିବା ଆରମ୍ଭ କରିଛି। ଦାରିଙ୍ଗବାଡ଼ି କୃଷି ସୂଚନା କେନ୍ଦ୍ର

ବେଠିଆବୋରଦା ସ୍କୁଲ ପରିଚାଳନା କମିଟି ଗଠିତ  

ବୁଗୁଡା : ବୁଗୁଡା ବ୍ଳକ ଅନ୍ତର୍ଗତ ବେଠିଆବୋରଦା ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଆଜି ଗଠିତ ହୋଇଯାଇଛି। ବିଦ୍ୟାଳୟର ପରିସରରେ ପ୍ରଧାନ ଶିକ୍ଷକ ରବିନ୍ଦ୍ର ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସ୍କୁଲ୍ ପରିଚାଳନା କମିଟି ସଭାପତି ରୂପେ ସୁଲୋଚନା ସ୍ବାଇଁ , ଉପସଭାପତି

ଭିଡ଼ିଓ କନ୍ଫସରେନ୍ସ ମାଧ୍ୟମରେ ୨୫ କୋଟି ଟଙ୍କା ବ୍ୟୟରେ ଛଅଟି ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ

ମାଲକାନଗିରି (୨୨।୧୧) : ମାଲକାନଗିରି ଜିଲ୍ଲାର ଉନ୍ନତି ଓ ବିକାଶ ପାଇଁ ଅହରହ ଉଦ୍ୟମ କରାଯାଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ୨୫ କୋଟି ଟଙ୍କା ବ୍ୟୟରେ ଛଅଟି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତିା ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ମାଲକାନଗିରି ସଦର ବ୍ଲକ

ଚିତ୍ରକୋଣ୍ଡା ବନାଞ୍ଚଳ ଦ୍ଵାରା ଶିଶୁ କାଠ ଜବତ, ଜଣେ ଅଭିଯୁକ୍ତ ଗିରଫ

ଚିତ୍ରକୋଣ୍ଡା (୨/୧୧) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବନାଞ୍ଚଳ ଦ୍ଵାରା ଗଲା କାଲି ୨୫ଟି ଶିଶୁ କାଠ ଜବତ ହୋଇଛି l ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ବଡପଦର ପଞ୍ଚାୟତ ରେଖାପାଲି ବିଟ ଦାରାକୋଣ୍ଡା ଛକ ନିକଟରୁ ଏକ ମହିନ୍ଦ୍ରା ଟ୍ରାକ୍ଟରରେ ୨୫ ଗୋଟି ଶିଶୁ କାଠ ଚାଲାଣ କରୁଥିବା ବେଳେ

ପିଓକେ ଦଖଲ ପ୍ରସଙ୍ଗ: ‘ସରକାରଙ୍କ ସବୁ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବ ସେନା’

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଦଖଲ କରିବା ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି। ପିଓକେ ଦଖଲ ହେଉ କି ଆଉ ଯାହା ବି କିଛି ମିଶନ ହେଉ, ସରକାରଙ୍କ ସବୁ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଛି। ଭାରତ ସରକାର ଯାହା ବି ନିର୍ଦ୍ଦେଶ ଦେବେ,

ଭାରତ ଯୋଡ଼ ଯାତ୍ରାରେ ରାହୁଲଙ୍କ ସହ ଚାଲୁଥିବା ଅଭିନେତ୍ରୀମାନେ ନେଉଛନ୍ତି ଟଙ୍କା: ବିଜେପି

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡ ଯାତ୍ରାରେ ଏପର୍ଯ୍ୟନ୍ତ ଅନେକ କଳାକାର ଅଂଶଗ୍ରହଣ କରିଛନ୍ତି। ପୂଜା ଭଟ୍ଟ, ସୁଶାନ୍ତ ସିଂ, ଆମୋଲ ପାଲେକର, ରିୟା ସେନ୍, ରଶ୍ମୀ ଦେଶାଇଙ୍କ ସମେତ ଆଉ କିଛି ଅଭିନେତ୍ରୀ ରାହୁଲଙ୍କ ପଦଯାତ୍ରାରେ ସାମିଲ ହୋଇଛନ୍ତି | ତେବେ ବର୍ତ୍ତମାନ ଏନେଇ ବିଜେପି ପକ୍ଷରୁ ଏକ

୫୦୦ ଶରଣାର୍ଥୀ ଥିବା ବୋଟକୁ ଉଦ୍ଧାରକଲା ଗ୍ରୀସ ନୌସେନା

ଏଥେନ୍ସ : ୫୦୦ରୁ ଅଧିକ ଶରଣାର୍ଥୀଙ୍କୁ ନେଇ ଗ୍ରୀସ ଆଡ଼କୁ ଆସୁଥିବା ଏକ ବୋଟ୍ ଖରାପ ପାଗ ଓ ଇଂଜିନ ଖରାପ ହେବା ଯୋଗୁଁ ନିୟନ୍ତ୍ରଣ ହରାଇଥିଲା । ପରେ ଜରୁରୀ ସୂଚନା ପାଇଁ ଗ୍ରୀସ ନୌସେନା ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇଛି ।ଗ୍ରୀସ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମଧ୍ୟ-ଏସିଆ କିମ୍ବା