Sign in
Sign in
Recover your password.
A password will be e-mailed to you.
ଦାରିଙ୍ଗବାଡ଼ିରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାରିଙ୍ଗବାଡ଼ି,୨୪/୧୧ : ଦାରିଙ୍ଗବାଡ଼ି ସ୍ଥିତ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୬ଟି କ୍ଲଷ୍ଟର ଦାରିଙ୍ଗବାଡ଼ି, ଗ୍ରୀନବାଡ଼ି,!-->…
ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ, ଆସନ୍ତାକାଲି ଯାଏ ଗୃହ ମୁଲତବି
ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠିଛି। ବିରୋଧୀ ଦଳର ନେତାମାନେ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି। ଅର୍ଚ୍ଚନା ନାଗ ସମ୍ପର୍କରେ ଗୃହରେ ଆଲୋଚନା ଦାବି କରି ଗୃହର ମଧ୍ୟ ଭାଗରେ ଉଭୟ!-->…
ଛାତ୍ରଙ୍କୁ ବିଦ୍ୟାଳୟରେ ନିସ୍ତୁକ ମାଡ ମାରିଲେ ଶିକ୍ଷକ, ଛାତ୍ର ଗୁରୁତର
ଉଦଳା: ଦଣ୍ଡମୁକ୍ତ ଅଂଚଳରେ ଦଣ୍ଡଯୁକ୍ତ ବ୍ୟବସ୍ଥା । ଜଣେ ଶିକ୍ଷକ ଛାତ୍ରଙ୍କ ଅତି ନିର୍ଦ୍ଦୟ ଭାବେ ମାଡ ମାରି କରିଛନ୍ତି ଗୁରୁତର । ଏଭଳି ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରଙ୍କ ପରିବାର ଲୋକେ । ଏଭଳି ଘଟଣା ଘଟିଛି କପ୍ତିପଦା ବ୍ଲକ କପ୍ତିପଦା ଉପ୍ରା ବିଦ୍ୟାଳୟରେ ।
!-->!-->!-->…
ବୟସ୍କ ପିତା ମାତାଙ୍କୁ ହଇରାଣ କରି ପାରିବେ ନାହିଁ ପୁଅ ବୋହୂ ବା ଝିଅ : ହାଇକୋର୍ଟ
କଟକ:ବୟସ୍କ ପିତା ମାତାଙ୍କୁ ହଇରାଣ କରି ପାରିବେ ନାହିଁ ପୁଅ ବୋହୂ ବା ଝିଅ। ବରିଷ୍ଠ ନାଗରିକ ମାନଙ୍କୁ କୌଣସି ପରିସ୍ଥିତିରେ ନିର୍ଯ୍ୟାତନା ଦିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।!-->…
ଗୃହପାଳିତ ପଶୁଙ୍କ ପାଇଁ ଆସିବ ସ୍ୱତନ୍ତ୍ର ପେଟ୍ ଆକ୍ଟ, ଡ୍ରାଫ୍ଟ ଏସ୍ଓପିକୁ ନେଇ ବିଏମ୍ସି କର୍ପୋରେସନ ବୈଠକରେ…
ଭୁବନେଶ୍ୱର : ଗୃହ ପାଳିତ ପଶୁପକ୍ଷୀଙ୍କ ପାଇଁ ଆସିବ ସ୍ୱତନ୍ତ୍ର ପେଟ ଡଗ୍ ଆକ୍ଟ। ଡ୍ରାଫ୍ଟ ଏସ୍ଓପିକୁ ନେଇ ବିଏମ୍ସି କର୍ପୋରେସନ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଗାଇଡଲାଇନ୍ ନେଇ ବିସ୍ତୃତ ରୂପେ ଆଲୋଚନା କରାଯାଇଛି। ଭୁବନେଶ୍ବରରେ କୁକୁର ଆକ୍ରମଣ ମାମଲା ସାମ୍ନାକୁ ଆସିବା ପରେ!-->…
ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ମାନସିକ ନିର୍ଯାତନା ଅଭିଯୋଗ
ଖୋର୍ଦ୍ଧା ୨୪/୧୧: ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କ ନାମରେ ମାନସିକ ନିର୍ଯାତନା ଅଭିଯୋଗ। ଏପରି ଅଭିଯୋଗ ଆଣିଛନ୍ତି ତାଙ୍କ ବ୍ୟକ୍ତିଗତ ସହାୟକ (ପିଏ)ଙ୍କ ପତ୍ନୀ ସବିତା ନାୟକ। ଖୋର୍ଦ୍ଧା ଆଦର୍ଶ ଥାନାରେ ସେ ଏନେଇ ଏତଲା ଦେଇଛନ୍ତି। ସୂଚନା ଥାଉକି,!-->…
ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ-ମାଓ ମୁହାଁମୁହିଁ, ୨ ନିହତ
ବଲାଙ୍ଗିର:ଆଣ୍ଟି ନକ୍ସଲ ଅପରେସନରେ ପୋଲିସକୁ ସଫଳତା। ଗତକାଲି ରାତିରେ ଗନ୍ଧମାର୍ଦ୍ଦନ ପାହାଡରେ ପୋଲିସ ମାଓବାଦୀ ଗୁଳିବିନିମୟ ହୋଇଛି।ପ୍ରାୟ ଅଧଘଣ୍ଟା ଧରି ଚାଲିଥିବା ଗୁଳିବିନିମୟରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣା ସ୍ଥଳରେ ୫ ଟି ଏସଓଜି ଟିମ ନିୟୋଜିତ ଥିଲେ। ଗତକାଲି ରାତିରେ ଟିମ!-->…
ବିଡିଓଙ୍କୁ ଅତର୍କିତ ଆକ୍ରମଣ କଲେ ସରପଞ୍ଚଙ୍କ ସ୍ୱାମୀ; ଥାନାରେ ଅଭିଯୋଗ
ଉମରକୋଟ ୨୪/୧୧: ଝରିଗାଁ ବ୍ଲକ ବିଡିଓ ଙ୍କୁ ମାଡ଼ ଅଭିଯୋଗ। ବିଡିଓ ସତ୍ୟନାରାୟଣ ମେହେର ନିଜ ଚାମ୍ବରରେ ଥିବା ବେଳେ ପାଲିଆ ସରପଞ୍ଚଙ୍କ ସ୍ୱାମୀ ପବିତ୍ର ସାନ୍ତା ଏବଂ ତାଙ୍କ ସହଯୋଗୀ ରମେଶ ହରିଜନ ତାଙ୍କ ଚାମ୍ବରରେ ପଶି ବିଡିଓଙ୍କୁ ଆତର୍କିତ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ମାଡ଼ ମାରିବା!-->…
ଶ୍ରୀଅରବିନ୍ଦଙ୍କ ସିଦ୍ଧି ଦିବସ ପାଳିତ
ବୁଗୁଡ଼ା : ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ସ୍ବପରିସରରେ ଶ୍ରୀ ଅରବିନ୍ଦଙ୍କ ୯୭ତମ ସିଦ୍ଧି ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ପ୍ରାତଃ କାଳରେ ମନ୍ତ୍ରଜପ ଓ ପୂର୍ବାହ୍ନରେ ମାତୃ ପତାକା ଉତ୍ତୋଳନ ସହ ଶିକ୍ଷାକେନ୍ଦ୍ରର ସଭାପତି ୟୁ.ପୂର୍ଣ୍ଣଚନ୍ଦ୍ର!-->…
ମହିମା ଗାଦିରେ ଉଚ୍ଛେଦ ଘଟଣାରେ ହସ୍ତକ୍ଷେପ କଲା ବିଶ୍ଵ ହିନ୍ଦୁ ପରିଷଦ
ଢେଙ୍କାନାଳ: ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ମହିମାଗାଦିରେ କୌପନି ଧାରୀ ସାଧୁ ଗୋଷ୍ଠୀଙ୍କ ଦୀର୍ଘ ବର୍ଷର ଉପାସନା ପୀଠ ଭାଙ୍ଗି ଉଚ୍ଛେଦ ଘଟଣାରେ ହସ୍ତକ୍ଷେପ କରିଛି ବିଶ୍ୱ ହିନ୍ଦୁ ପରିଷଦ । ବିଶ୍ୱ ହିନ୍ଦୁ ପରିଷଦ ର ରାଜ୍ୟ ସାଧାରଣ ସମ୍ପଦକ ମହେଶ!-->…