Sign in
Sign in
Recover your password.
A password will be e-mailed to you.
ରଥଖଳା ନିକଟରେ ଦୁର୍ଘଟଣା : ପିକଅପ୍ ଭ୍ୟାନ୍ ମାଡିଯାଇ ୨ ପର୍ଯ୍ୟଟକ ଆହତ
ପୁରୀ : ପୁରୀ ରଥଖଳା ନିକଟରେ ଦୁର୍ଘଟଣା। ଭାରସାମ୍ୟ ହରାଇ ନନ୍ଦିଘୋଷ ରଥ ଆଡ଼କୁ ମାଡ଼ିଗଲା ପିକଅପ୍ ଭ୍ୟାନ୍। ଫଳରେ ୨ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ପିକଅପ୍ ଭ୍ୟାନ୍ ଡ୍ରାଇଭରକୁ ଫିଡସ୍ ମାରିବାରୁ ଭାରସାମ୍ୟ ହରାଇ ଗାଡିଟି ମାଡିଯାଇଥିବା ଜଣାପଡିଛି ।
ସୂଚନାନୁଯାୟୀ, ଗୁରୁତର ଆହତ!-->!-->!-->…
ଓଡ଼ିଆ ଟେଲି ଅଭିନେତ୍ରୀଙ୍କ ଆତ୍ମହତ୍ୟା
ଭୁବନେଶ୍ବର : ''ମିସ୍ ୟୁ ବାବା। ମୁଁ ଉପରେ ଥାଇ ତୁମକୁ ବହୁତ ମିସ୍ କରିବି। ମୁଁ କାହା କଥା କେବେ ଶୁଣେନି। ମୁଁ ଗୋଟେ ବହୁତ ଖରାପ ଝିଅ। ମୋ ମୃତ୍ୟୁକୁ ନେଇ କାହାକୁ ଦାୟୀ କରିବନି। ଆଉ ଯଦି କାହା ନାଁରେ ଅଭିଯୋଗ ଦେବ ମୁଁ କାହାରିକୁ ଛାଡ଼ିବିନି।''
ଓଡ଼ିଆ ଧାରାବାହିକ ଅଭିନେତ୍ରୀ!-->!-->!-->…
ଟ୍ରକ ଡାଲାରୁ ହାତଗୋଡ଼ ବନ୍ଧା ଯୁବକକୁ ଉଦ୍ଧାର କଲା ପୋଲିସ
ମାର୍ଶାଘାଇ: ୫୩ ନମ୍ବର ଜାତୀୟ ରାଜପଥରେ ନୀଳାଞ୍ଚଳ ବଜାର ନିକଟରୁ ଚୋରି ଅଭିଯୋଗରେ ଜଣେ ଯୁବକକୁ ଟ୍ରକ ଆଗରେ ବାନ୍ଧି ଗାଡ଼ି ଚଲାଇ ନେବା ଭିଡିଓ ଭାଇରାଲ୍ ଘଟଣାକୁ ମାସେ ନ ପୂରୁଣୁ ଆଉ ଏକ ଘଟଣା ଚର୍ଚ୍ଚା ଜୋର ଧରିଛି । ଟ୍ରକ ଡାଲାରୁ ଜଣେ ଯୁବକଙ୍କୁ ମାର୍ଶାଘାଇ ପୁଲିସ ହାତ ବନ୍ଧା ଅବସ୍ଥାରେ!-->…
ରାଜ୍ୟରେ ଆଉ ୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୧୯ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ଜଣେ ଶିଶୁ ସଂକ୍ରମିତ ରହିଛନ୍ତି ।
ଚିହ୍ନଟ!-->!-->!-->…
ଅଜଣାଗାଡି ଧକ୍କାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ
ଦାରିଙ୍ଗବାଡ଼ି, (୨୦/୬) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଝିଞ୍ଜିରିଗୁଡା ଗ୍ରାମର ଶରତ ପ୍ରଧାନୀ (୨୮) ଙ୍କ ମୃତ୍ୟୁ ହୋଇଛି। ପ୍ରକାଶ ଥାଉକି ଗତ ଶନିବାର ୧୮/୨/୨୨ ରିଖ ଦିନ କୌଣସି କାମ ନେଇଁ ମୁଣ୍ଡାମା ଗ୍ରାମ ଯାଇ ସାଇକେଲରେ ନିଜ ଘରକୁ ଦିନ ପ୍ରାୟ!-->!-->!-->…
ଗଞ୍ଜାମରେ ଜିଲ୍ଲାରେ ନୂତନ ଦାୟିତ୍ୱ ଗ୍ରହଣ କଲେ ଜିଲାପାଳ
ଛତ୍ରପୁର (୨୦ା୬) : ଗଞ୍ଜାମ ଜିଲାରେ ନୂତନ ଜିଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ା ସୋମବାର ଯୋଗ ଦେଇଛନ୍ତି। ପୂର୍ବତନ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କଠାରୁ ଆଜି ଦାୟିତ୍ୱ ନେଇଛନ୍ତି ଦିବ୍ୟଜ୍ୟୋତି। ସେ ୨୦୧୬ ଆଇଏଏସ୍ ବ୍ୟାଚର ଏବଂ ଏହା ପୂର୍ବରୁ ସେ ସମ୍ବଲପୁରର ଜିଲାପାଳ ଭାବେ!-->!-->!-->…
ଅଗ୍ନିପଥ ସ୍କିମକୁ ବିରୋଧ କରି ଛତ୍ରପୁର ରେଲୱେ ଷ୍ଟେସନକୁ ଘେରିଲେ ପରୀକ୍ଷାର୍ଥୀ ଯୁବକ
ସରକାର ନିଷ୍ପତ୍ତିକୁ ପ୍ରତ୍ୟାହାର ନକଲେ ଆଗକୁ ଆନ୍ଦୋଳନ ଜୋରଦାର
ଛତ୍ରପୁର : ଭାରତ ସରକାରଙ୍କ ସେନା ବାହିନୀରେ ନିଯୁକ୍ତି ପାଇଁ ଅଗ୍ନିପଥ ସ୍କିମ ଘୋଷଣା ହେବାଠାରୁ ସାରା ଦେଶରେ ଆର୍ମି ପାଇଁ ପ୍ରସ୍ତୁତ ହେଉଥିବା ଯୁବକ ମାନେ ବିରୋଧ ପ୍ରଦର୍ଶନ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି,!-->!-->!-->!-->!-->…
ଜିଲ୍ଲା ଷୌଣ୍ଢିକ ସମାଜର ପ୍ରତିଷ୍ଠା ଦିବସ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ କେରେଡ଼ି ଉମା ମହେଶ୍ୱରୀ ମନ୍ଦିର ନିକଟରେ ଜିଲ୍ଲା ଷୌଣ୍ଢିକ ସମାଜର ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ସସ୍କିତା କହଁର ଯୋଗ ଦେଇଥିବା ବେଳେ!-->…
ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକର ହାଇସ୍କୁଲ ଖେଳ ପଡିଆ ଖଜୁରୀପଡା ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଆନ୍ତର୍ଜାତିକ ଯୋଗ କାର୍ଯ୍ୟକ୍ରମ ପାଇଁ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଠିତ ହୋଇଯାଇ ଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଖଜୁରୀପଡା ଥାନା!-->!-->!-->…
ଚେସ୍ ଅଲିମ୍ପିଆଡ୍ ମଶାଲ୍ ରିଲେର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ବିଶ୍ବ ଚେସ୍ ଅଧ୍ୟାୟରେ ନୂଆ ଫର୍ଦ ଯୋଡ଼ିଛି ଭାରତ। ଚେସ୍ ଅଲିମ୍ପିଆଡ୍ ଇତିହାସରେ ପ୍ରଥମ ଥର ପାଇଁ ମଶାଲ୍ ରିଲେ ପରମ୍ପରା ଆରମ୍ଭ କରିଛି ଭାରତ। ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ନିକଟସ୍ଥ ମହାବଳିପୁରମ୍ରେ ଖେଳାଯିବାକୁ ଥିବା ମର୍ଯ୍ୟାଦାଜନକ!-->…