ଟିକାବାଲି ଏଏମସିଏସ ମହାବିଦ୍ୟାଳୟ ପରିଦର୍ଶନ କଲେ ସ୍ୱତନ୍ତ୍ର ସଚିବ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟ ଟିକାବାଲି କୁ ଉଚ୍ଚ ଶିକ୍ଷା ବିଭାଗରୁ ତରଫରୁ ସ୍ୱତନ୍ତ୍ର ସଚିବ ଆଜି ପରିଦର୍ଶନ କରିଥିଲେ lମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଏବଂ ପ୍ରଫେସର ଆଧ୍ୟାପକ ବନମାଳୀ ବେହେରା, ସମସ୍ତ ଆଧ୍ୟାପକ ସ୍ୱତନ୍ତ୍ର ସଚିବଙ୍କୁ

ଆଗକୁ ଆସୁଛି ପ୍ରଥମାଷ୍ଟମୀ : ହଳଦୀପତ୍ରର ଚାହିଦା ବଢୁଛି, ମିଳୁନି ସଠିକ୍‌ ଦର

ଦାରିଙ୍ଗବାଡି : ଚଳିତ ମାସ ୧୬ ତାରିଖ ବୁଧବାର ଦିନ ପାଳନ ହେବ ପ୍ରଥମାଷ୍ଟମୀ। ଏହି ପର୍ବ ଓଡ଼ିଶାରେ ବଡ ଧୂମଧାମରେ ପାଳନ ହେଉଥିବା ବେଳେ ବିଶେଷ କରି ବ୍ରହ୍ମପୁର,ଭୁବନେଶ୍ୱର, କଟକ, ବାଲେଶ୍ୱର ସମେତ ବିଭିନ୍ନ ଜିଲାରେ ପାଳନ କରାଯାଉଛି। ତେବେ ସମଗ୍ର କନ୍ଧମାଳ ଜିଲ୍ଲାରେ ଏହି ପର୍ବ ପାଳନ

ରାଷ୍ଟ୍ରପତିଙ୍କ ପ୍ରତି ଅଶ୍ଳୀଳ, ଅଭଦ୍ର ଓ ଆଇନ ବିରୋଧ ମନ୍ତବ୍ୟ ଦେଇଥିବା ପଶ୍ଚିମବଙ୍ଗର ମନ୍ତ୍ରୀଙ୍କ ବିରୋଧରେ ଦୃଢ଼…

ବ୍ରହ୍ମପୁର : ମହାମହିମ ରାଷ୍ଟ୍ରପତି ତଥା ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅଶ୍ଳୀଳ, ଅଭଦ୍ର ଓ ଆଇନ ବିରୋଧ ମନ୍ତବ୍ୟ ଦେଇଥବା ପଶ୍ଚିମବଙ୍ଗର ମନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବଡ଼ବଜାର ଥାନାରେ ଏକ ଲିଖିତ ଅଭିଯୋଗ

ବାଲିଗୁଡାରେ ପ୍ରଥମ ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ସହର ରେ ଅନୁଷ୍ଠିତ ହେବ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ଲୋକ ମହୋତ୍ସବ, ଚଳିତ ବର୍ଷ ଡିସେମ୍ବର ତା,୧୭,୧୮,୧୯ ରିଖ ତିନି ଦିନ ଧରି ହେବାକୁ ଥିବା ବିଶିଷ୍ଟ ଲୋକନୃତ୍ୟ ଗୁରୁ ଟଲ ଦଳବେହେରା ସ୍ମାରକୀ l ବୀଣାକାର ଦଣ୍ଡନାଟ ଏବଂ ଗୀତିନାଟ୍ୟ

ଲୋକ କଳା ହିଁ ଆମ ଅସ୍ମିତାର ପରିଚାୟକ : ବରିଷ୍ଠ କଳାକାର ସଂଘ

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ଦୁଇ ଦିନିଆ ଲୋକ କଳା ମହୋତ୍ସବ "ଆମ ଅସ୍ମିତା :ଆମ ଲୋକକଳା" କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରକାଶମ୍ ହଲ୍ ଠାରେ

ସ୍ୱାସ୍ଥ୍ୟ ଚିକିତ୍ସା ଏବଂ ରକ୍ତଦାନ ଶିବିର

ବ୍ରହ୍ମପୁର : ହିିଲପାଟଣା ସିଦ୍ଧି ବିନାୟକ ମନ୍ଦିର ପରିଚାଳନା କମିଟି ଏବଂ ଗରଜି ସ୍ୱେଚ୍ଛାସେବୀ ସଂଗଠନର ମିଳିତ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ଚିକିତ୍ସା ଏବଂ ରକ୍ତ ଦାନ ଶିବିର ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ ଡ଼େପୁଟି କମିଶନର

କଳାକାର ଭତ୍ତାଆବେଦନକାରୀଙ୍କ ଦକ୍ଷତା ପରୀକ୍ଷା

ବୁଗୁଡ଼ା : ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ବ୍ଲକ ସ୍ତରୀୟ କଳାକାର ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ , ବିଡିଓ ବାସୁଦେବ ନାୟକ , ଆଡିସନାଲ୍ ଆଇଆଇସି ଶର୍ମିଷ୍ଠା ପ୍ରଧାନ , ସଙ୍ଗୀତ ଶିକ୍ଷକ

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚତୁର୍ଥ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

ଜାତୀୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶ ଏବଂ ଓଡ଼ିଶା ରାଜ୍ୟ ପ୍ରାଧିକାରଣ ସହଯୋଗରେ ଚତୁର୍ଥ ରାଷ୍ଟ୍ରିୟ ଲୋକ ଅଦାଲତ ଜିଲ୍ଲା କୋର୍ଟ ଠାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜର୍ଜ ଆନନ୍ଦଚନ୍ଦ୍ର ବେହେରା ଯୋଗଦେଇ ଲୋକ ଅଦାଲତାର ଶୁଭାରମ୍ଭ

ଅଧାପନ୍ତରିଆ ମାର୍କେଟ ବିଲଡିଂ କାମ ଶେଷ ହେଲେ ଆନ୍ଦୋଳନ କରିବାକୁ ଚେତାବନୀ

ହିଞ୍ଜିଳିକାଟୁ (୧୨।୧୧) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସଟର୍ମୀନାଲ ପରିସରକୁ ଲାଗି ଦୁଇଟି ବ୍ଳକ ମାର୍କେଟ ବିଲଡିଂ ନିର୍ମାଣ ପାଇଁ ୯କୋଟି ୫୭ ଲକ୍ଷ ଟଙ୍କା ବ୍ୟୟ ବରାଦ କରିବା ସହ ୨୦୧୭ ମସିହା ଏପ୍ରିଲ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଟିପିଏସ୍ଓଡିଏଲ୍ ପକ୍ଷରୁ ସୁରକ୍ଷା ଓ କୌଶଳ ବିକାଶ ପ୍ରତିଷ୍ଠାନ ଉଦଘାଟିତ

• ପ୍ରତିଷ୍ଠାନ ପକ୍ଷରୁ କର୍ମଚାରୀ ଏବଂ ବ୍ୟବସାୟ ସହଯୋଗୀଙ୍କ ସୁରକ୍ଷା ସମ୍ପର୍କିତ କୌଶଳ ବିକାଶକୁ ସୁନିଶ୍ଚିତ କରାଯିବବ୍ରହ୍ମପୁର : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ସୁରକ୍ଷା ଉପରେ ୧୫