୧୦ ବର୍ଷ ହୋଇଥିଲେ ଅପଡେଟ୍ କରନ୍ତୁ ଆଧାର

ନୂଆଦିଲ୍ଲୀ: ବିଗତ ୧୦ ବର୍ଷ ମଧ୍ୟରେ ଆଧାର ନାଗରିକଙ୍କ ପ୍ରାଥମିକ ପରିଚୟ ପ୍ରମାଣ ଭାବରେ ଉଭା ହୋଇଛି । ବିଭିନ୍ନ ସରକାରୀ ଯୋଜନା ଏବଂ ସେବାଗୁଡିକର ଲାଭ ପାଇବା ପାଇଁ ଆଧାର ନମ୍ବର ବ୍ୟବହାର କରାଯାଉଛି । ଏହି ଯୋଜନା ଏବଂ ସେବାଗୁଡିକର ଲାଭ ପାଇବା ପାଇଁ ସାଧାରଣ ଜନତାଙ୍କୁ ଆଧାର ତଥ୍ୟକୁ

ରାଜୀବ ହତ୍ୟାକାରୀଙ୍କ ମୁକ୍ତି ବିରୋଧରେ ପୁନର୍ବିଚାର ମାମଲା ଦାୟର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ରାଜୀବ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୬ ଜଣ ଦୋଷୀଙ୍କ ମୁକ୍ତି ରାୟର ପୂନର୍ବିଚାର ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିଛନ୍ତି । ନିଜର ପିଟିସନରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ ସେମାନଙ୍କ ମୁକ୍ତି ସଂପର୍କିତ ରାୟ ଆଇନର ପରିପନ୍ଥୀ । ଏହି ରାୟ

୧୦,୦୦୦ କର୍ମଚାରୀଙ୍କୁ ଛଟେଇ ପ୍ରସଙ୍ଗରେ ସ୍ପଷ୍ଟ କଲା ଆମାଜନ୍

ନୂଆଦିଲ୍ଲୀ: ଆର୍ଥିକ ଓ ବ୍ୟବସାୟିକ ମାନ୍ଦାବସ୍ଥାର ଭୟଙ୍କର ପ୍ରଭାବ। କର୍ମଚାରୀଙ୍କୁ ବିଦା କରିବ ଆମାଜନ୍‌। ଏନେଇ କମ୍ପାନୀ ସ୍ପଷ୍ଟ କରିଛି। ପ୍ରାୟ ୧୦,୦୦୦ କର୍ମଚାରୀଙ୍କକୁ କମ୍ପାନୀ ଛଟେଇ କରିବ। କମ୍ପାନୀ ବ୍ୟବସାୟିକ ଘାଟା ସହୁଥିବାରୁ ଖର୍ଚ୍ଚ କାଟ ପାଇଁ ଏଭଳି ନିଷ୍ପତ୍ତି ନେଇଛି। ଚଳିତ

ସବରକର ବିରୋଧୀ ମନ୍ତବ୍ୟ: ଠାକରେ କହିଲେ ଆମେ ରାହୁଲ ଗାନ୍ଧିଙ୍କ ସହ ଏକମତ ନୁହଁ

ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ଭିଡି ସବରକରଙ୍କ ବିରୋଧରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବୟାନ ନେଇ ବିବାଦ ତେଜିବାରେ ଲାଗିଛି।ମହାରାଷ୍ଟ୍ରରେ ଭାରତ ଯୋଡ଼ୋ ଯାତ୍ରା କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧିଙ୍କ ବୟାନ ନିଜ ପାର୍ଟନର ଦଳ ଶିବସେନାକୁ ଅଡ଼ୁଆ ସୃଷ୍ଟି କରିଛି। ଏ ସମ୍ପର୍କରେ

ରାଷ୍ଟ୍ରୀୟ ଗୀତ ବଜାଇବାକୁ କହିଲେ ରାହୁଲ ଗାନ୍ଧି, କିନ୍ତୁ ବାଜିଲା ଆଉ କିଛି

ମୁମ୍ବାଇ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରା ବେଳେ ରାଷ୍ଟ୍ରୀୟ ସଂଗୀତ ଓ ଗୀତକୁ ପରିବେଷଣକୁ ନେଇ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ପୂରା କ୍ୟାମେରାରେ ଏହି ଘଟଣା କଏଦ ହେବା ପରେ ସୋଶାଲ ମିଡିଆରେ ଏହା ଭାଇରାଲ ହେଉଛି। ଭିଡିଓକୁ ଦେଖିବା ପରେ କଂଗ୍ରେସ

ଜେଲରେ ଥିବା ଆପ୍‌ ନେତାଙ୍କୁ କୋର୍ଟ ଝଟକା

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ଗିରଫ ହୋଇ ଜେଲରେ ଥିବା ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ସେ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ହେଁ ଏହା ଅଗ୍ରାହ୍ୟ ହୋଇଯାଇଛି। ଜୈନଙ୍କ ବ୍ୟତୀତ ଏହି ଘଟଣାର ଦୁଇ ସହ

ଶବକୁ ୩୫ ଖଣ୍ଡ କରିବାକୁ ଲାଗିଥିଲା ୧୦ ଘଣ୍ଟା, ବିୟର ପିଇବାକୁ ନେଇଥିଲା ବ୍ରେକ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାଲକର ହତ୍ୟା ଘଟଣାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ମୁମ୍ବାଇ ଝିଅ ଶ୍ରଦ୍ଧାଙ୍କୁ ଦିଲ୍ଲୀର ଗୋଟିଏ ଫ୍ଲାଟ ଭିତରେ ତାଙ୍କ ଲିଭ ଇନ ପାର୍ଟନର ଅଫତାବ ପୁନାୱାଲା ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ଏହାପରେ ତାଙ୍କ ମୃତଦେହକୁ ନଷ୍ଟ କରିବାକୁ ୩୫

ଫୋନରେ ମନ୍ତ୍ରୀଙ୍କ ସ୍ୱର କରି ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟି ନେଲେ କିନ୍ନର

ଭୁବନେଶ୍ବର: କିନ୍ନର ମନୀଷାଙ୍କ ମାରାତ୍ମକ କାହାଣୀ ମନ୍ତ୍ରୀଙ୍କ ନାଁ ନେଇ ଲଗାଇଦେଲେ ଚୁନ । ମନ୍ତ୍ରୀଙ୍କ ଘରେ ହୋମ ଯଜ୍ଞ ହେବ କହି ବ୍ୟବସାୟୀଙ୍କ ଠାରୁ ନେଇଗଲେ ଟଙ୍କା । ବ୍ୟବସାୟୀ ବିକାଶ ସେହଗଲ ଏ ନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ କିନ୍ନର ମନୀଷା ଓରଫ ସୌମ୍ୟ ରଞ୍ଜନ ପ୍ରଧାନ ଓ

ସିନ୍ଦେ ଫେରିବା ପରେ ଗୋମୂତ୍ରରେ ବିଶୋଧନ ହେଲା ଠାକରେ ସ୍ମାରକୀ

ମୁମ୍ବାଇ: ଗୋମୂତ୍ରରେ ବିଶୋଧନ ହେଲା ବାଲାସାହେବ ଠାକରେଙ୍କ ସ୍ମାରକୀ। ବୁଧବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସ୍ମାରକୀ ନିକଟକୁ ଯାଇ ବାଲାସାହେବ ଠାକରେଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ଠାକରେଙ୍କ ସ୍ମାରକୀ ନିକଟକୁ ଯାଇଥିବାରୁ ଉଦ୍ଧବ ଠାକରେଙ୍କ ଶିବସେନା ଗୋଷ୍ଠୀ ଗୋମୂତ୍ର ଦ୍ୱାରା

ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଠିକାଦାର ସଂଘର ଧାରଣା

ନୀଳଗିରି, ୧୬/୧୧: ବାଲେଶ୍ଵର ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟ ଓ ଦୁର୍ବ୍ୟବହାର ପ୍ରତିବାଦରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଠିକାଦାର ସଙ୍ଘର ଧାରଣା ଚାଲୁ ରହିଛି । ଜରୁରୀକାଳୀନ ପରିସ୍ଥିତିରେ ବହୁ କାର୍ଯ୍ୟ ସ୍ଥାନୀୟ ଯନ୍ତ୍ରୀ ଠିକାଦାରଙ୍କୁ କାମ କରାଇ କାର୍ଯ୍ୟର