ମୋଦୀ ହିଟଲରଙ୍କ ରାସ୍ତାରେ ଯାଉଛନ୍ତି, ହିଟଲରଙ୍କ ପରି ମରିବେ : କଂଗ୍ରେସ ନେତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ଆପତ୍ତିଜନକ ତଥା ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସ ନେତା ସୁବୋଧ କାନ୍ତ ସହାୟ । ସେ କହିଛନ୍ତି ଯେ ମୋଦୀ ଏବେ ହିଟଲରଙ୍କ ପଥରେ ଯାଉଛନ୍ତି ଓ ତାଙ୍କର ମୃତ୍ୟୁ ମଧ୍ୟ ହିଟଲରଙ୍କ ପରି ହେବ । ଆଉଜଣେ ବରିଷ୍ଠ କଂଗ୍ରେସ ନେତା ହରିଶ

ରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ବିରୋଧୀଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲେ ଗାନ୍ଧୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ସୋମବାର ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିରୋଧୀ ନେତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଶ୍ରୀ ଗାନ୍ଧୀ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଜଣେ ହେବା

ଅଗ୍ନିବୀରଙ୍କୁ ନିଯୁକ୍ତି ଅଫର୍‌ ଦେଲା ମହିନ୍ଦ୍ରା ଗ୍ରୁପ୍‌

ନୂଆଦିଲ୍ଲୀ: ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଅଗ୍ନିବୀରଙ୍କୁ ଏକ ବଡ ଅଫର୍‌ ଦେଇଛନ୍ତି। ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ ମିଳିବ ନିଯୁକ୍ତି। ଅବସର ପରେ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ କାମ କରିବାକୁ ସୁଯୋଗ ମିଳିବ। ଶୃଙ୍ଖଳିତ ଓ କୁଶଳୀ ଅଗ୍ନିବୀରଙ୍କୁ

ଆସାମ ବନ୍ୟାସ୍ଥିତି ସଙ୍ଗୀନ, ଗତ ୨୪ ଘଣ୍ଟାରେ ୯ ମୃତ

ଦିସପୁର: ବନ୍ୟାରେ ଉବୁଟୁବୁ ଆସାମ। ଜୁଆଡେ ଚାହିଁବ କେବଳ ପାଣି ଆଉ ପାଣି। ଆସାମର ୩୧ଟି ଜିଲ୍ଲାରେ ପ୍ରାୟ ୪୨ ଲକ୍ଷରୁ ଅଧିକ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ବନ୍ୟା ଏବଂ ଭୂସ୍ଖଳନରେ ୯ ଜଣ ପ୍ରାଣ ହରାଇଛନ୍ତି। ଆସାମ ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି

୧୬ ବର୍ଷରେ ମୁସ୍‌ଲିମ୍ ଯୁବତୀଙ୍କୁ ବିବାହ ଅନୁମତି

ନୂଆଦିଲ୍ଲୀ: ୧୬ ବର୍ଷରେ ବିବାହ କରି ପାରିବେ ମୁସଲିମ୍ ଯୁବତୀ । ଭାରତୀୟ ସମ୍ବିଧାନ ଅନୁଯାୟୀ ମୁସଲିମ୍ ଯୁବତୀ ୧୮ବର୍ଷ ପରିବର୍ତ୍ତେ ୧୬ ବର୍ଷରେ ମଧ୍ୟ ବିବାହ ବୟସ ଉପଯୋଗୀ ହୋଇ ପାରିବେ । ଏକ ମୁସଲିମ୍ ଦମ୍ପତିଙ୍କୁ ସୁରକ୍ଷା ଦେଇ ସୋମବାର ଏମିତି ଏକ ରାୟ ଶୁଣାଇଛନ୍ତି ପଂଜାବ ଓ ହରିୟାଣା

ବିହାରରେ ବଜ୍ରପାତ, ୧୭ ମୃତ

ପାଟନା: ଆକାଶରୁ ଖସିଲା ମୃତ୍ୟୁ। ପ୍ରବଳ ବର୍ଷା ଓ ବଜ୍ରପାତରେ ଚାଲିଗଲା ୧୭ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରରେ। ଏଠାକାର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ଘଡଘଡି ଯୋଗୁ ଭୟଙ୍କର ପରିସ୍ଥିତି ଉପୁଜିଛି।ସୂଚନାନୁସାରେ, ବିହାରରେ ଗତ ୪ ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି। ଫଳରେ

ପୁଣି ଇଡିରେ ହାଜର ହେଲେ ରାହୁଲ, କଂଗ୍ରେସର ଜୋରଦାର ବିରୋଧ

ନୂଆଦିଲ୍ଲୀ: ଆଜି ପୁଣି ଇଡିରେ ହାଜର ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲରେ ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ତାଙ୍କୁ ପଚରାଉଚରା କରିବ। ଏଥିପାଇଁ ସେ ଦିଲ୍ଲୀ ସ୍ଥିତ ଇଡି ଅଫିସରେ ପହଞ୍ଚି ସାରିଛନ୍ତି।ସେପଟେ କଂଗ୍ରେସ ତରଫରୁ

‘ଅଗ୍ନିପଥ’ ଯୋଜନା ଯୁବପିଢ଼ିଙ୍କ ପାଇଁ ଲାଭଦାୟକ: ସେନା ମୁଖ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ସ୍କିମ’କୁ ନେଇ ତୁମ୍ଭିତୋଫାନ ଜାରି ରହିଥିବା ବେଳେ ଏ ସମ୍ପର୍କରେ ଭାରତର ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ଯୋଜନାକୁ ସେ ପ୍ରଶଂସା କରିବା ସହ ଉଭୟ ଯୁବପିଢ଼ି ଏବଂ ସେନା ପାଇଁ କେବଳ ‘ବିଜୟ ହିଁ ବିଜୟ’ ବୋଲି

ଜୁଲାଇରୁ ସ୍ଥଳ ସେନାରେ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ: ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଭାରତୀୟ ସ୍ଥଳ ସେନାରେ ଅଗ୍ନିପଥ ଯୋଜନାରେ ଭର୍ତ୍ତି ହେବା ଲାଗି ଜୁଲାଇ ପ୍ରଥମ ସପ୍ତାହରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ । ଏ ନେଇ ସ୍ଥଳସେନା ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସ୍ଥଳ ସେନାରେ ଭର୍ତ୍ତି ହେବାର

ବହୁମୁଖୀ ସମବାୟ ସମିତି ନିର୍ବାଚନରେ ବିଧାୟକଙ୍କ ମତଦାନ…

ଦାରିଙ୍ଗବାଡି ପ୍ରତିନିଧି // ନିସର୍ତ୍ତ ନିୟୁଜ ଦାରିଙ୍ଗବାଡ଼ି,: ଦାରିଙ୍ଗବାଡି ବହୁମୁଖୀ ସମବାୟ ସମିତି ତଥା ଲ୍ୟାମ୍ପସର ନିର୍ବାଚନ ରାପଡାବାଡ଼ି ସ୍କୁଲ ପରିସର ମଧ୍ୟରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଦାରିଙ୍ଗବାଡି ବହୁମୁଖୀ ସମବାୟ ସମିତିରେ ୧୫ ଗୋଟି ୱାର୍ଡ ରହିଥିବା ବେଳେ ୮ ନଂ