ମାଲକାନଗିରିରେ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ଦୁଇ ଦିନିଆ କର୍ମଶାଳା

ମାଲକାନଗିରି (୧୫/୧୧) : ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଜନା ଓ ସଂଯୋଜନ ( ଡିପିଏମୟୁ) ବିଭାଗର ମିଳିତ ଆନୁକୁଲ୍ୟରେ ‘ ଓଡିଶାର ନିରନ୍ତର ବିକାଶ ଲକ୍ଷ୍ୟ ରେ ୨୦୩୦ କାର୍ଯ୍ୟସୂଚୀର ରୂପାୟନ’ ବିଷୟବସ୍ତୁ ନେଇ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଆରମ୍ଭ ହେଲା ଅପରେସନ ନୀଳ ଜହର

ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ ହେଲା ୧୧୦ ଏକର ବେଆଇନ୍ ଗଞ୍ଜେଇ ଚାଷଫୁଲବାଣୀ : ଆରମ୍ଭ ହେଲା ଅପରେସନ ନୀଳ ଜହର। କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଏହି ଅପରେସନ। ବାଲିଗୁଡ଼ା ଥାନା ବୁଡ୍ରୁକିଆ ଗ୍ରାମ ପଞ୍ଚାୟତର

ଅଲାଞ୍ଜୁରୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ଉତ୍ସବ ପାଳନ

ଦାରିଙ୍ଗବାଡି (୧୫/୧୧) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ଅଲାଞ୍ଜୁରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶତ ବାର୍ଷିକି ଉତ୍ସବ ଅତି ଆଡମ୍ବର ସହକାରେ ପାଳନ କରାଯାଇଛି। ଏହି ଶତ ବାର୍ଷିକ ଉତ୍ସବ ପାଳନ ଅବସରରେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ

ଦମନ ଚଳଚ୍ଚିତ୍ରକୁ ନିଜର ବାୟୋପିକ କହି ପ୍ରଶଂସା ସାଉଁଟୁଥିବା ଜୈନିକ ଡାକ୍ତରଙ୍କୁ ବୁଦ୍ଧିଜୀବୀ ମହଲରେ ଜୋରଦାର ବିରୋଧ

ମାଲକାନଗିରି କୁଡୁମୁଲୁଗୁମ୍ମା : ସଂପ୍ରତି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜୋରଦାର ଚର୍ଚ୍ଚା ରେ ଥିବା ଅବହେଳିତ ଆଦିବାସୀ ଆଦିଭୂମି ମାଲକାନଗିରି ମାଟି ର କଥା ବ୍ୟଥା ର ମର୍ମସ୍ପର୍ଶୀ କାହାଣୀ କୁ ନେଇ ନିର୍ମିତ ଚଳଚ୍ଚିତ୍ର" ଦମନ" ର ମନ୍ତ୍ରମୁଗ୍ଧ କଥାବସ୍ତୁ କୁ ନେଇ ବୁଦ୍ଧିଜୀବୀ ମହଲରେ ଜୋରଦାର

ମୋ ବିରୋଧରେ ଚାଲିଛି ଷଡ଼ଯନ୍ତ୍ର ! ‘କିଛି ଲୋକ ଭାବୁଛନ୍ତି ଆମେ ଯାହା ନିଷ୍ପତ୍ତି ନେବୁ ସମସ୍ତେ ତାକୁ ଗ୍ରହଣ କରିନେବେ,…

ବ୍ରହ୍ମଗିରି: ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବିସ୍ଫୋରକ ବୟାନ ଦେଇ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛନ୍ତି ପୂର୍ବତନ ବିଧାୟକ ତଥା ବ୍ରହ୍ମଗିରିର ଟାଣୁଆ ନେତା ସଞ୍ଜୟ ଦାସବର୍ମା | ଗତକାଲି ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ସଞ୍ଜୟ କହିଛନ୍ତି ଯେ ଆମେ ସଂଘର୍ଷ କରୁଛୁ ପୁରୀ ସଦର

କେନ୍ଦ୍ରର ବୀମା ସହାୟତାକୁ ଟକ୍କର : ମରୁଡ଼ି ପ୍ରଭାବିତ ଅଞ୍ଚଳରେ ୨୦୦ କୋଟି ଇନ୍‌ପୁଟ୍ ସହାୟତା ରାଶି ଦେବେ ରାଜ୍ୟ ସରକାର

ଭୁବନେଶ୍ବର:ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳର ପୀଡ଼ିତ ଚାଷୀଙ୍କୁ ୨୦୦ କୋଟି ଟଙ୍କାର ଇନ୍‌ପୁଟ୍‌ ସହାୟତା ରାଶି ପ୍ରଦାନ କରାଯିବ। ଆଜି ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ସମସ୍ତ ଅର୍ଥ ରାଜ୍ୟ ସରକାର ନିଜ ରାଜକୋଷରୁ ପ୍ରଦାନ କରିବେ। ମିଳିଥିବା ରିପୋର୍ଟ

ଦିନେ ବଢିଲା : ୧୬ ବଦଳରେ ୧୭ରେ ସରିବ ବାଲିଯାତ୍ରା

କଟକ: ବଢ଼ିଲା ବାଲିଯାତ୍ରା ଅବଧି। ଆସନ୍ତାକାଲି ଶେଷ ହୋଇଥାଆନ୍ତା କଟକର ଐତିହାସିକ ବାଲିଯାତ୍ରା । କିନ୍ତୁ ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ଅର୍ଥାତ ୧୬ ବଦଳରେ ୧୭ ତାରିଖ ଦିନ ଶେଷ ହେବ ବାଲିଯାତ୍ରା। ଏନେଇ ବ୍ୟବସାୟୀମାନଙ୍କୁ କୌଣସି

ବୀମା ସହାୟତା ଯୋଗାଇବା ନେଇ ଏକ ଟ୍ବିଟ୍‌ କରି ସୂଚନା ଦେଲେ କେନ୍ଦ୍ର କୃଷିମନ୍ତ୍ରୀ

ନୂଆଦିଲ୍ଲୀ: ବରଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ ଚାଷୀ ଆନ୍ଦୋଳନ ଦେଖା ଦେଇଥିବା ବେଳେ ଆଜି ବୀମା ସହାୟତା ଯୋଗାଇବା ନେଇ ଏକ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ବୀମା କମ୍ପାନି ଓ ରାଜ୍ୟ ସରକାରଙ୍କୁ ତୁରନ୍ତ ସହାୟତା

ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି କଟକ ବାଲିଯାତ୍ରାକୁ ଆଉ ୨ ଦିନ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ…

କଟକ: କଟକ ବାଲିଯାତ୍ରା ଆସନ୍ତା ୧୬ ତାରିଖରେ ସରିବାକୁ ଥବାବେଳେ ଯାତ୍ରୀଙ୍କ ଉତ୍ସାହ ଓ ବ୍ୟବସାୟକୁ ଦୃଷ୍ଟିରେ ରଖି ଏହାକୁ ଆଉ ୨ ଦିନ ବୃଦ୍ଧି କରିବା ପାଇଁ କଟକ ମହାନଗର ନିଗମ ପରିଷଦ ବୈଠକରେ ଆଜି ଏକ ପ୍ରସ୍ତାବ ଗୃହିତ ହୋଇଛି। ପରିଷଦର ଏହି ନିଷ୍ପତ୍ତିକୁ ଅନୁମୋଦନ ଦେବା ପାଇଁ ରାଜ୍ୟ

ବଦଳିବ ଟୋଲ୍‌ ଟିକସ ନିୟମ: ନୂଆ ନମ୍ବର ପ୍ଲେଟ୍ ଲାଗି ନ ଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର। ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ଟୋଲ୍‌ ଟିକସ ସହ ଜଡିତ ନିୟମ ରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏ ବିଷୟରେ ସୂଚନା ଦେଇଛନ୍ତି। ଆଗାମୀ ଦିନ ମାନଙ୍କରେ ଦେଶରେ