ସାର କାରଖାନାକୁ ସ୍ଥାନୀୟ ଲୋକଙ୍କ ବିରୋଧ…

add-all

ବ୍ରହ୍ମପୁର : ଗୋପାଳପୁର ଏସ୍‌ଇଜେଡ଼ ପରିସରରେ ଦୀପକ ଫର୍ଟିଲାଇଜର ପକ୍ଷରୁ ନିର୍ମାଣ କାର୍ଯ୍ୟ ଆଜିଠାରୁ ଆରମ୍ଭ ହେଉଥିବା ବେଳେ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ କାଲିପଲ୍ଲି ବାସିନ୍ଦା । କାରଖାନା ହେବା ଫଳରେ ଅଞ୍ଚଳରେ ପରିବେଶ ଦୂଷିତ ହେବା ସହ ଲୋକେ ଅନେକ ଅସୁବିଧାର ସମ୍ମୁଖିନ ହେବେ ବୋଲି ଆଜି ଗ୍ରାମରେ ଗ୍ରାମବାସୀ ମାନେ ଏକ ବୈଠକ କରି ବିରୋଧ କରିବାକୁ ଏକଜୁଟ ହୋଇଥିଲେ।ଖବର ପାଇଁ ଗଞ୍ଜାମ ଏସ.ପି ଙ୍କ ସମେତ ପ୍ରାୟ ୧୨ ପ୍ଲାଟୁନ ପୋଇସ ମୁତୟନ ହୋଇଥିଲେ। ଛତ୍ରପୁର ତହସିଲଦାର କାଳିପଲ୍ଲି ଗ୍ରାମକୁ ଯାଇ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଦାବୀ ଉପରେ ଆଲୋଚନା କରି ସମାଧାନ କରାଯିବ ବୋଲି କହିଛନ୍ତି।

ad-week
Leave A Reply

Your email address will not be published.