Sign in
Sign in
Recover your password.
A password will be e-mailed to you.
ଝିଅଙ୍କ ପ୍ରବେଶ ଉପରେ ରୋକ ଲଗାଇଲା ଜାମା ମସଜିଦ
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଥିବା ପ୍ରସିଦ୍ଧ ଜାମା ମସଜିଦ ପ୍ରଶାସନ ବଡ଼ ପଦକ୍ଷେପ ନେଇଛି। ଏଣିକି ଝିଅମାନେ ଏକାକୀ କିମ୍ବା ଗ୍ରୁପ ହୋଇ ମସଜିଦ ପରିସରରେ ପ୍ରବେଶ କରିପାରିବେ ନାହିଁ। ସେହିପରି ମସିଜିଦ ପରିସରରେ କୌଣସି ଭିଡିଓ ମ୍ୟୁଜିକ ସହ କେହି ବି ଶୁଟିଂ କରିପାରିବେ ନାହିଁ।
!-->!-->!-->…
ଅଟୋ ରିକ୍ସା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଅଚିହ୍ନା ସଂଗଠନ
ମାଙ୍ଗାଲୁରୁ: କର୍ଣ୍ଣାଟକାର ମାଙ୍ଗାଲୁରୁ ଠାରେ ଗତ ଶନିବାର ହୋଇଥିବା ଅଟୋ ରିକ୍ସା ବିସ୍ଫୋରଣ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଜଣେ ଯୁବକ ଅଟୋରେ କ୍ରୁଡ ବୋମା ନେଇ ଯାଉଥିବା ବେଳେ ଏହା ବିସ୍ଫୋରଣ ହୋଇଥିଲା। ଏଥିରେ ଅଟୋ ଚାଳକ ଓ ବୋମା ନେଇ ଯାଉଥିବା ଯୁବକ ଆହତ ହୋଇ ହସ୍ପିଟାଲରେ!-->…
ତରବରିଆଭାବେ କାହିଁକି ଇସିଙ୍କୁ ନିଯୁକ୍ତି ଦିଆଗଲା ବୋଲି କେନ୍ଦ୍ରକୁ ପ୍ରଶ୍ନକଲେ ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପୁଣିଥରେ କେନ୍ଦ୍ରକୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ସୁପ୍ରିମକୋର୍ଟ। ପୂର୍ବତନ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲଙ୍କୁ କାହିଁକି ତରବରିଆ ଓ ଆତୁର ଭାବେ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଗଲା? ବିଜୁଳି ବେଗରେ ବା ୨୪!-->…
ସଚିନ ପାଇଲଟଙ୍କୁ ଗଦ୍ଦାର କହି ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ
ନୂଆଦିଲ୍ଲୀ: ଗୁଜରାଟରେ ଆଗକୁ ବିଧାନସଭା ନିର୍ବାଚନ ହେବ। ହେଲେ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଆଜି ବିସ୍ଫୋରକ ରୂପ ନେଇଛି।
ଗୋଟିଏ ଜାତୀୟ ଗଣମାଧ୍ୟମକୁ!-->!-->!-->…
ପାଟନା ଯାଇ ନୀତୀଶ କୁମାର ଓ ତେଜସ୍ୱୀ ଯାଦବଙ୍କୁ ଭେଟିଲେ ଆଦିତ୍ୟ ଠାକରେ
ପାଟନା: ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଳି ଆରମ୍ଭ ହେଲାଣି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଗତକାଲି ବିହାର ଗସ୍ତ କରିଛନ୍ତି। ଏହି ଅବସରରେ ସେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ!-->…
ଖଣ୍ଡିୟ ବନାଧିକାରୀ ଙ୍କ ସଭାଗୃହ ଠାରେ ଦୁଇ ଦିନିଆ ସବୁଜ ବାହିନୀ (eco-club) କର୍ମଶାଳା ଆୟୋଜିତ…
ମାଲକାନଗିରି : ମାଲକାନଗିରି ଖଣ୍ଡିୟ ବନାଧିକାରୀ ଙ୍କ ସଭାଗୃହ ଠାରେ ଦୁଇଦିନିଆ ସବୁଜ ବାହିନୀ (eco club) କର୍ମଶାଳା ଆୟୋଜିତ ହୋଇଛି । ଉକ୍ତ କର୍ମଶାଳା କୁ ଖଣ୍ଡିୟ ବନାଧିକାରୀ ଶ୍ରୀ ପ୍ରତାପ କତାପାଲି ପ୍ରଦୀପ ପ୍ରଜ୍ଵଳନ କରି ଆରମ୍ଭ କରିଥିଲା ବେଳେ ସବୁଜ ବାହିନୀ ମାଷ୍ଟର ଟ୍ରେନର!-->!-->!-->…
ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କ ଘୋଷଣା କୁ ସ୍ଵାଗତ ଓ ଅଭିନନ୍ଦନ…
ସମ୍ବଲପୁର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ଲକ୍ଷ ଲକ୍ଷ ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀଙ୍କ ଉଦ୍ଦେଶ୍ୟରେ କରିଥିବା ଘୋଷଣାକୁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ସଭାପତି ଶ୍ରୀ ବିଜୟ କୁମାର ମହାନ୍ତି ସ୍ଵାଗତ!-->!-->!-->…
ଚିତ୍ରକୋଣ୍ଡାରେ ସତ୍ୟସାଇଙ୍କ ୯୭ତମ ଜନ୍ମ ଜୟନ୍ତୀ ପାଳିତ
ଚିତ୍ରକୋଣ୍ଡା (୨୩/୧୧) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସତ୍ୟସାଇ ସମିତି ଆନୁକୂଲ୍ୟରେ ସାଇ ମନ୍ଦିର ଠାରେ ସତ୍ୟ ସାଇ ବାବା ଙ୍କ ୯୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି l ଆଜି ସତ୍ୟସାଇ ସମିତି ପକ୍ଷରୁ ପ୍ରତିବର୍ଷ ଭଳି ପୂର୍ବ ଯୋଜନା ମୁତାବକ ପ୍ରଭାତ ସମୟରେ ପ୍ରଶାନ୍ତି ପତାକା!-->…
ଚିତ୍ରକୋଣ୍ଡାରେ ବିଭିନ୍ନ ଦାବି ନେଇ ଅଙ୍ଗନବାଡି କର୍ମିଙ୍କ ଧାରଣା
ଚିତ୍ରକୋଣ୍ଡା (୨୩/୧୧) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆଇସିଡିଏସ କାର୍ଯ୍ୟାଳୟ ଆଗରେ ଗଲା କାଲି ଠାରୁ ଠିକା କର୍ମଚାରୀ ଅଙ୍ଗନବାଡି କର୍ମି ଏବଂ ଅଙ୍ଗନବାଡି ହେଲ୍ପର ମାନେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଭଳି ବିଭିନ୍ନ ଦାବି ପ୍ରତିବାଦରେ ନିଜ କାର୍ଯ୍ୟାଳୟ ଆଗରେ ଏକତ୍ରିତ!-->!-->!-->…
ଜିଲ୍ଲା ପ୍ରଶାସନ ଓ ବିଏସଏଫ ମିଳିତ ଉଦ୍ୟମରେ ସ୍ୱାଭିମାନ ଅଞ୍ଚଳରେ କମ୍ପ୍ୟୁଟର ଶିକ୍ଷା ଆରମ୍ଭ
ଚିତ୍ରକୋଣ୍ଡା (୨୩/୧୧) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ କମ୍ପ୍ୟୁଟର ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ବିଏସଏଫ ର ମିଳିତ ଉଦ୍ୟମରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଜନ୍ତାପାଇ ଠାରେ ସ୍ୱାଭିମାନ ଅଞ୍ଚଳର ପିଲାମାନଙ୍କ!-->!-->!-->…