ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣା : ଜଗନ୍ନାଥ ସେନାର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ପୁରୀ ୨୧।୧୧ : ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡ଼ିଓ ଭାଇରାଲ ଘଟଣାରେ ଆକ୍ସନ ମୋଡକୁ ଆସିଛି ପୁରୀ ପୋଲିସ । ଫଟୋ ଭାଇରାଲ କରିଥିବା ଅଭିଯୁକ୍ତ ଆକାଶ ଚୌଧୁରୀ ନାଁରେ ପୁରୀ ସିଂହଦ୍ଵାର ଥାନାରେ ମାମଲା ରୁଜୁ ପରେ ତଦନ୍ତକୁ ଜୋରଦାର କରାଯାଇଛି। ତେବେ ଅଭିଯୁକ୍ତ ଆକାଶ

କୋରେଇ ଷ୍ଟେସନରେ ଦୁର୍ଘଟଣା ପରେ ୧୬ ଟ୍ରେନ୍‌ର ରୁଟ୍ ପରିବର୍ତ୍ତନ, ୮ଟି ଟ୍ରେନ୍‌ ବାତିଲ

ଯାଜପୁର ୨୧।୧୧ : କୋରେଇ ଷ୍ଟେସନରେ ଦୁର୍ଘଟଣା ପରେ ଏହି ରୁଟ୍ ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୮ଟି ଟ୍ରେନ୍‌କୁ ବାତିଲ କରାଯାଇଥିବା ବେଳେ ୫ଟି ଟ୍ରେନ୍‌କୁ ଆଂଶିକ ବାତିଲ କରାଯାଇଛି । ବାକି ୧୬ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି । ହାୱଡା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ୍,

ଆରମ୍ଭ ହେଲା ଫୁଟ୍‌ବଲ୍‌ ମହାସମର: ଉଦ୍‌ଘାଟନୀ ଉତ୍ସବରେ ଆରବୀୟ ଝଲକ, ପ୍ରଥମ ମ୍ୟାଚ୍‌ରେ କାତାରକୁ ହରାଇଲା ଇକ୍ବେଡ଼ର

ଦୋହା : ଅନେକ ବାଦ ବିବାଦ ଓ ପ୍ରତିବନ୍ଧକ ଭିତରେ କାତାରରେ ରବିବାରଠାରୁ ଆରମ୍ଭ ହୋଇଛି ଫୁଟ୍‌ବଲ୍‌ର ମହାସମର ଫିଫା ବିଶ୍ବକପ୍‌। ୮୮ ବର୍ଷ ପରେ କାତାର ଆୟୋଜକ ଭାବେ ବିଶ୍ବକପ୍‌ରେ ପଦାର୍ପଣ କରିଛି। କାତାରର ଅଲ୍‌ ବାୟତ୍‌ ଷ୍ଟାଡିୟମ୍‌ରେ ଅଧଘଣ୍ଟାର ଉଦ୍‌ଘାଟନୀ ଉତ୍ସବ କାର୍ଯ୍ୟକ୍ରମର

ଅବକାରୀ ବିଭାଗର ଚଢ଼ାଉ,୧୩୫ ଗ୍ରାମ ଡ୍ରଗ୍ସ ଜବତ, ମହିଳା ଗିରଫ

ନୀଳଗିରି,୨୧/୧୧: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ରାଜନଗର ଅଞ୍ଚଳରେ ଚଢାଉ । ବାଲେଶ୍ଵର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି । ଡ୍ରଗ୍ସ ବିକ୍ରି ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖାଯାଇ ଥିବା ସୁଚନା ମିଳିଛି । ତାଙ୍କ ପାଖରୁ ୧୩୫ ଗ୍ରାମ ଡ୍ରଗ୍ସ ଜବତ

ବିଧାନସଭାରୁ ହଟିଲା କୋଭିଡ଼ କଟକଣା

ଭୁବନେଶ୍ୱର ୨୧।୧୧ : ବିଧାନସଭାରୁ ହଟିଲା କୋଭିଡ଼ କଟକଣା । ବିଧାୟକ, ମନ୍ତ୍ରୀ, ଷ୍ଟାପ୍‌ଙ୍କ ପାଇଁ କୋଭିଡ଼ ମୁକ୍ତ ହେଲା ବିଧାନସଭା । ପ୍ରେସ୍‌ ଗ୍ୟାଲେରୀକୁ ଯାଇପାରିବେ ସାମ୍ବାଦିକ । ଏଣିକି ବିନା କୋଭିଡ଼ କଟକଣାରେ ସ୍ୱାଭାବିକ ଭାବେ ଚାଲିବ ବିଧାନସଭା । ଖବର ଅନୁଯାୟୀ, ରାଜ୍ୟରେ

ମାଙ୍ଗାଲୁରୁ ବିସ୍ଫୋରଣ : ଦିଆସିଲି କାଠିରୁ ଫସଫରସ ବାହାର କରି ବିସ୍ଫୋରକରେ ବ୍ୟବହାର କରୁଥିଲା ଅଭିଯୁକ୍ତ

ନୂଆଦିଲ୍ଲୀ : ଗତ ଶନିବାରଦିନ ମାଙ୍ଗାଲୁରୁଠାରେ ହୋଇଥିବା ଅଟୋ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସାରିକର ମହୀଶୂର ସ୍ଥିତ ଘରୁ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ତା ଘରୁ ମିଳିଥିବା ସାମଗ୍ରୀ ମଧ୍ୟରେ ରହିଛି ବିସ୍ଫୋରକ ପ୍ରସ୍ତୁତିରେ ଲାଗୁଥିବା ରସାୟନ, ଜିଲେଟିନ,

କଟକରେ ଜୁଆ ଆଡ୍ଡାରେ ରେଡ୍‌ : ୩୦ ଗିରଫ, ଲକ୍ଷାଧିକ ଟଙ୍କା ଜବତ

କଟକ ୨୧।୧୧ : ଜୁଆ ଆଡ୍ଡାରେ ଅତର୍କିତ ଚଢାଉ । ଘଟଣାରେ ୩୦ଜଣଙ୍କୁ ବାନ୍ଧିଛି ପୋଲିସ ।କଟକ ଜିଲ୍ଲା ଆଇବି ରୋଡରେ ଜୁଆ ଆଡ୍ଡା ଚାଲିଥିବା ବେଳେ ଚଢାଉ କରିଛି ଜଗତପୁର ଥାନା ପୋଲିସ । ଖବର ଅନୁଯାୟୀ, ଦୀର୍ଘ ଦିନ ଧରେ ଆଇବି ରୋଡ୍‌ରେ ଜୁଆ ଆଡ୍ଡା ଚାଲିଥିଲା । ଯାହାର ଗୁଇନ୍ଦା ସୂଚନା ପାଇଥିଲା

ଯାଜପୁର ଟ୍ରେନ୍‌ ଦୁର୍ଘଟଣା : ମୃତାହତଙ୍କ ଲାଗି ସହାୟତା ଘୋଷଣା କଲେ ରାଜ୍ୟ ସରକାର ଓ ରେଳବାଇ

ଭୁବନେଶ୍ୱର ୨୧।୧୧ : ଯାଜପୁର ଟ୍ରେନ୍‌ ଟ୍ରାଜେଡି ଘଟଣାରେ ସହାୟତା ଘୋଷଣା । ରାଜ୍ୟ ସରକାର ଓ ରେଳ ବିଭାଗ ପକ୍ଷରୁ ମୃତାହତଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି । ଏହାସହ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖବର ଅନୁଯାୟୀ, ଯାଜପୁର କୋରେଇ ଷ୍ଟେସନରେ ଟ୍ରେନ୍‌

ଖଲ୍ଲିକୋଟ ଜୁନିଅର କଲେଜ ଛାତ୍ରୀ ରାଗିଙ୍ଗ ଘଟଣା, ୯ ଛାତ୍ରଙ୍କୁ ନିଲମ୍ବିତ

ବ୍ରହ୍ମପୁର ୨୧/୧୧: ବ୍ରହ୍ମପୁର ଖଲ୍ଲିକୋଟ ଜୁନିଅର କଲେଜ ଛାତ୍ରୀ ରାଗିଙ୍ଗ ଘଟଣା । ୯ ଜଣ ଛାତ୍ରଙ୍କୁ ଆଜି କଲେଜରୁ ନିଲମ୍ବିତ କରିଛନ୍ତି କଲେଜ କର୍ତ୍ତୃପକ୍ଷ । ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଲମ୍ବିତ କାଏମ ରହିବ । ଏ ନେଇ ପୋଲିସକୁ ଅବଗତ କରାଇଛନ୍ତି କଲେଜ କର୍ତ୍ତୃପକ୍ଷ ।

ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିବା ଘଟଣାରେ କଂଗ୍ରେସ ସୁପ୍ରିମ୍‌ କୋର୍ଟରେ ସମୀକ୍ଷା ଆବେଦନ କରିବ

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ହତ୍ୟା ମାମଲାର ୬ ଜଣ ଦୋଷୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କଂଗ୍ରେସ ସୁପ୍ରିମ୍‌ କୋର୍ଟରେ ଏକ ସମୀକ୍ଷା ଆବେଦନ ଦାଖଲ କରିବ ବୋଲି ସୋମବାର ଦଳୀୟ ସୂତ୍ରରୁ ପ୍ରକାଶ। ଚଳିତ ସପ୍ତାହରେ ଏହି ଆବେଦନ ଦାଖଲ କରାଯିବ ବୋଲି କଂଗ୍ରେସ ପକ୍ଷରୁ