୫- ଟି ସଚିବଙ୍କୁ ସାକ୍ଷାତ କଲେ ଉପନଗରପାଳ ଲଲାଟେନ୍ଦୁ…

ସୁନ୍ଦରଗଡ଼ -: ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ନବୀନ ନିବାସରେ ସୁନ୍ଦରଗଡ଼ ପୌରପାଳିକାର ଉପନଗରପାଳ ଲଲାଟେନ୍ଦୁ ପରିଡ଼ା ସାକ୍ଷାତ କରିଛନ୍ତି ୫- ଟି ସଚିବ ଭି.କେ. ପାଣ୍ଡିୟାନଙ୍କୁ। ପ୍ରକାଶ ଯୋଗ୍ୟ ଯେ ସଦ୍ୟ ସମାପିତ ପୌର ନିର୍ବାଚନରେ ସାରା ଓଡ଼ିଶାରେ ପୌରାଧ୍ୟକ୍ଷ ପଦବୀରେ ଅଧିକାଂଶ ପଦ

ଆଇପିଏଲ୍‌ ଏଥର ନୂଆ ବିଜେତା ଦେଖିବ: ଶାସ୍ତ୍ରୀ

ମୁମ୍ବାଇ: ଆଇପିଏଲ୍‌ ଏଥର ନୂଆ ବିଜେତା ଦେଖିବ ବୋଲି ପୂର୍ବତନ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଏକାଧିକ ଥର ବିଜେତା ହେବାର ଗୌରବ ଅର୍ଜନ କରିଥିବା ଦୁଇ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ୧୦ ଦଳୀୟ ଚଳିତ ସଂସ୍କରଣରେ

କଂଗ୍ରେସ ଶାସନ କାଳରେ ସାମ୍ପ୍ରଦାୟିକ ହିଂସା ସଂଖ୍ୟା ଅଧିକ: ବିରୋଧୀଙ୍କୁ ଖୋଲା ଚିଠିରେ ଜେ.ପି. ନଡ୍ଡାଙ୍କ ଜବାବ

ନୂଆଦିଲ୍ଲୀ: କଂଗ୍ରେସ ଶାସନ କାଳରେ ଦେଶରେ ଅଧିକ ସାମ୍ପ୍ରଦାୟିକ ହିଂସା ହୋଇଥିବା କଥା ଆଜି ‘ବିଜେପି’ ମୁଖ୍ୟ ଜେ.ପି. ନଡ୍ଡା ବିରୋଧୀ ଦଳମାନଙ୍କ ପ୍ରତି ଲେଖିଥିବା ଖୋଲା ଚିଠିରେ କହିଛନ୍ତି।ଦେଶରେ ସାମ୍ପ୍ରଦାୟିକ ହିଂସା ବୃଦ୍ଧି ପାଉଛି ବୋଲି ୧୩ଟି ରାଜନୈତିକ ଦଳ ଦେଇଥିବା ମନ୍ତବ୍ୟର

କଡ଼ ଲେଉଟାଇଲାଣି କରୋନା, ୯୦% ବଢ଼ିଲା ଦୈନିକ ମାମଲା

ନୂଆଦିଲ୍ଲୀ: ଦେଶରେ ପୁଣି ମୁଣ୍ଡ ଟେକିଲାଣି ମହାମାରୀ କରୋନା। ଧୀରେ ଧୀରେ ହେଲାଣି ଉପରମୁହାଁ। ବେଶ୍‌ କିଛି ଦିନର ବିରତି ପରେ ଏବେ କରୋନା କଡ ଲେଉଟାଇଲାଣି। ବଢ଼ିଲାଣି ଦୈନିକ ସଂକ୍ରମଣ ମାମଲା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶ ୨୧୮୩ଟି କରୋନା ମାମଲା ଚିହ୍ନଟ ହୋଇଛି। ସେହିପରି କରୋନାରେ ଆକ୍ରାନ୍ତ

ବାବାସାହେବ ଆମ୍ବେଦକର ନୋବଲ ଆୱାର୍ଡ଼ ପାଇଲେ ବିଶ୍ଵ କରାଟେ ଜଗତର ଧ୍ରୁବତାରା ପ୍ରମୋଦ ରାଉଳ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟସ୍ଥ ଚାଟମଣ୍ଡଳୀ ଗ୍ରାମର ଶ୍ରୀ ପ୍ରମୋଦ ରାଉଳଙ୍କୁ ବାବାସାହେବ ଆମ୍ବେଦକର ନୋବଲ ଆୱାର୍ଡ ୨୦୨୨ ରେ ସମ୍ମନିତ କରାଗଲା ସାରା ଭାରତର ଜଣାଶୁନା ବ୍ୟକ୍ତି ତଥା ସାରା ଭାରତ ବର୍ଷ ରେ ଆଜିପର୍ଯନ୍ତ ଲକ୍ଷାଧିକ ଲୋକଙ୍କୁ ବିନମୂଲ୍ୟରେ ନିଜ

ଝୁଲନ୍ତା ଅବସ୍ଥାରେ ବିଧାୟକ ପତ୍ନୀଙ୍କ ମୃତ ଦେହ ଉଦ୍ଧାର

ମୁମ୍ବାଇ: ଝୁଲନ୍ତା ଅବସ୍ଥାରେ ବିଧାୟକ ପତ୍ନୀଙ୍କ ମୃତ ଦେହ ଉଦ୍ଧାର। ଶିବସେନା ବିଧାୟକ ମଙ୍ଗେଶ କୁଦଲକରଙ୍କ ପତ୍ନୀ ରଜନୀଙ୍କ ମୃତ ଦେହକୁ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ରବିବାର ମୁମ୍ବାଇସ୍ଥିତ ତାଙ୍କ ବାସଭବନରୁ ରଜନୀଙ୍କ ମୃତ ଦେହକୁ ପୁଲିସ ଜବତ କରିଛି। ମୃତ ଦେହକୁ ପୁଲିସ ବ୍ୟବଚ୍ଛେଦ

ମୋଦିଙ୍କ ଗସ୍ତ ପୂର୍ବରୁ ଗୁଜରାଟରେ ହିଂସା, ୧୦ ଗିରଫ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଗୁଜରାଟରେ ହିଂସା। ଗୁଜରାଟର ବଡୋଦରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଛି। ବଡୋଦରାର ରାୱପୁରା ଟାୱାର ପାଖରେ ଗତ ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରସ୍ପର ଉପରକୁ ପଥର ମାଡ ମଧ୍ୟ କରିଥିଲେ।

ପୁଣି ବିବାଦୀୟ ବୟାନ ଦେଲେ ବାବା ନରସିଂହାନନ୍ଦ, ହିନ୍ଦୁମାନଙ୍କୁ କହିଲେ ଅଧିକ ଛୁଆ ଜନ୍ମ କର

ନୂଆଦିଲ୍ଲୀ: ହରିଦ୍ୱାର ହେଟ୍‌ସ୍ପିଚ୍‌ ମାମଲାରେ ଜାମିନରେ ଜେଲ୍‌ରୁ ମୁକୁଳିଥିବା ବାବା ୟତି ନରସିଂହାନନ୍ଦ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ହିମାଚଳ ପ୍ରଦେଶର ଉନାରେ ଏକ ଧର୍ମିକ ସମ୍ମିଳନୀ ବେଳେ ସେ ନିଜ ଜାମିନ ସର୍ତ୍ତର ଉଲ୍ଲଙ୍ଘନ କରି ପୁଣି ଥରେ ଘୃଣାଭାବ ସୃଷ୍ଟି କରୁଥିବା ଭଳି

ଜେଲେନସ୍କିଙ୍କ ମୋହ ଭଙ୍ଗ: କହିଲେ ବିଶ୍ୱର ଆଉ କାହାକୁ ବିଶ୍ୱାସ ନାହିଁ

କିଭ୍‌: ଆକ୍ରମଣମାରୀ ରୁଷ ବିରୋଧରେ ବାରମ୍ବାର ସାହାଯ୍ୟ ସହାୟତା ପାଇଁ ବିଶ୍ୱ ସମୁଦାୟକୁ ନିବେଦନ କରି ଶେଷରେ ନିରାଶ ହୋଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲରଦିମିର ଜେଲେନସ୍କି। ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ଯାହା କିଛି ସାହାଯ୍ୟ ସହାୟତା ମିଳିଛି ତାହା ଆଶାନୁରୂପକ ନୁହଁ। ଏମିତି ଯେଉଁ ନାଟୋ

ମନ୍ତ୍ରୀ ପୁଅଙ୍କ ଜାମିନ ଖାରଜ, ସପ୍ତାହକ ଭିତରେ ସରେଣ୍ଡର କରିବାକୁ ନିର୍ଦ୍ଦେଶ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ବଢ଼ିଲା ମନ୍ତ୍ରୀ ପୁଅ ତଥା ଏହି ଘଟଣା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଅଡୁଆ। ସୁପ୍ରିମକୋର୍ଟରୁ ଲାଗିଲା ତାଙ୍କୁ ବଡ ଝଟ୍‌କା। ଖାରଜ ହେଲା ତାଙ୍କ ଜାମିନ। ସୁପ୍ରିମକୋର୍ଟ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ଆଜି ଖାରଜ