Sign in
Sign in
Recover your password.
A password will be e-mailed to you.
ମାଳିପଦର ପୋଲିସ ଏନକାଉଣ୍ଟର ଘଟଣା, ମିଳିଲା ଅଉ ଜଣେ ମୃତକଙ୍କ ପରିଚୟ
ଜୟପୁର, ୧୩/୧୧: କୋରାପୁଟ ବୈପାରୀଗୁଡା ମାଳିପଦର ପୋଲିସ ଏନକାଉଣ୍ଟରରେ ୨ ଜଣଙ୍କ ମୃତ୍ୟୁ ଘଟଣାରେ ଆଉ ଜଣେ ମୃତକଙ୍କ ପରିଚୟ ମିଳିଛି । ମୃତକ ଜଣଙ୍କ ହେଲେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ନୁଆଗୁଡା ଗାଁର ଜୟକୁମାର ନାଗ। ୧୦ଦିନ ହେଲା ସେ କାମଧନ୍ଦା ପାଇଁ ଘରୁ ଚାଲିଯାଇଥିଲେ।!-->…
ବନ୍ଧୁକ ଦେଖାଇ ଫିଲ୍ମ ଷ୍ଟାଇଲରେ ଲୁଟ୍: ମିକ୍ସଚର କମ୍ପାନୀର ପିକଅପ ଭ୍ୟାନରୁ ୫ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ
ସାଲେପୁର: ବନ୍ଧୁକ ଦେଖାଇ ଫିଲ୍ମ ଷ୍ଟାଇଲରେ ଲୁଟ୍ । ୫ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ରାଣୀପଡ଼ା ଠାରେ ଘଟିଛି ଏହି ଘଟଣା । କଟକ-ଚାନ୍ଦବାଲି ରାସ୍ତାରେ ସାଲେପୁରର ଏକ ଘରୋଇ ମିକ୍ସଚର କମ୍ପାନୀର ପିକଅପ ଭ୍ୟାନ୍ କେନ୍ଦ୍ରାପଡ଼ାରୁ ଫେରୁଥିବା!-->…
କଟକରେ ନାବାଳିକାଙ୍କୁ ବସ୍ ଭିତରେ ଅସଦାଚରଣ ଘଟଣା: ଧରାପଡ଼ିଲା ଅଭିଯୁକ୍ତ କଣ୍ଡକ୍ଟର
କଟକ: କଟକରେ ନାବାଳିକାଙ୍କୁ ବସ୍ ଭିତରେ ଅସଦାଚରଣ ଅଭିଯୋଗରେ ଧରାପଡ଼ିଲା ଅଭିଯୁକ୍ତ କଣ୍ଡକ୍ଟର । ଗତକାଲି ରାତିରେ ତାକୁ ଅଟକ ରଖିଛି ପୋଲିସ୍ । ଅଭିଯୁକ୍ତକୁ ପଚରାଉଚରା କରାଯାଉଛି । ଆଜି ତାଙ୍କୁ ଗିରଫ କରିପାରେ ପୋଲିସ୍ । ଘଟଣା ପରଠୁ ଅଭିଯୁକ୍ତ କଣ୍ଡକ୍ଟର ଫେରାର୍ ଥିଲା । ତାକୁ ଧରିବା!-->…
ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ଗିରଫ
ମୋହନା: ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ଗିରଫ। ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ଅଭିଯୋଗରେ ଅଡବା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ମନସି!-->…
ରାଜଧାନୀରେ ଆଉ ଜଣେ ଲେଡି ବ୍ଲାକମେଲର: ଭୁବନେଶ୍ୱରରୁ ବାନ୍ଧିଲା ରାଜସ୍ଥାନ ପୋଲିସ୍
ଭୁବନେଶ୍ଵର ୧୩।୧୧: ରାଜଧାନୀରେ ଆଉ ଜଣେ ନାଗ ରାଣୀ । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଗିରଫ କରିଛି କର୍ଣ୍ଣାଟକ ପୋଲିସ। ଏହି ମାୟାବିନିଙ୍କ ନାମ ପ୍ରୀତି ଦେଶାଇ। ନିଜ ଘର କର୍ଣ୍ଣାଟକ ରେ ହୋଇଥିବା ବେଳେ ନିଜକୁ ଉଚ୍ଚ ଶିକ୍ଷିତା ବୋଲି ପରିଚୟ ଦେଇ ଭୁବେଶ୍ବରରେ ରହୁଥିଲେ ।
ବିଭିନ୍ନ!-->!-->!-->…
ଦାରିଙ୍ଗବାଡିରେ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ
ଫୁଲବାଣୀ ୧୩/୧୧: ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୀତଲ ଲହରି ଆରମ୍ଭ ହୋଇଛି। ମୟୂରଭଞ୍ଜ ଠାରୁ କନ୍ଧମାଳ ସବୁଠି ଶୀତର ପ୍ରକୋପ ଦେଖିବାକୁ ମିଳିଛି। ଗତ ଦୁଇ ତିନି ଦିନ ହେଲା କନ୍ଧମାଳରେ ପ୍ରବଳ ଶୀତ ଅନୁଭୁତ ହେଉଛି। ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା!-->…
ପୂର୍ବଶତ୍ରୁତାକୁ ନେଇ ଠିକାଦାରଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି
ରାଉରକେଲା ୧୩।୧୧: ରାଉରକେଲାର ଝିରିପାଣି ଅଞ୍ଚଳରେ ଫୁଟିଲା ଗୁଳି । ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ । ବାଞ୍ଛା ତନ୍ତି ନାମକ ଠିକାଦାରଙ୍କୁ ଗୁଳିମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି । ଠିକାଦାରଙ୍କ ଡାହାଣ ଗୋଡରେ ବାଜିଛି ଗୁଳି। ତାଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚ୍ ହସପିଟାଲରେ!-->…
ଅଲିଭ୍ ରିଡଲେଙ୍କ ଆଗମନ ପାଇଁ ଆରମ୍ଭ ହେବ ମେଗା ସଫେଇ କାର୍ଯ୍ୟକ୍ରମ
କୋଣାର୍କ: ସମୟ ଆସିଲାଣି। ଏବେ ଓଡ଼ିଶାକୁ ଆସିବେ ବିଦେଶୀ ଅତିଥି। ତାଙ୍କୁ ସ୍ୱାଗତ କରିବାକୁ ଚାଲିଛି ପ୍ରସ୍ତୁତି। ଆମେ କହୁଛୁ ଅଲିଭ ରିଡେଲ୍ କଇଁଛଙ୍କ କଥା। ଏମାନଙ୍କର ଅଣ୍ଡା ଦେବା ସମୟ ଆସିଗଲା। ଏବେ ଏମାନେ ଓଡ଼ିଶାର ବେଳଭୂମିକୁ ଆସି ଅଣ୍ଡାଦାନ କରିବେ। ଏଥିପାଇଁ ଅଲିଭ ରିଡଲେ!-->…
ଚୋରି କରୁଥିବା ବେଳେ ମାଡ଼ିବସି ନିର୍ଦ୍ଧୁମ ଛେଚିଲେ
ଚାନ୍ଦବାଲି: ଚୋରି କରିବା ସହିତ ମହିଳାଙ୍କୁ ଅସଦାଚରଣ କରୁଥିଲା ଚୋର। ଗ୍ରାମବାସୀଙ୍କ ହାତରେ ପଡ଼ି ନିର୍ଦ୍ଧୁମ ଛେଚା ଖାଇଲା। ପରେ ଥାନାକୁ ଗଲା। ଭଦ୍ରକ ଚାନ୍ଦବାଲୀ ବ୍ଲକ ବାଂଶଡ଼ା ଥାନା ଅଧିନ ଚରଦିଆ ପଂଚାୟତରେ ଏଭଳି ଘଟଣା ଘଟିଛି।
ଜୟୀରାମ ମାଝୀ ନାମକ ଜଣେ ଯୁବକ ଅଲେଖ ମାଝୀଙ୍କ ଘରେ!-->!-->!-->…
ନାଗ ସାପ ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ଗିରଫ
ବଲାଙ୍ଗୀର: ସାପ ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ଗିରଫ। ବଲାଙ୍ଗୀର ପୁଇଁତଳା ବିଲେଇ ସର୍ଡା ଗାଁରେ ନାଗସାପ ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ବୀର ବିଶ୍ୱାଳଙ୍କୁ ଗିରଫ କରିଛି ବନ ବିଭାଗ। ନ୍ୟୁଜ-୭ରେ ଖବର ପ୍ରକାଶ ପରେ ବନ ବିଭାଗରେ କାର୍ଯ୍ୟନୁଷ୍ଠାନ ନେଇଛି।
ଅଭିଯୁକ୍ତ ବୀର!-->!-->!-->…