ବ୍ଲକରୁ ବାଲକୋନି ପର୍ଯ୍ୟନ୍ତ ଅମଲା ସଂଘର ସମାନ କାମକୁ ସମାନ ଦରମା ଦାବୀ ଜୋର ଧରିଲା

ନବରଙ୍ଗପୁର : ଜିଲ୍ଲା ସ୍ତରୀୟ ଅମଲା ଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ବର୍ଷବର୍ଷ ଧରି ସଚିବାଳୟ ର ନାଲିଫିତା ତଳେ ଚାପିରହିବା ଅତି ପରିତାପ ବିଷୟ ହୋଇଛି । ଏହାକୁ ବିରୋଧ କରି ଓଡ଼ିଶା ଅମଲା ସଂଘ ଆଜି ମଧ୍ୟାହ୍ନ ସମୟରେ ତିରିଶ ଗୋଟି ଜିଲ୍ଲାର ଏକ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ

ଲଜ୍ୟା ପୁଣି ୫ କିମି ରାସ୍ତା ଭାରରେ ବୁହାହେଲେ ରୋଗୀ : ପ୍ରଶାସନ ର ନିଘା ନାହିଁ…

ଫୁଲବାଣୀ, ୧୫/୧୧: ହଜାର ହଜାର ଯୋଜନା କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି l ହେଲେବି ଆଜିବି ଆମ୍ବୁଲାନ୍ସ ପହଞ୍ଚି ପାରୁନି ଗାଁକୁ ଫଳରେ ଗ୍ରାମରୁ ୫ କିମି ରାସ୍ତା ରୋଗୀକି ବୋହିକି ଫୁଲବାଣୀ ସଦର ମହକୁମା ଡାକ୍ତରଖାନାକୁ ଆଣିଲେ ଆଉ ରୋଗୀ ମୃତ୍ୟୁବରଣ କରିବା ପରେ ଆଜି ପୁଣି ମୃତଦେହକୁ

ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଟୁଡୁ

ଫୁଲବାଣୀ : ଆଦିବାସୀ କ୍ରାନ୍ତିବୀର ସ୍ୱାଧୀନତା ସଂଗ୍ରାମୀ, ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଆଜି ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସ ପାଳନ କରାଯାଇଛି । ଏହି ଅବସରରେ ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ମଙ୍ଗଳବାର ସକାଳେ ଫୁଲବାଣୀ

ବିଶାଳ ଶୋଭାଯାତ୍ରା କରି ବିର୍ସା ମୁଣ୍ଡା ଜୟନ୍ତୀ ପାଳନ କଲା କନ୍ଧମାଳ : ଏବିଭିପି

ଫୁଲବାଣୀ:- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ତରଫରୁ ଘୁ :ଉଦୟଗିରି ମାର୍କେଟ ରେ ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ ହୋଇଯାଇଛି! କନ୍ଧମାଳ ଜିଲ୍ଲା ର ପ୍ରତେକ କଲେଜ କ୍ୟାମ୍ପସ ରୁ 200 ରୁ ଉର୍ଦ୍ଧ ଜନଜାତି ଛାତ୍ର ଛାତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ

ଫାସରେ ପଡି ହାତୀ ମୃତ୍ୟୁ ଘଟଣା, ହରଡଘଣାରେ ବନାଞ୍ଚଳ ଅଧିକାରୀ

ବୁଗୁଡ଼ା : ପୂର୍ବରୁ ମିଳିମିଶି ବନ୍ୟଜନ୍ତୁ ମାଂସ ଖାଉଥିଲେ ,ଏବେ ହାତୀ ମଲା ପରେ ଚେତା ପଶିଲା l ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ବ୍ୟବଛେଦ ରିପୋର୍ଟ ଆସିଲା ପରେ ତରବରିଆ ଭାବେ ବେଲପଡା ଗ୍ରାମର ୭ ଜଣଙ୍କୁ ଗାଁରୁ ଉଠାଇ ଆଣିଥିଲେ l ସେମାନଙ୍କ ମଧ୍ୟରୁ ଆଜି ୪ ଜଣଙ୍କୁ ଗିରଫ କରି

ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା

ଚିତ୍ରକୋଣ୍ଡା (୧୫/୧୧) : ଅଧୁନାତନ ସମସ୍ୟା ବହୁଳ ସମାଜରେ ଅବକ୍ଷୟିଷ୍ଣୁ ବୈଦିକ ସଂସ୍କୃତିକୁ ସୁନିୟୋଜିତ ଭାବରେ ପୁନଶ୍ଚ ଜାଗରଣ କରିବା ପୂର୍ବକ ଆଗାମୀ ପିଢ଼ିକୁ ସଂସ୍କୃତି ସମ୍ପନ୍ନ କରିବା ଉଦ୍ଦେଶ୍ୟରେ, ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ବିଗତ ବର୍ଷ ମାନଙ୍କ ପରି ଏକ ଗୀତା ଆବୃତ୍ତି

ଏବିଭିପି ପକ୍ଷରୁ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କ ସହ ଆଲୋଚନା

ଫୁଲବାଣୀ:- ଆଜି ଏବିଭିପି କନ୍ଧମାଳ ତରଫରୁ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡାଙ୍କ ନେତୃତ୍ୱ ରେ ମାନ୍ୟବର କେନ୍ଦ୍ର ଆଦିବାସୀ ଓ ଜଳ ସମ୍ପଦ ମନ୍ତ୍ରୀ ମାନ୍ୟବର ବିଶେଶ୍ୱର ଟୁଡୁଙ୍କୁ ସାକ୍ଷାତ କରି ଜିଲ୍ଲାରେ ଥିବା ସରକାରୀ ଆବାସିକ ବିଦ୍ୟାଳୟରେ ବିଦ୍ୟାର୍ଥୀ ମାନଙ୍କ ସୁରକ୍ଷା ଏବଂ ଫୁଲବାଣୀ

ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପାଠଚକ୍ର

ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ସମ୍ମିଳନୀ କକ୍ଷରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପାଠଚକ୍ରର ଶୀର୍ଷକ " ହବସ୍ , ଲକ୍ ଏବଂ ରୁଷୋ - ଏକ ତୁଳନାତ୍ମକ ବିଶ୍ଳେଷଣ" ରହିଥିଲା । କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ସ୍ୱାଭିମାନ ଅଞ୍ଚଳ ମତ୍ସ୍ୟ ଚାଷୀଙ୍କୁ ୬୦ ଗୋଟି ଡ଼ଙ୍ଗା ପ୍ରଦାନ

ଚିତ୍ରକୋଣ୍ଡା (୧୫/୧୧) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପିପଲପଦର ଠାରେ ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ସେତୁ ପ୍ରକଳ୍ପ ମାଧ୍ୟମରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ତିନି ଗୋଟି ପଞ୍ଚାୟତ ଯନ୍ତ୍ରୀ, ଅଣ୍ଡିରାପାଲି ଏବଂ ପଣଷପୁଟ ପଞ୍ଚାୟତକୁ ତିନି ଗୋଟି ମତ୍ସ୍ୟ ସମବାୟ ସମିତିର ମତ୍ସ୍ୟ

ଆଉଟସୋରସିଂ ବ୍ୟବସ୍ଥାରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବୀ

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଓ ଏନଏସି ରେ ଥିବା ବିଭିନ୍ନ ସରକାରୀ ଅଫିସରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ହଳଧର ଶବର ଙ୍କ ନିକଟରେ ଦାବି ପତ୍ର ପ୍ରଦାନ। ବିଶେଷ କରି ବିଭିନ୍ନ ଘରୋଇ ସର୍ଭିସ ପ୍ରୋଭାଇଡର ଏଜେନ୍ସି