Sign in
Sign in
Recover your password.
A password will be e-mailed to you.
ବିଜେପି ସାଂସଦଙ୍କୁ ପଳାତକ ଘୋଷଣା କଲେ କୋର୍ଟ
ଶାହଜାହାନପୁର: ଅଡ଼ୁଆରେ ବିଜେପି ସାଂସଦ ଅରୁଣ କୁମାର ସାଗର। ବାରମ୍ବାର ସମନ ସତ୍ତ୍ୱେ ସେ କୋର୍ଟରେ ହାଜର ନେବାରୁ ତାଙ୍କୁ ପଳାତକ ଘୋଷଣା କରିଛନ୍ତି ସ୍ୱତନ୍ତ୍ର ସାଂସଦ/ବିଧାୟକ କୋର୍ଟ। ଉତ୍ତରପ୍ରଦେଶର ଶାହଜାହାନପୁର ଆସନରୁ ଅରୁଣ କୁମାର ବିଜେପି ଟିକେଟରେ ନିର୍ବାଚନ ଜିତି ଲୋକସଭାକୁ!-->…
ଚୀନ୍ ରେ ଦିନକରେ ୨୮ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ
ବେଜିଂ: ପୁଣି କଡ ଲେଉଟାଇଲାଣି ମହାମାରୀ କରୋନା। କିଛି ଦିନର ବ୍ୟବଧାନ ପରେ ପୁଣି ମେଲାଇଲାଣି କାୟା। ଦିନକରେ ଏକାଥରକେ ଚିହ୍ନଟ ହେଲେ ୨୮ ହଜାରରୁ ଅଧିକ ସଂକ୍ରମିତ। ଏହାକୁ ନେଇ ଏବେ ପୁଣି ଥରେ ଚୀନ୍ରେ ଆତଙ୍କ ଖେଳିଯାଇଛି। ଫଲରେ ଏଠାକୁ ପୁଣି ଥରେ ଲକ୍ଡାଉନ୍ ଫେରିଛି।ଚୀନ୍ର ରାଜଧାନୀ!-->…
ୱାଲମାର୍ଟ ଷ୍ଟୋର୍ରେ ଗୁଳିମାଡ଼, ପାଖାପଖି ୧୦ ମୃତ
ୱାଶିଂଟନ: ଆମେରିକାରେ ପୁଣି ଫୁଟିଲା ଗୁଳି। ଭର୍ଜିନିଆ ସ୍ଥିତି ଏକ ୱାଲମାର୍ଟ ଷ୍ଟୋର୍ରେ ଭିଡ ଜମିଥିବା ବେଳେ ଗୁଳିମାଡ ହୋଇଛି। ଏଥିରେ ପାଖାପାଖି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏଥିସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଏହାହେଉଛି ଦେଶରେ ତିନି ଦିନ ମଧ୍ୟରେ ଦ୍ୱିତୀୟ ବଡଧରଣର!-->…
କର୍ମଚାରୀଙ୍କୁ ଛଟେଇ ପରେ ହରଡ଼ଘଣାରେ ଆମାଜନ୍, ନୋଟିସ୍ ଜାରି
ନୂଆଦିଲ୍ଲୀ: ପାଖାପାଖି ୧୦ ହଜାର କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛଟେଇ କରି ଅଡୁଆ ଇ-କମର୍ସ କମ୍ପାନୀ ଆମାଜନ। କର୍ମଚାରୀ ସଂଗଠନ ତରଫରୁ ଅଭିଯୋଗ ପରେ ଶ୍ରମ ମନ୍ତ୍ରାଳୟ କମ୍ପାନୀକୁ ଏବେ ନୋଟିସ ଜାରି କରିଛି। ବେଙ୍ଗାଳୁରୁରେ ଡେପୁଟି ଲେବର କମିଶନର୍ଙ୍କ ନିକଟରେ ହଜାର ହେବାକୁ ମନ୍ତ୍ରାଳୟ!-->…
ଅଫତାବ ମୋତେ ହତ୍ୟା କରିବା ସହ କାଟି ଦେବ: ୨ ବର୍ଷ ତଳେ ପୁଲିସକୁ କହିଥିଲେ ଶ୍ରଦ୍ଧା
ମୁମ୍ବାଇ: ନିଜର ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଫତାବ ପୁନାୱାଲା ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ହତ୍ୟା ଘଟଣାର ୨ ବର୍ଷ ପୂର୍ବରୁ ଶ୍ରଦ୍ଧା ମୁମ୍ବାଇ ପୁଲିସ୍କୁ ଅଫତାବ ଦେଉ ଥିବା ନିର୍ଯାତନା ସମ୍ପର୍କରେ ଜଣାଇ ସାରିଥିଲେ।ଅଫତାବ ୬ ମାସ!-->…
ରାହୁଲ ଗାନ୍ଧି ଏବେ ସଦାମ ହୁସେନ ଭଳି ଦେଖାଯାଉଛନ୍ତି: ଆସାମ ମୁଖ୍ୟମନ୍ତ୍ରୀ
ଗୌହାଟୀ: ଭାରତ ଯୋଡ଼ ଯାତ୍ରା କରୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବେ ଇରାକର ପୂର୍ବତନ ଏକଛତ୍ରବାଦୀ ଶାସକ ସଦାମ ହୁସେନ ଭଳି ଦେଖାଯାଉଥିବା ତାଚ୍ଛଲ୍ୟ କରି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସେ ସଦାନ ହୁସେନଙ୍କ ପରିବର୍ତ୍ତେ ନିଜର ଚେହେରାକୁ ସର୍ଦ୍ଦାର ପଟେଲ,!-->…
ମାଟ୍ରିକ୍ ଏସ୍ଏ-୧ ପରୀକ୍ଷା ଆରମ୍ଭ , ୧୦ ପରୀକ୍ଷା କେନ୍ଦ୍ରରେ ୧୬୮୨ ପରୀକ୍ଷାର୍ଥୀ
ବୁଗୁଡ଼ା : ଚଳିତ ଶିକ୍ଷାବର୍ଷ ୨୦୨୨-୨୩ର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇଯାଇଛି । ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ଅଧିନସ୍ଥ ୨୭ଟି ହାଇସ୍କୁଲର ମୋଟ ୧୭୩୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ!-->…
ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଙ୍କ ହିଞ୍ଜିଳି ଥାନା ପରିଦର୍ଶନ…
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ଵୂଧବାର ହିଞ୍ଜିଳି ଥାନା ପରିଦର୍ଶନରେ ଆସି ସମୀକ୍ଷା କରିଥିଲେ ା ଗତ ଏକ ବର୍ଷ ମଧ୍ୟରେ ହିଞ୍ଜିଳି ଥାନା ୱାରେଣ୍ଟି ଧରପଗଡ, ଜୁଆଆଡ୍ଡା ଚଢ଼ାଉ, ଚୋରାମଦ, ସହ ବିଭିନ୍ନ ମାମଲାର ଚାର୍ଜସିଟ ପ୍ରସ୍ତୁତ ସହ ମୋ ସରକାର
!-->!-->!-->…
ମାଓବିରୋଧୀ ଅପରେସନ ବେଳେ ମାଟି ତଳୁ ବହୁପରିମାଣର ବିସ୍ଫୋରକ ଜବତ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ଥାନା ଧାକଡ଼ପଦର ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ଇଭିଏମ ମେସିନ, ବନ୍ଧୁକ ,ବମ ଓ ଗୋଳାବାରୁଦକୁ ଜବତ କରିଛନ୍ତି ଯବାନ। ସ୍ୱାଭିମାନ ଅଞ୍ଚଳରେ ମାଓବାଦୀମାନେ କୌଣସି ଏକ ବଡ଼ ଧରଣର!-->!-->!-->…
ରକ୍ତ ହୀନତା ଦୂର କରିବା ନେଇ ଅମ୍ଲାନ ଅଭିଯାନର ଶୁଭାରମ୍ଭ…
ବ୍ରହ୍ମପୁର : ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶାଙ୍କ ଦ୍ବାରା ରକ୍ତହୀନତା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଆନିମିଆ ମୁକ୍ତ କରିବା ଲକ୍ଷ୍ୟ ନେଇ ଅମ୍ଲାନ ଅଭିଯାନ ବୁଧବାର ଆରମ୍ଭ କରାଯାଇଛି । ଆଜି ଅନୁଷ୍ଠିତ ଓସ୍ବାନ ଭିସି ମାଧ୍ୟମରେ ଓଡିଶାର!-->…