Sign in
Sign in
Recover your password.
A password will be e-mailed to you.
ମନ୍ଦରଡାରେ ମହାଲକ୍ଷ୍ମୀ ପୂଜା ଲାଗି କଳସ ଯାତ୍ରା
ପାତ୍ରପୁର : ପାତ୍ରପୁର ବ୍ଳକ ଅନ୍ତର୍ଗତ ମନ୍ଦରଡା ଗ୍ରାମ ରେ ଲକ୍ଷ୍ମୀ ପୂଜା ଲାଗି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ସମୟରେ ଗ୍ରାମ ର ବହୁ ମହିଳା ଓ ପୁରୁଷ ନାମ ସଂକୀର୍ତ୍ତନ ସହିତ ନିକଟରେ ଥିବା ଯାଆଁଳା ନଦୀରେ ପହଞ୍ଚି ପୂଜାର୍ଚ୍ଚନା କରିବା ପରେ କଳସ ରେ ଜଳ ସଂଗ୍ରହ!-->…
ଚିକିଟି ପ୍ରେସ୍ କ୍ଳବ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ପ୍ରେସ କ୍ଲବ ପକ୍ଷରୁ ମା ବାଳକୁମାରୀ ପିଠରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସଭାପତି ଶ୍ରୀ ସୁରେନ୍ଦ୍ର ନାଥ ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ "ମୁଲ୍ୟବୋଧ ଭିତ୍ତିକ ସାମ୍ବାଦିକତା,ଶିର୍ଶକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏହା ସହିତ!-->…
ମିଥ୍ୟା ଏନକାଉଣ୍ଟରକୁ ପ୍ରତିବାଦରେ ପୋଲିସ ଉଠାଇ ନେଇଥିବା ୪ ଜଣଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ କୋର୍ଟ
ମାଲକାନଗିରି,୧୬।୧୧: କୋରାପୁଟ ଜିଲ୍ଲା ମାଳିପଦର ରେ ମିଥ୍ୟା ଏନକାଉଣ୍ଟର ଘଟଣାରେ ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ସାମାଜିକ କର୍ମୀ ଶରତ ବୁରୁଦା ଙ୍କ ସହିତ ଅନେକ ଆନ୍ଦୋଳନ କାରି ଙ୍କୁ ରାତି ଅଧିଆ ଗିରଫ କରି ୪ ଜଣଙ୍କୁ କୋର୍ଟ ଚାଲାଣ କରିଥିଲା ମାଲକାନଗିରି!-->…
ଉତ୍କଳ ସାମ୍ବାଦିକ ସଙ୍ଘର ନିଆରା ପ୍ରୟାସ : ଜାତୀୟ ପ୍ରେସ ଦିବସରେ ରକ୍ତଦାନ କଲେ ଖବରଦାତା ବୃନ୍ଦ
ମାଲକାନଗିରି : ପ୍ରତିବର୍ଷ ଭଳି ଚଳିତ ବର୍ଷ ନଭେମ୍ବର ୧୬ ତାରିଖ ଜାତୀୟ ପ୍ରେସ ଦିବସ ମାଲକାନଗିରି ଜିଲ୍ଲାରେ ପାଳିତ ହେଇ ଆସୁଛିା ଚଳିତ ବର୍ଷ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ସଂଘ କା ର୍ଯ୍ୟାଳୟ ପରିସରରେ ଜାତୀୟ ପ୍ରେସ ଦିବସ କରା ଯାଇଥିଲ।। ଏହି ଉପଲ କ୍ଷେ ସଂଘ!-->…
ବିଜୁ ଶ୍ରମିକ ସାମ୍ମୁଖ୍ୟ କାର୍ଯ୍ୟାଳୟ ଉଦଘାଟିତ
ବୁଗୁଡା : ତା ୧୬/୧୧/୨୨ : ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ୬ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ବୁଦ୍ଧଖୋଲ ରୋଡ ସାହିରେ ବିଜୁ ଶ୍ରମିକ ସାମ୍ମୁଖ୍ୟ କାର୍ଯ୍ୟାଳୟ କେ.ନୀଳମାଧବ ଆଚାରୀଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଶ୍ରମିକ!-->…
ବିଦ୍ୟୁତ୍ ଫାସରେ ପଡି ହାତୀ ମୃତ୍ୟୁ ଘଟଣା : ୪ ଗିରଫ, ୧ ଫେରାର୍
ବୁଗୁଡ଼ା : ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବେଲପଡା ଗ୍ରାମ ନିକଟସ୍ଥ ଧାନ କିଆରିରୁ ବିଦ୍ୟୁତ୍ ଫାସରେ ପଡି ଏକ ଦନ୍ତା ହାତୀ ମୃତ୍ୟୁ ବରଣ କରିଥିବା ଘଟଣାରେ ୪ ଜଣଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣେ ଫେରାର୍ ଥିବା ଜଣା ଯାଇଛି । ଗିରଫ ଅଭିଯୁକ୍ତମାନେ!-->…
ବୁଗୁଡ଼ା ମିଡ଼ିଆ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ବୁଗୁଡ଼ା : ବୁଗୁଡ଼ା ମିଡ଼ିଆ କ୍ଳବ ପକ୍ଷରୁ ସଭାପତି ଅନିଲ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଉପସଭାପତି ମନୋରଞ୍ଜନ ଦାଶ, ସମ୍ପାଦକ ପ୍ରଫୁଲ୍ଲ ପଟ୍ଟନାୟକ, କୋଷାଧକ୍ଷ ବିଶ୍ଵମୋହନ!-->…
ଚୋରୀ ଘଟଣାରେ ଶେରଗଡ ପୁଲିସକୁ ସଫଳତା, ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଲୁଟ୍ ସାମଗ୍ରୀ ଜବତ
୧୦୨ଟି ମୋବାଇଲ ଫୋନ୍ ସମେତ ଲାପଟପ୍, ଜେରକ୍ସ ମେସିନ, ୱାଚ, ଅଟୋ ଓ ବାଇକ୍ ଜବତ, ୨ ଗିରଫ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ଶେରଗଡ ପୁଲିସକୁ ମିଳିଛି ବଡ ଧରଣର ସଫଳତା । ଚୋରୀ ଘଟଣାର ୧୧ ଦିନ ପରେ ପୁଲିସ ଚୋରୀ ଘଟଣାର ଫର୍ଦ୍ଦାପାଶ କରିଛି । ଚୋରୀ ଘଟଣାରେ ସଂପୃକ୍ତି ଥିବା ୨!-->!-->!-->…
କନ୍ଧମାଳରେ ରାସ୍ତା ନଥିବାରୁ କାନ୍ଧରେ ବୁହାଗଲା ମୃତଦେହ
କନ୍ଧମାଳ : କନ୍ଧମାଳ ଜିଲା ଫୁଲବାଣୀ ସହରଠାରୁ ମାତ୍ର ୬ କି.ମି. ଦୂର ଏକ ଗାଁକୁ ରାସ୍ତା ନ ଥିବାରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ କାନ୍ଧରେ ବୁହାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରୁ ଦେବେଶ୍ୱର କହଁର(୬୦)ଙ୍କ ମୃତଦେହକୁ କୋକେଇରେ ରଖି କାନ୍ଧରେ ନିଜ ଗ୍ରାମ ଫୁଲବାଣୀ ବ୍ଲକ ତୁଡ଼ିପାଜୁ!-->…
ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ଫୁଲବାଣୀ : ଫୁଲବାଣୀ ଜିଲ୍ଲା ଦୌରାଜଜ ବିଚାରପତି ଶିତିକଣ୍ଠ ସାମଲ ଏକ ଗଞ୍ଜେଇ ମାମଲାର ବିଚାରଣା କରି ଘଟଣାର ୧୫ ଜଣଙ୍କର ସାକ୍ଷୀ ପ୍ରମାଣ ଗ୍ରହଣ ଆଧାରରେ ମାମଲାର ଅଭିଯୁକ୍ତ ଜଗଦୀଶ ସାହାଣୀଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ!-->…