ମିଥ୍ୟା ଏନ୍‌କାଉଣ୍ଟର ଘଟଣା, ୨୪ ଆନ୍ଦୋଳନାକାରୀଙ୍କୁ ଗିରଫ କଲା ପୋଲିସ

ମାଲକାନଗିରି ୧୪।୧୧ : କୋରାପୁଟ ଜିଲ୍ଲା ମାଳିପଦର ମିଥ୍ୟା ଏନ୍‌କାଉଣ୍ଟର ଘଟଣା । ୨୪ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କଲା ମାଲକାନଗିରି ପୋଲିସ । ସହାୟତା ଦାବିରେ ଆନ୍ଦୋଳନ କରୁଥିବା ଗାଁବାସୀଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଖବର ଅନୁଯାୟୀ, ରବିବାର ୩୨୬ ନମ୍ବର ଜାତୀୟ ରାଜପଥ

କଟୁରୀ ଚୋଟରେ ଯୁବକ ଗୁରୁତର

ଭୁବନ ୧୪/୧୧: ରବିବାର ବିଳମ୍ବିତ ରାତିରେ ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା କୈବର୍ତ୍ତ ସାହିରେ ହୋଇଛି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । କଟୁରୀ ଚୋଟରେ କୈବର୍ତ୍ତ ସାହିର ମୋହନ ବେହେରାଙ୍କ ପୁଅ ଚତୁର୍ଭୁଜ ବେହେରା ଗୁରୁତର ହୋଇଛନ୍ତି । ତାଙ୍କର ଡାହାଣ ଜଙ୍ଘ ପାଖରୁ ଗୋଡ ପର୍ଯ୍ୟନ୍ତ

ଗୋଟିଏ ଦିନରେ ୭ଟି ବସରେ କଳା କନା ବୁଲାଇଲେ ଚୋର

କଣ୍ଟାବାଞ୍ଜି: ଗୋଟିଏ ଦିନରେ ୭ଟି ବସରେ କଳା କନା ବୁଲାଇଲେ ଚୋର । କିଛି ଲୋକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କଲା ପୋଲିସ । ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ବସ ଷ୍ଟାଣ୍ଡରେ ରହୁଥିବା ୭ ଟି ବସରୁ ଚୋରି ହୋଇଛି । ଗାଡିରୁ ଟଙ୍କା, କପଡା, ସାଇକେଲ ଟାୟାର, ଟ୍ୟୁବ,ମୋବାଇଲ ଆଦି ଚୋରି ହୋଇଥିବା

ଭିଜିଲାନ୍ସ ଜାଲରେ RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ, ଭୁବନେଶ୍ୱରର ୪ଟି ଜାଗା ସମେତ ମୋଟ ୮ଟି ସ୍ଥାନରେ ଚାଲିଛି ରେଡ୍‌

ଉଦଳା: ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ରେଡ୍‌ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ। ଭୁବନେଶ୍ୱରର ୪ଟି ସ୍ଥାନ ସମେତ ମୋଟ ୮ଟି ସ୍ଥାନରେ ରେଡ୍‌ । କେନ୍ଦ୍ରାପଡା ଓ ମୟୂରଭଞ୍ଜର ୨ଟି ଲେଖାଏ

ଜନ୍ମବାର୍ଷିକୀରେ ଜବାହରଲାଲ୍‌ ନେହେରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ ମୋଦି, ସୋନିଆ ଗାନ୍ଧୀ…

ନୂଆଦିଲ୍ଲୀ: ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ଜନ୍ମବାର୍ଷିକୀ ଅବସରରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦିଲ୍ଲୀସ୍ଥିତ ଶାନ୍ତିବନରେ ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଫଟୋ ସେୟାର୍‌

କେରଳ ସରକାରଙ୍କୁ ଶକ୍ତ ଧକ୍କା: ବିଶ୍ବବିଦ୍ୟାଳୟ କୁଳପତି ନିଯୁକ୍ତିକୁ ରଦ୍ଦ କଲେ ହାଇକୋର୍ଟ

ତିରୁବନନ୍ତପୁରମ୍‌: ସରକାରୀ ବିଶ୍ବବିଦ୍ୟାଳୟରେ ରାଜ୍ୟ ସରକାର କରିଥିବା ଜଣେ କୁଳପତିଙ୍କ ନିଯୁକ୍ତିକୁ ଆଜି କେରଳ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ବିଶ୍ବବିଦ୍ୟାଳୟ ଚଳାଇବା ପ୍ରସଙ୍ଗରେ ରାଜ୍ୟପାଳ ଆରିଫ୍‌ ମହମ୍ମଦ୍‌ ଖାଁଙ୍କ ସହିତ ବିବାଦ କରୁଥିବା ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନଙ୍କ

ଅଦନାନଙ୍କ ପାକିସ୍ତାନ ଛାଡ଼ିବା ପଛରେ ରହିଛି ବଡ଼ ରହସ୍ୟ, ଖୋଲିଯିବ କି ପାକିସ୍ତାନର ଅସଲ ମୁଖା

ନୂଆଦିଲ୍ଲୀ: ଅଦନାନଙ୍କ ପାକିସ୍ତାନ ଛାଡ଼ିବା ପଛରେ ରହିଛି ବଡ଼ ରହସ୍ୟ। ଖୋଲିଯିବ କି ପାକିସ୍ତାନର ଅସଲ ମୁଖା। ଟି-୨୦ ବିଶ୍ବକପରେ ପାକିସ୍ତାନ ହାରିବା ପରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଅଦନାନ ସାମୀ କରିଥିବା ଟ୍ବିଟକୁ ନେଇ ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ପାକିସ୍ତାନରୁ ଆସି ଭାରତର

ଇସ୍ତାନବୁଲ ବିସ୍ଫୋରଣ : ଆତଙ୍କବାଦୀ ସଂଗଠନ ଦେଇଥିବା ବୋମା ରଖିଥିଲେ ସିରିଆନ ମହିଳା

ଇସ୍ତାନବୁଲ: ବୋମା ବିସ୍ଫୋରଣରେ ରବିବାର ତୁର୍କିର ଇସ୍ତାନବୁଲ ସହରର ଟାକସିମ ଅଞ୍ଚଳ ଥରି ଉଠିଥିଲା। ଟାକସିମ ଅଞ୍ଚଳର ଇସ୍ତିକଲାଲ ଷ୍ଟ୍ରିଟରେ ଏହି ଘଟଣା ଘଟିଥିଲା। ଏହି ବିସ୍ଫୋରଣରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮୧ ଜଣ ଗୁରୁତର ହୋଇଥିବା ସେଠାକାର ପ୍ରଶାସନିକ ଅଧିକାରୀଙ୍କଠାରୁ

VLC ଉପରେ ଲାଗିଥିବା ବ୍ୟାନ ଆଦେଶ ହଟିଲା, ଏବେ କରିହେବ ଡାଉନଲୋଡ୍‌

ନୂଆଦିଲ୍ଲୀ: ମଲ୍ଟିମିଡିଆ ପ୍ଲେୟାର ଭିଏଲସି ଉପରେ ଲାଗିଥିବା ବ୍ୟାନ ଆଦେଶ ହଟିଛି। ଏବେ ୟୁଜର୍ସମାନେ ଭାରତରେ ଏହାକୁ ଡାଉନଲୋଡ କରିପାରିବେ। କିଛି ମାସ ତଳେ ଭାରତ ସରକାର ଭିଏଲସି ଉପରେ ରୋକ ଲଗାଇଥିଲେ। ଆଜି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ବ୍ୟାନକୁ ହଟାଇ ଦେଇଛି। ବ୍ୟାନ

‘ମୁଁ ନିଜେ ଆସି ନଥିଲି: ମୋଦି, ଅମିତ ଶାହଙ୍କ ଡାକରାରେ ବିଜେପିରେ ଯୋଗ ଦେଇଥିଲି’

ଅହମ୍ମଦାବାଦ: ଆସନ୍ତା ବିଧାନସଭା ନିର୍ବାଚନକୁ ନେଇ ଗୁଜରାଟ ରାଜନୀତି ସରଗରମ। ଭଦୋଦରା ଅନ୍ତର୍ଗତ ୱାଘୋଦିଆ ବିଧାୟକ ମଧୁ ଶ୍ରୀବାସ୍ତବଙ୍କୁ ବିଜେପିରୁ ଟିକେଟ ନମିଳିବା କାରଣରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି। ୬ ଥରର ବିଧାୟକ ଶ୍ରୀବାସ୍ତବ ଚଳିତ ନିର୍ବାଚନରେ ସ୍ୱାଧୀନ ଭାବେ ଲଢ଼ିବା ପାଇଁ