Sign in
Sign in
Recover your password.
A password will be e-mailed to you.
ଅକ୍ଷୟ ପରିଜାଙ୍କ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର ୨୩।୧୧ : ପ୍ରଥମେ ଅକ୍ଷୟ ପରିଜା ଆଉ ଏବେ ଶ୍ରଦ୍ଧାଞ୍ଜଳି । ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ।
ଖବର ଅନୁଯାୟୀ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ହେବା ପରେ ନୂଆ ନୂଆ!-->!-->!-->…
ବିଜେବି କଲେଜ ବାରଣ୍ଡାରେ ରାତି ଅଧରେ ବୁଲୁଛି ବୁଲେଟ୍, ଭିଡିଓ ଭାଇରାଲ୍
ଭୁବନେଶ୍ୱର: କଲେଜ ବାରଣ୍ଡାରେ ରାତି ଅଧରେ ବୁଲୁଛି ବୁଲେଟ୍। ବୁଲେଟ୍ ଚଳାଇବାର ଇନଷ୍ଟାଗ୍ରାମ୍ ରିଲ୍ସ ଭିଡିଓ ଏବେ ଭାଇରାଲ। ବିଜେବି କଲେଜ ଅଫିସ କ୍ୟାମ୍ପସରେ ଜଣେ ଯୁବକ ବୁଲେଟ୍ ଚଲାଇ ଭିଡିଓ ଭାଇରାଲ କରିଛନ୍ତି।
କିଏ ଓ କେମିତି ବୁଲେଟରେ ବସି ଭିଡିଓ ଭାଇରାଲ କଲା ତାହା!-->!-->!-->…
ପ୍ରଧାନମନ୍ତ୍ରୀଙ୍କୁ ଦଣ୍ଡିତ କରିପାରୁଥିବା ଭଳି ଟାଣୁଆ ନିର୍ବାଚନ କମିସନ ଆବଶ୍ୟକ
ନୂଆଦିଲ୍ଲୀ : ଦେଶ ଜଣେ ନିରପେକ୍ଷ ତଥା ଟାଣୁଆ ନିର୍ବାଚନ କମିସନ ଆବଶ୍ୟକ କରୁଛି, ଏପରି ବ୍ୟକ୍ତି ଯିଏ କି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ଏକଥା କହିଛନ୍ତି ସୁପ୍ରିମକୋର୍ଟ ।ଜଷ୍ଟିସ୍ କେଏମ ଜୋସେଫଙ୍କ ଅଧ୍ୟକ୍ଷତାରେ ଥିବା ଏକ ୫ ଜଣିଆ ଖଣ୍ଡପୀଠ!-->…
୪ ଶାବକଙ୍କୁ ଜନ୍ମ ଦେଲା ସିଂହୀ ‘ବିଜ୍ଲି’, ନନ୍ଦନକାନନରେ ୨୦କୁ ବୃଦ୍ଧି ପାଇଲା ସିଂହ ସଂଖ୍ୟା
ଭୁବନେଶ୍ୱର: ୪ ଶାବକଙ୍କୁ ଜନ୍ମ ଦେଲା ସିଂହୀ ବିଜ୍ଲି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଆଫ୍ରିକୀୟ ସିଂହୀ ‘ବିଜ୍ଲି’ର ତୃତୀୟ ଗର୍ଭରୁ ୪ଟି ଶାବକ ଜନ୍ମ ହୋଇଛନ୍ତି। ଗତକାଲି ସିଂହ ସଫାରିରେ ଏହି ଶାବକ ଜନ୍ମଲାଭ କରିଛନ୍ତି। ଏବେ ଜନ୍ମିତ ୪ଟିଙ୍କୁ ମିଶାଇ ବିଜ୍ଲି ୩ଥର!-->…
ତିନି ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ : ଥରିଲା ଘର କବାଟ, ବାହାରକୁ ଆସିଗଲେ ଲୋକେ
ଯାଜପୁର ୨୩।୧୧ : ତିନି ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ । ଭଦ୍ରକ , ଯାଜପୁର , କେନ୍ଦୁଝର ଜିଲ୍ଲା ପ୍ରଚଣ୍ଡ ଶବ୍ଦ ହୋଇଛି । ଯାହାଫଳରେ କି ଏହି ସବୁ ଅଞ୍ଚଳର କିଛି ଘର କବାଟ ଥରିଥିଲା । ଭୟରେ ବାହାରକୁ ଚାଲିଆସିଲେ ।
ଖବର ଅନୁଯାୟୀ, ବୁଧବାର ଦିନ ୧୧ଟାରେ ଏହି ତିନୋଟି ଜିଲ୍ଲାରେ ହଠାତ୍ ଏକ!-->!-->!-->…
‘ଶୋଇପଡ଼ରେ ପୁଅ..ନହେଲେ କେଜ୍ରିୱାଲ ଆସିଯିବେ’ ଏଭଳି କିଏ କହିଲେ ଜାଣନ୍ତୁ
ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ଵାଚନ ପାଇଁ ଏବେ ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟି ପ୍ରମୁଖଙ୍କ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ଜୋର ଧରିଛି | ଆଉ ଏବେ ଦଳମାନଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ପର୍ବ ଜାରି ରହିଥିବାବେଳେ ଗୁଜୁରାଟର କାଙ୍କ୍ରେଜ ବିଧାନସଭାରେ ଆପରରାଜ୍ୟସଭା ସାଂସଦ!-->…
ପୂର୍ବତନ ମନ୍ତ୍ରୀ ଗୋଲକ ନାୟକଙ୍କ ଦେହାନ୍ତ
ବାରିପଦା: ପୂର୍ବତନ ମନ୍ତ୍ରୀ ଗୋଲକ ନାୟକଙ୍କ ଦେହାନ୍ତ। ଆଜି ସକାଳ ୧୦ଟା ସମୟରେ ବାରିପଦା ସ୍ଥିତ ଏକ ଘରୋଇ ନର୍ସିଂ ହୋମ୍ରେ ଚିକିତ୍ସାଧୀନ ଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନରୁ ସେ କିଡ୍ନୀ ରୋଗରେ ପୀଡିତ ଥିଲେ। ଆଜି ସକାଳ ୭ଟା ସମୟରେ ଡାଇଲିସିସ୍ ପାଇଁ!-->…
ଜାକିର ନାଏକକୁ ଆମେ ଡାକିନୁ : କତାର
ନୂଆଦିଲ୍ଲୀ : ବିଶ୍ବକପ ଫୁଟବଲକୁ ବିବାଦୀୟ ଇସ୍ଲାମିକ ପ୍ରବଚକ ଜାକିର ନାଏକକୁ ନିମନ୍ତ୍ରଣ କରାଯିବାକୁ ନେଇ ଭାରତ ପକ୍ଷରୁ ତୀବ୍ର ପ୍ରତିବାଦ କରାଯିବା ପରେ କତାର ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି । କତାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଜାକିର ନାଏକକୁ ବିଶ୍ବକପ ପାଇଁ!-->…
ଇଡିରେ ପୁଣି ହାଜର ହେଲେ ଅକ୍ଷୟ ପରିଜା
ଭୁବନେଶ୍ୱର ୨୩।୧୧ : ଇଡିରେ ପୁଣି ହାଜର ହେଲେ ଅକ୍ଷୟ ପରିଜା । ମଙ୍ଗଳବାରର ୯ ଘଣ୍ଟା ଜେରା ପରେ ଆଜି ପୁଣି ହାଜର ହୋଇଛନ୍ତି ଫିଲ୍ମ ନିର୍ଦ୍ଦେଶକ । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଏବଂ ଅର୍ଥ ହେର୍ଫେର୍ ମାମଲାରେ ଖୋଳତାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଖବର ଅନୁଯାୟୀ,!-->!-->!-->…
ଧାର୍ମିକ ବିଶ୍ୱାସ ଅନୁଯାୟୀ ସତ୍ୟେନ୍ଦ୍ର ଜୈନଙ୍କୁ ଉପଯୁକ୍ତ ଖାଦ୍ୟ ଦିଆଯାଉ: କୋର୍ଟ
ନୂଆଦିଲ୍ଲୀ: ଜେଲରେ ଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ତାଙ୍କର ଧାର୍ମିକ ବିଶ୍ୱାସ ଅନୁଯାୟୀ ଉପଯୁକ୍ତ ଖାଦ୍ୟ ପୂର୍ବ ଭଳି ଯୋଗାଇ ଦିଆଯିବ। ଜୈନଙ୍କ ଅବେଦନ ପରେ ଆଜି ଏଭଳି ରାୟ ଶୁଣାଇଛନ୍ତି କୋର୍ଟ। ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଦିଲ୍ଲୀର ତିହାର ଜେଲକୁ ଏନେଇ!-->…