ନିଶା ସେବନ କରି ବଙ୍ଗୀୟ ମହିଳାଙ୍କ ଉନ୍ମତ୍ତକାଣ୍ଡ

ପୁରୀ : ନିଶା ସେବନ କରି ମହିଳାଙ୍କ ଉନ୍ମତ୍ତ କାଣ୍ଡ । ପୁରୀ ସିଟି ରୋଡ୍ ସ୍ଥିତ ବେଳାଭୂମି ନିକଟ ଚକାଡୋଳା ଟୁର ଆଣ୍ଡ ଟ୍ରାଭେଲ ନିକଟରେ ଜଣେ ବାଙ୍ଗୀୟ ମହିଳା ଗତକାଲି ରାତିରେ ନିଶା ଖାଇ ଉନ୍ମତ୍ତ କାଣ୍ଡ କରୁଥିବା ଦେଖିବାକୁ ମିଳିଥିଲା । ବଙ୍ଗୀୟ ଦମ୍ପତି ପୁରୀ ବୁଲିବାକୁ ଆସି ଚକାଡୋଳା ଟୁର

ଆସନ୍ତା ବର୍ଷରୁ ନେକ୍ସଟ ପରୀକ୍ଷା ବାଧ୍ୟତାମୂଳକ

ଭୁବନେଶ୍ୱର: ୨୦୨୩ ଶିକ୍ଷାବର୍ଷରୁ ଆଉ ନିଟ ପିଜି ପରୀକ୍ଷାହେବନି। ଏହା ବଦଳରେ ଶେଷବର୍ଷ ମେଡିକାଲ(ଏମବିବିଏସ) ଛାତ୍ରଛାତ୍ରୀମାନେ ନେକ୍ସଟ୍‍ ପରୀକ୍ଷା ଦେବେ। ପୂର୍ବରୁ କେବଳ କେବଳ ବିଦେଶରୁ ଏମବିବିଏସ ପାଠ୍ୟକ୍ରମ ଶେଷ କରି ଭାରତରେ ପ୍ରାକ୍ଟିସ କରିବାକୁ ଆଗ୍ରହ ପ୍ରକାଶ କରୁଥିବା

ରଥ କାଠ ଯୋଗାଣ ନେଇ ସ୍ୱତନ୍ତ୍ର ସମୀକ୍ଷା ବୈଠକ

ପୁରୀ: ବନବିଭାଗ ପକ୍ଷରୁ ପୁରୀରେ ରଥ କାଠ ଯୋଗାଣକୁ ନେଇ ଆଜି ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ବନ ସଂରକ୍ଷକ ଶିଶିର କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ଼, ପୁରୀ ସମେତ ୬ଟି ବନ ବିଭାଗର ଅଧିକାରୀ ଓ ବରିଷ୍ଠ ବନ ଅଧିକାରୀ ସାମିଲ ହୋଇଥିଲେ।

ରାସ୍ତାରେ ଆମ୍ବୁଲାନ୍ସ ରଖି ଆତ୍ମହତ୍ୟା କଲେ ଡ୍ରାଇଭର

ଆଠଗଡ, ୧୯।୬ କାନପୁର ଥାନା ରୋଡ଼ରେ ଆମ୍ବୁଲାନ୍ସ ରଖି ଏକ ତେନ୍ତୁଲି ଗଛରେ ରସି ଲଗାଇ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଆତ୍ମହତ୍ୟା କରିଛି। ଆମ୍ବୁଲାନ୍ସ ଡ୍ରାଇଭର ଜଣକ ହେଲେ କାବୁଲି ସେନାପତି। କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆମ୍ବୁଲାନ୍ସର ଡ୍ରାଇଭର କାବୁଲି ସେନାପତି କଟକ ଜିଲ୍ଲା

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ୩ ଭଉଣୀ; ଜଣେ ମୃତ

ବାଲେଶ୍ବର: ବାଲେଶ୍ବର ଜିଲା ବାଲିଆପାଳ ଥାନା ଅଧିନସ୍ଥ ବାଲିଆପାଳ ବ୍ଲକର ରେମୁଁ ଗ୍ରାମରେ ରବିବାର ଘଟିଛି ଏକ ଅଘଟଣ। ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ତିନି ଭଉଣୀ। ଏମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିଆପାଳ ଗୋଷ୍ଠୀ

ଘରର ଆଜବେଷ୍ଟ କାମ କରୁଥିବା ବେଳେ ଘଟିଲା ବଜ୍ରାଘାତ, ୪ ମୃତ ଓ ୨ ଜଣ ଗୁରୁତର

ନୂଆପଡା ଜିଲ୍ଲା କୋମନା ବ୍ଲକ ମଲ୍ଲିକ ମୁଣ୍ଡା ଗାଁରେ ଆଜି ବଜ୍ରାଘାତରେ ୪ ମୃତ ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଦୁଇଜଣଙ୍କୁ ଉଦ୍ଧାର କରି କୋମନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆଜି ଅପରାହ୍ନରେ ଘର ଛାତ ଉପରେ ଆଜବେଷ୍ଟ କାମ କରୁଥିବା ବେଳେ

ତୃତୀୟ ଦିନରେ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ମହାସଭା ସଂଗଠନ

ଦୃଢତା ର ମନ୍ତ୍ର ଦେଲେ ଜିଲ୍ଲା ପରିଷଦ ଅଧକ୍ଷା ସୁଲତାରାଣୀ ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଜୀଉରା ଗ୍ରାମ ପରମେଶ୍ବର ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ମହାସଭା ଆଜି ଅର୍ଥାତ ଶନିବାର ଦିତୀୟ ଦିନରେ ପହଞ୍ଚିଛି।ଆଜିର

ତିନିବର୍ଷ ପରେ ଏମ୍ସରେ ହେବ ଜଗାର ଅପରେସନ

କଟକ: ଯୋଡାମୁଣ୍ଡ ଶିଶୁ ଜଗାକୁ ଦେଖିଛନ୍ତି ଦିଲ୍ଲୀ ଏମସ୍ ଡାକ୍ତର ଦୀପକ ଗୁପ୍ତା । ଜଗାକୁ ପରୀକ୍ଷା କଲା ପରେ ଡ଼କ୍ଟରଙ୍କ ସୂଚନା ଯେ, ଜଗା ଭଲ ଅଛି, ଖେଳୁଛି ଓ ଚିହ୍ନୁଛି । ତାର ଥ୍ରୀଡି ସିଟି ସ୍କାନ କରାଯାଇଛି । ରିପୋର୍ଟ ସଂପର୍କରେ ପରେ ଦିଲ୍କୀର ଡାକ୍ତରୀ ଟିମ ତର୍ଜମା କରିବେ ।

ରାଜ୍ୟରେ ଆଜି ୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୦ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ୧୮ ବର୍ଷ ବୟସ

ଡିଲ୍ ବେଳେ ମାଡ଼ି ବସିଲା STF; ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ

ଭୁବନେଶ୍ୱର: ସୋନପୁର ଜିଲ୍ଲା ବିନିକା ବନାଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଓ ଏସଟିଏଫ୍ ଚଢ଼ାଉ କରି ୨ ଜଣଙ୍କୁ ଧରିବା ସହ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଶନିବାର ସନ୍ଧ୍ୟାରେ ବଜ୍ରକାପ୍ତା ବିକ୍ରି ନେଇ ଡୁଙ୍ଗୁରିପାଲି ଛକ ନିକଟରେ ଡିଲ୍