ଜିଲ୍ଲାପାଳଙ୍କ ପେନସିଲ ଆର୍ଟ କରି ଆୟୁଷ୍ମାନ ପ୍ରଶଂସିତ

ଫୁଲବାଣୀ : ଫୁଲବାଣୀ ସରକାରୀ ସ୍ବୟଂ ଶାଶିତ ମହାବିଦ୍ୟାଳୟର ଯୁକ୍ତ ୨ ରେ ପ୍ରଥମ ବର୍ଷର ଛାତ୍ର ଆୟୁଷ୍ମାନ ସୁବୁଦ୍ଧି କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱର ଓ ତାଙ୍କ ପତ୍ନୀଙ୍କ ସୁନ୍ଦର ଓ ନିଖୁଣ ଭାବେ ପେନସିଲ ଆର୍ଟରେ ଚିତ୍ର ଆଙ୍କି ବେଶ ପ୍ରଶଂସିତ ହୋଇଛନ୍ତି l ଆୟୁଷ୍ମାନ ଓ ତାଙ୍କ

କଳାବ୍ୟାଚ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ

ଫୁଲବାଣୀ : ରାଜ୍ୟ ନେତୃମଣ୍ଡଳୀଙ୍କ ଆହ୍ୱାନ କ୍ରମେ କନ୍ଧମାଳ ଜ଼ୀଲ୍ଳାର ବ୍ଲକ ଠାରୁ ଆରମ୍ଭ କରି ସଦରମହାକୁମା ତଥା ଜିଲ୍ଳା ଭିତରେ ଥିବା ସରକାରୀ ଦପ୍ତରରେ ବିଭିନ୍ନ ବିଭାଗର ସବୁ ଵର୍ଗର ଆଉଟସୋର୍ସିଙ୍ଗ କର୍ମଚାରୀ ଶାନ୍ତିଶୃଙ୍ଖଳାର ସହ ତା.୧୪.୧୧. ୨୦୨୨ରିଖ ଠାରୁ ସୁଚାରୁରୂପେ କଳାବ୍ୟାଚ

ହିଞ୍ଜିଳି ପୋଲିସ ଦ୍ୱାରା ଚାଲିଛି ଜୋରସୋର ଗାଡି ଯାଞ୍ଚ ସହ ହେଲମେଟ ଚେକିଙ୍ଗ

ହିଞ୍ଜିଳିକାଟୁ ୧୯।୧୧ : ହିଞ୍ଜିଳି ପୋଲିସ ଦ୍ୱାରା ଚାଲିଛି ଜୋରସୋର ଗାଡି ଯାଞ୍ଚ ସହ ହେଲମେଟ ଚେକିଙ୍ଗ | ହିଞ୍ଜିଳିକାଟୁ ଆର ଏମସି ଛକ ଏନ ହେଚ ୫୯ ସଂଜଗ କରୁଥିବା ମୁଖ୍ୟ ରାସ୍ତାରେ ଆଜି ହେଲମେଟ ଚେକିଙ୍ଗ ହୋଇଥିଲା । । ଗତ କିଛି ଦିନ ହେବ ମଦୁଆ ଙ୍କ ପଦୁର୍ଭାଵ ବଢି ସାଧାରଣ ଲୋକ ଦୁର୍ଘଟଣା

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କଲେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ

ବୁଗୁଡ଼ା : ବୁଗୁଡ଼ା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ତିନି ଦଫା ସମ୍ବଳିତ ଦାବିପତ୍ର ସ୍ଥାନୀୟ ବିଡିଓ ଏବଂ ବିଇଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯାଇଥିବା ଜଣାଯାଇଛି । ସ୍ଥାନୀୟ ଶିକ୍ଷକ ଭବନ ଠାରୁ ଶିକ୍ଷକମାନେ ଏକ ଶୋଭାଯାତ୍ରାରେ ବାହାରି ପ୍ରାଥମିକ

ବାଲିମେଳାରେ ବିଶ୍ୱ ପାଇଖାନା ଦିବସ ପାଳିତ

ବାଲିମେଳା,୧୯।୧୧ : ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିର ବିବେକାନନ୍ଦ ସ୍ମାର୍ଟ ସ୍କୁଲ ର କୁନି କୁନି ପିଲା ଆଜି ବିଶ୍ୱ ପାଇଖାନା ଦିବସ ପାଳନ କରିଛନ୍ତି। ଏହି ଅବସରରେ ଆଜି ବିଦ୍ୟାଳୟ ରେ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ପାଇଖାନା ଦିବସ

ଏନୱାଇକେ ପକ୍ଷରୁ ଜାତୀୟ ଏକତା ଦିବସ କାର୍ଯ୍ୟକ୍ରମ

ଫୁଲବାଣୀ : ଫିରିଙ୍ଗିଆ ବ୍ଲକର ବାଳନ୍ଦାପଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ମା ବରାଳୀ ଯୁବ ପରିଷଦ ବଟାବହାଳିର ମିଳିତ ଆନୁକୂଲ୍ୟରେ ଜାତୀୟ ଏକତା ଦିବସ ପାଳିତ ହୋଇ ଯାଇଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତର ସରପଞ୍ଚ ନିରାକର

ପ୍ରେମ ସଞ୍ଜିବନୀ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବୁଗୁଡା : ତା ୧୯/୧୧/୨୨ : ସ୍ଥାନୀୟ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ସାଇ ମନ୍ଦିର ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ଅବସରରେ ସ୍ବେଚ୍ଛାକୃତ ରକ୍ତ ଦାତା ମାନଙ୍କଠାରୁ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଭଞ୍ଜନଗର ବ୍ଲଡ୍ ବ୍ଯାଙ୍କର

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଦାବି ପତ୍ର ବିଇଓଙ୍କୁ ପ୍ରଦାନ

ଦାରିଙ୍ଗବାଡ଼ି, ୧୯/୧୧, ଓଡିଶା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଆହ୍ୱାନ କ୍ରମେ ଦାରିଙ୍ଗବାଡ଼ି ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ତିନି ଦଫା ସମ୍ବଳିତ ଦାବି ପତ୍ର ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କୁ ପ୍ରଦାନ କରାଯାଇଛି। ଏହି ଦାବୀ ପତ୍ର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ

କୋଭିଡ କଟକଣା ଉଠାଇଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟରୁ କୋଭିଡ୍‌ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇଛି। ଏଥି ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର କୋଭିଡ୍‌ କଟକଣା ଉଠାଇ ଦେଇଛନ୍ତି। କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଏହିଭଳି ପଦକ୍ଷେପ ନେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌

ସମିତି ସଭ୍ୟଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ଦାରିଙ୍ଗବାଡ଼ି, ୧୯/୧୧ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସ୍ଥିତ ଜାଗୃତି ସଭାଗୃହ ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ , ପଞ୍ଚାୟତିରାଜ ବିଭାଗ ଓ ଜିଲ୍ଲା ଡିଆର୍ଡିଏ ର ମିଳିତ ଆନୁକୂଲ୍ୟରର ୩ଦିନ ଧରି ଚାଲିଥିବା ସମିତିସଭ୍ୟ ମାନଙ୍କୁ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ